Sign in
Sign in
Recover your password.
A password will be e-mailed to you.
ବାରିପଦା ବିଦେଶୀ ମଦ ଦୋକାନ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ବାରିପଦା: ସ୍ଥାନୀୟ ବାରିପଦା ସହରର କୃଷ୍ଣଚନ୍ଦ୍ରଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ଟାଉନ ପୁଲିସ ସୋମବାର ଗିରଫ କରିଥିବା ଅଭିଯୁକ୍ତ ଜଣେ ଆନ୍ତଃରାଜ୍ୟ ଅପରାଧି ବୋଲି ଜଣାପଡ଼ିଛି । ଅପରାଧି ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଲିଙ୍ଗରାଜ ଥାନା ଅଞ୍ଚଳର ପୁରୁଣା ଟାୁନ!-->…
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ
ପୁରୀ: ଆଜି ଅପରାହ୍ନରେ ଭାଦ୍ରବ କୃଷ୍ଣ ମଳ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଛି। ଏହି ଆକର୍ଷଣୀୟ ବେଶ ଦେଖିବା ଲାଗି ବଡଦେଉଳରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପ୍ରସିଦ୍ଧ ଜମୁନା ନଦୀ ତଟବର୍ତ୍ତି କାଳିନ୍ଦୀ ହ୍ରଦରେ ଅବସ୍ଥାନ କରୁଥିବା ସମୟରେ!-->…
ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣା : ପ୍ରାଣ ହରାଇଲେ ପଞ୍ଚୁପଲ୍ଲୀର ନିରୀହ ରାଜେଶ ଓରଫ ରାଜୁ
ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣାରେ ପ୍ରାଣ ହରାଇଲେ ନିରୀହ ରାଜେଶ ଓରଫ ରାଜୁ। ଦୁଇ ଧରି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପ୍ରାଣ ହରାଇଛନ୍ତି ରାଜୁ। ରାଜୁଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ।ସେପଟେ ବୋମାମାଡ଼ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ବୋଲି ସୂଚନା ମିଳିଛି। ଏବେ!-->…
ଭୂପୃଷ୍ଠରୁ ଆକାଶମାର୍ଗକୁ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ଆଜି (୨୩ ଅଗଷ୍ଟ, ୨୦୨୨ରେ) ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ!-->…
ପୋଲିସ୍ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର
କଟକ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ କମିଶନରେଟ ପୋଲିସ ନିକଟରେ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଏକ ପିଟିସନ ମାଧ୍ୟମରେ ସେ!-->…
ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ; ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବାକୁ ନେଇ କହିଲେ ଦିଗବିଜୟ
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଏବେ ବଡ଼ ଧରଣର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯଦି ରାହୁଲ ଗାନ୍ଧି ପୁନର୍ବାର ଦଳ ସଭାପତି ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେବେନାହିଁ, ତା’ହେଲେ ତାଙ୍କର ବିକଳ୍ପ କିଏ ହେବେ (?) ସେ ନେଇ ଦଳରେ ମନ୍ଥନ ଜାରି ରହିଛି। ଯଦି!-->…
ବିଦେଶୀ ମୁଦ୍ରା ନାଁରେ ବ୍ୟବସାୟୀଙ୍କ ଠାରୁ ନେଇଗଲେ ୨ ଲକ୍ଷ ଟଙ୍କା
କଟକ: ବିଦେଶୀ ମୁଦ୍ରା ନାଁର ଠକେଇ । କଟକ ବକ୍ସିବଜାରର ବ୍ୟବସାୟୀ ମହମ୍ମଦ ମୋଇଉଦ୍ଦିନଙ୍କୁ ଠକି ନେଲେ ଦୁର୍ବୃତ୍ତ । ବିଦେଶୀ ନୋଟ୍ ନାଁରେ ମୋଇଉଦ୍ଦିନଙ୍କୁ ଠକ ଦେଲେ କାଗଜବିଡ଼ା । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, କଟକ ବକ୍ସିବଜାରର ମହମ୍ମଦ୍!-->!-->!-->…
ଯୁଆଡେ ଯାଇ ଲୁଚିଲେ ବି ଆମେ ତତେ ମାରିଦେବୁ; ମୁସେୱାଲାଙ୍କ ହତ୍ୟାକାରୀକୁ ମିଳିଲା ଏଭଳି ଧମକ
ଚଣ୍ଡୀଗଡ: ଯୁଆଡେ ଯାଇ ଲୁଚିଲେ ବି ଆମେ ତତେ ମାରିଦେବୁ। ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ସାମିଲ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସମେତ ଜଣେ ପଞ୍ଜାବୀ କଣ୍ଠଶିଳ୍ପୀଙ୍କୁ ବମ୍ବିହା ଗ୍ୟାଙ୍ଗ ଏଭଳି ଚେତାବନୀ ଦେଇଛି। ଏହି!-->…
କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ମନ୍ତବ୍ୟକୁ ନେଇ ଉତ୍ତର ରଖିଲେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର
ଏନଡିଏରେ ବିଜେଡିକୁ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିବା ପରେ ଏବେ ରାଜନୀତି ସରଗରମ । ଏହି ମନ୍ତବ୍ୟକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ଉତ୍ତର ରଖିଛନ୍ତି ।
ସେ କହିଛନ୍ତି ଯେ, ଅଠାୱାଲୋ ମଜାରେ ମଜାରେ ଅନେକ କଥା କୁହନ୍ତି । କହୁ କହୁ କହି!-->!-->!-->…
ଋଷରେ ଗିରଫ ହୋଇଥିବା ଆତଙ୍କବାଦୀକୁ ପଚରାଉଚୁରା କରିବା ପାଇଁ ମସ୍କୋ ଯାଇପାରନ୍ତି ଏନଆଇଏ ଓ ଆଇବି ଅଧିକାରୀ
ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣେ ଆଇଏସ୍ ଆତଙ୍କବାଦୀ ଋଷରେ ଧରାପଡ଼ିଛି। ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଥିଲା ଓ ଖୁବ୍ଶୀଘ୍ର ଭାରତ ଆସି ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଋଷର!-->…