Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ସାଂସଦଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ଓ ଜିଲ୍ଲାର ବିକାଶ ନେଇ ଆଲୋଚନା
ଫୁଲବାଣୀ : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ଫୁଲବାଣୀଠାରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରତିକ ବର୍ଷା ଓ ବନ୍ୟା ପରିସ୍ଥିତି ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଜିଲ୍ଲା ପ୍ରସାସନ ସହ!-->…
ଦୁର୍ଘଟଣାରେ ୨ ଗୁରୁତର
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗାଁ ଚନ୍ଦାହାଣ୍ଡି ଘାଟି କାକରୋ ପାଣି ନିକଟରେ ବୋଲେରୋ ଓ ବାଇକ ମୁହାଁ ମୁହିଁ ଧକାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲା ହାତୀବାଡ଼ି ଗାଁ ରୋ ରତ୍ନାକର ଗୌଡ଼ ଏବଂ ବାତାଝାରୋ ଗାଁ ରୋ ସୁକାଳଦେଏ ମାଝୀ ଓ ଫୁଲସିଙ୍ଗ ମାଝୀ |!-->…
ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଦାରିଙ୍ଗବାଡ଼ି (୨୪/୮) : ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟରେ ପରିକ୍ରମା କରିଥିବା ଅହିଂସା ରଥକୁ ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଅହିଂସା ରଥକୁ ପ୍ରଥମେ କିରୀକୁଟି ଗ୍ରାମ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ!-->…
ଏକାଧିକ ସ୍ଥାନରେ ବି.ଏସ୍.ଏଫ୍. ଦ୍ଵାରା ଅସ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ
ଚିତ୍ରକୋଣ୍ଡା(୨୪/୦୮) : ସଶସ୍ତ୍ର ସେନା ବଳୟର ନିର୍ଦ୍ଦେଶକ୍ରମେ, ଗତ କାଲି ଠାରୁ ଆଜି ମଧ୍ୟରେ ବି.ଏସ୍.ଏଫ୍. ଦ୍ଵାରା ଜିଲ୍ଲାର ଏକାଧିକ ସ୍ଥାନରେ BSF ସହ ଜଡିତ PPT ଉପସ୍ଥାପନା ଜରିଆରେ ବିଭିନ୍ନ ପ୍ରେରଣାଦାୟକ ବକ୍ତୃତା ଶ୍ରୀ ବିନୋଦ ସୋରେନ୍, କମାଣ୍ଡର, 88 ବିଏନ୍ ବି.ଏସ୍.ଏଫ୍. ଙ୍କ!-->…
ପିତଳରେ ହିଂସାକାଣ୍ଡ, ୨ ଜଣ ଗୁରୁତର ଆହତ
ହିଞ୍ଜିଳିକାଟୁ (୨୪।୮) : ହିଞ୍ଜିଳି ଥାନା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତଳ ଗ୍ରାମରେ ବୁଧବାର ପୂର୍ବାହ୍ନରେ ହିଂସା କାଣ୍ଡ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ବାବୁ ପ୍ରଧାନ ଓ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀର ଗଗନ ଜେନା । ବାବୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ!-->…
ମୋ ସ୍କୁଲ ଅଭିଯାନ କମିଟ ସଦସ୍ୟ ୪ ଲକ୍ଷ ୩୪ ହଜାର ଟଙ୍କା ଚେକ ବିଡ଼ିଓଙ୍କୁ ପ୍ରଦାନ କଲେ
ଦାରିଙ୍ଗବାଡ଼ି (୨୪/୮) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରକଳ୍ପ ଉଛ ପ୍ରାଥମିକ ବିଦ୍ୟାଳୟର ମୋସ୍କୁଲ ଅଭିଯାନ କମିଟିର ସଭ୍ୟ ସଭ୍ୟା ଯଥା ସଭାପତି ପଦ୍ମନ ପାଇକ, ସଭ୍ୟ ସଭ୍ୟା ବିକ୍ରମାଦିତ୍ୟ ବସ୍ତିରାୟ, ବନବାସୀ ବିଷୋୟୀ, ବିଘ୍ନ ବେହେରଦଳେଇ, ଶରତ!-->…
ଖେଳାଳୀଙ୍କୁ ସହଯୋଗ କଲେ ଦୁଇ ପ୍ରଶାସନିକ ଅଧିକାରୀ
ମାଲକାନଗିରି : ଦୀର୍ଘ ଅନେକ ବର୍ଷ ଧରି କ୍ରୀଡ଼ା, କଳା, ସଂସ୍କୃତି, ଶିକ୍ଷା ଏବଂ ସମାଜସେବାକୁ ମାଧ୍ୟମ କରି ଏକ ଆତ୍ମ ବିଶ୍ୱାସ ର ସହିତ ସମସ୍ତଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ପାଇଥିବା ମାଲକାନଗିରି ଜିଲ୍ଲାର ସ୍ଥାନୀୟ ଆଓମା ଗୁରୁକୁଳରେ ବିଭିନ୍ନ ବର୍ଗର ଗରିବ ଆଦିବାସୀ ପିଲା!-->!-->!-->…
ବ୍ରହ୍ମପୁର ଡି ପଲ ବିଦ୍ୟାଳୟର ଛାତ୍ରୀ କୁମାରୀ ତନୁଶ୍ରୀ ଦାଶଙ୍କ ସଫଳତା
ରାଉରକେଲା : କୁମାରୀ ତନୁଶ୍ରୀ ଦାଶ,ଡି ପଲ ବିଦ୍ୟାଳୟ,ବ୍ରହ୍ମପୁର ର ଛାତ୍ରୀ ଆଞ୍ଚଳିକ ବ୍ୟାଡମିଣ୍ଟନ୍ କ୍ରୀଡା ପ୍ରତିଯୋଗିତା ବ୍ରହ୍ମପୁର ମଣ୍ଡଳରୁ ମନୋନୀତ ହୋଇ,ରାଉରକେଲା ଠାରେ ଆୟୋଜିତ ହୋଇଥିବା ୧୭ ବର୍ଷରୁ କମ ବର୍ଗ CISCE, ଆଞ୍ଚଳିକ କ୍ରୀଡା ଓ ଖେଳ ସମାରୋହ ୨୦୨୨ ବ୍ୟାଡମିଣ୍ଟନ୍!-->…
ଜିଲ୍ଲା ସ୍ବାସ୍ଥ୍ୟ ମିଶନ / ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳ ଓ ରୋଗୀ କଲ୍ୟାଣ ସମିତି ବୈଠକ -୨୦୨୨
ଫୁଲବାଣୀ(୨୪ /୦୮) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳର ପରିଚାଳନା ସମିତି ବୈଠକ, ଜିଲ୍ଲା ସ୍ବାସ୍ଥ୍ୟ ମିଶନର ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଦ୍ବାରା ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ରୋଗୀ!-->…
ଆସ୍ଥା ଭୋଟରେ ଜିତିଲେ ନୀତିଶ କୁମାର
ପାଟନା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର। ଆଜି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ହାତ ମିଳାଇ ନୀତିଶ କୁମାର ନୂଆ ସରକାର ଗଠନ କରିଥିଲେ। ଭୋଟିଂ ପୂର୍ବରୁ ଆଜି ନୀତିଶ କୁମାର!-->…