Sign in
Sign in
Recover your password.
A password will be e-mailed to you.
ସ୍କୁଲ ଫି’କୁ କେନ୍ଦ୍ରକରି କୁନି କୁନି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ରୁମରେ ବନ୍ଦ କଲା ସ୍କୁଲ କର୍ତ୍ତୃପକ୍ଷ
ଭୁବନେଶ୍ୱର: ସ୍କୁଲ ଫି'କୁ ନେଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍ ରେ ଉତ୍ତେଜନା । ସଠିକ୍ ସମୟରେ ପିଲାମାନେ ସ୍କୁଲ ଫି ଦେଇନଥିବା ଅଭିଯୋଗରେ କୁନି କୁନି ପିଲାଙ୍କୁ ଲାଇବ୍ରେରି ରୁମରେ ୫ ଘଣ୍ଟା ଯାଏ ବନ୍ଦ କରିଦେଲେ ସ୍କୁଲ କର୍ତ୍ତୃପକ୍ଷ । ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଥିବା ଏକ!-->…
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି
ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ଢେଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି। ୮ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ ବିଭାଗ ।
ଖବର ଅନୁସାରେ କଲିକତାର ଜଣେ ଆଇନ ଛାତ୍ର ମାସୁଦ୍!-->!-->!-->…
ଅନୁବ୍ରତ ମଣ୍ଡଳଙ୍କୁ ଖଲାସ କରିବାକୁ ସ୍ୱତନ୍ତ୍ର ସିବିଆଇ ଜଜଙ୍କୁ ଧମକପୂର୍ଣ୍ଣ ଚିଠି
କୋଲକାତା: ଗୋରୁ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଟିଏମସ୍ ନେତା ଅନୁବ୍ରତ ମଣ୍ଡଳଙ୍କୁ ଛାଡ଼ିବା ପାଇଁ ବିଚାରପତିଙ୍କୁ ଧମକପୂର୍ଣ୍ଣ ଚିଠି। ପଶ୍ଚିମବଙ୍ଗର ଆସନସୋଲରେ ଥିବା ଗୋଟିଏ ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ଯଦି ସେ ଅନୁବ୍ରତ ମଣ୍ଡଳଙ୍କୁ!-->…
ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଝୋରଡ଼ି ସଦର ପଞ୍ଚାୟତରେ ଥିବା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲେ। ଗୁରୁତର ଛାତ୍ରକୁ ପ୍ରଥମେ ରେଖାପଦର ପ୍ରାଥମିକ!-->…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲାପରେ ଆତ୍ମହତ୍ୟା କଲା ସ୍ଵାମୀ
ପାଟଣାଗଡ଼: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପରେ ନିଜେ ଆତ୍ମହତ୍ୟା କଲା ସ୍ଵାମୀ। ବଲାଙ୍ଗିର ଜିଲ୍ଲାର ବେଳପଡା ଥାନା ଅନ୍ତର୍ଗତ ଦେବିରି ପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାନୁଯାୟୀ,!-->!-->!-->…
ପୁରୀ ଜିଲ୍ଲାରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଭାରତୀୟ ନୌସେନା
ପୁରୀ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ପ୍ରବଳ ବର୍ଷା ହେତୁ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ଯୋଗାଇବା ପାଇଁ ଭାରତୀୟ ନୌସେନା ଓଡିଶା ସରକାରଙ୍କ ସହ ସହଯୋଗର ହାତ ମିଳାଇଛି ଏବଂ ରିଲିଫ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।
ଗତକାଲି ବନ୍ୟା ପ୍ରଭାବିତ ଅଞ୍ଚଳରେ!-->!-->!-->…
ବ୍ରହ୍ମୋସ ମିସାଇଲ ବିଭ୍ରାଟ: ୩ ବାୟୁସେନା ଅଧିକାରୀ ବରଖାସ୍ତ
ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲ ବିଭ୍ରାଟ ଘଟଣାରେ ଆଜି ବାୟୁସେନାର ୩ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ତତ୍କାଳ ଭାବେ ବାୟୁସେନାର ଜଣେ ଗ୍ରୁପ୍ କ୍ୟାପ୍ଟେନ ଓ ୨ ଜଣ ୱିଙ୍ଗ କମାଣ୍ଡରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ୨୦୨୨ ମାର୍ଚ୍ଚ ୯ରେ ଗୋଟିଏ ବ୍ରହ୍ମୋସ ମିସାଇଲ ଦୁର୍ଘଟଣାବଶତଃ!-->…
ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୁନମଙ୍କୁ ଆଜି ଜାମିନ ମିଳିଛି। ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ତାଙ୍କୁ ଆଜି ଜାମିନ ଦେଇଛନ୍ତି। ଏହି ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ଜେଲରେ ଅଛନ୍ତି। ସେ ମଧ୍ୟ!-->…
ବେଆଇନ ମଦ ରନ୍ଧାକୁ ବିରୋଧ କରିବାକୁ ନେଇ ହତ୍ୟା : ଅଭିଯୁକ୍ତ ମାନଙ୍କୁ ବାନ୍ଧିଲା ପୋଲିସ…
ବ୍ରହ୍ମପୁର : ଜରଡ଼ା ଥାନା ଅନ୍ତର୍ଗତ ପଳାସପୁର ଗ୍ରାମରେ ଗତ ୨୦ ତାରିଖରେ ଏକ ମୁଣ୍ଡ ବିହିନ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ ବ୍ୟକ୍ତି ଜଣଙ୍କ ସେହି ଗ୍ରାମର ବୃନ୍ଦାବନ ଜାନୀ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।
ଏନେଇ ଜେମା ଶବର!-->!-->!-->!-->!-->…
ଠିକ୍ ସମୟରେ ନିଷ୍ପତ୍ତି ନେଉ ନାହାନ୍ତି ସରକାର : ଗଡ଼କରୀ
ନୂଆଦିଲ୍ଲୀ: ନିଜର ତୁଣ୍ଡ ଓ ବେଧଡ଼କ ବୟାନ ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ପୁଣି ମୁହଁ ଖୋଲିଛନ୍ତି। ନିଜର ଶାଣିତ ସ୍ୱର ପାଇଁ ତାଙ୍କୁ ନିକଟରେ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିବା ଚର୍ଚ୍ଚା ହେଉଥିଲା। ହେଲେ ସେ ଏପରି କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଚୁପ ନ ରହି!-->…