ରାଉରକେଲା ଶିଶୁ ଭବନ ପକ୍ଷରୁ ରକ୍ତ ଦାତାମାନଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ରାଉରକେଲା : ରାଉରକେଲା ଶିଶୁ ଭବନ ପକ୍ଷରୁ ରକ୍ତଦାତାମାନଙ୍କ ପାଇଁ ଏକ ସମ୍ବର୍ଧନା ‘ସଭା ଆୟୋଜିତ ହୋଇଯାଇଛି। କରୋନା କାଳରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିଥିବାରୁ କୋଭିଡ୍ ଯୋଦ୍ଧାଭାବେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ରାଉରକେଲା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ

ମିଟୁ ଘଡ଼େଇ ଆକ୍ରମଣ ଘଟଣା ::୫ ଗିରଫ..

ବ୍ରହ୍ମପୁର, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପାୟଲ୍ ହଲ୍‌ ନିକଟରେ ମିଟୁ ଘଡ଼େଇ ନାମକ ଜଣେ ଯୁବକକୁ ଗତ ରବିବାର(୨୧ତାରିଖ) ରାତିରେ ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଉକ୍ତ ମାମଲା (କେସ୍‌ନଂ୨୯୧/୨୨)ରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସୁଲାତାନ୍ ବେହେରା ଓରଫ୍

ବଜ୍ରାଘାତରେ ଦୁଇ ମୃତ, ତିନି ଗୁରୁତର

ମାଲକାନଗିରି(୨୪।୮) : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ରାଉଲିଗୁଡା ଓ ବାଉଁଶଗୁଡା ଠାରେ ବଜ୍ରାଘାତରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ତିନିଜଣ ଗୁରୁତ୍ତର ଆହତ ହୋଇଛନ୍ତି | ଏହି ଆହତ ମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରା ଯାଇ

ଚିକିଟି ମହାବିଦ୍ୟାଳୟରେ ବୁଷ୍ଟର ଡୋଜ

ଚିକିଟି : ସ୍ଥାନୀୟ ଚିକିଟି ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ୍ କ୍ରସ ସୋସାଇଟି ତରଫରୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସହଯୋଗ ଏକ କୋଭିଡ -୧୯ ବୁଷ୍ଟର ଡୋଜ୍ ଟିକା କରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡାଙ୍କ

ରୁକୁଣୀ ଗାଁ ଠାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରୁକୁଣୀ ଗାଁ ଠାରେ ଏକ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିବେଶର ସ୍ୱଚ୍ଛ ଓ ସୁରକ୍ଷା ପାଇଁ

ଛାତ୍ର ବିଜେଡି ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର : ଛାତ୍ର ନେତା ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ପୁନର୍ବାର ପଂଚମ ଥର ପାଇଁ ଛାତ୍ର ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କ୍ରମେ ତାଙ୍କୁ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛାତ୍ର ନେତାଏମ. ମାଧବ କାୟାଙ୍କ ସଂଯୋଜନାରେ

ପଂଚାୟତ ପ୍ରତିନିଧିମାନଙ୍କୁ ଅସହଯୋଗ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଂଚାୟତ ପ୍ରତିନିଧି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ୧୧ ଗୋଟି ପଂଚାୟତର ପ୍ରତିନିଧି ମାନଙ୍କୁ ବ୍ଲକପ୍ରଶାସନ ପକ୍ଷରୁ ବିଭିନ୍ନ କାମରେ ଅସହଯୋଗ କରାଯାଉଥିବା ନେଇ ବୁଧବାର ସମସ୍ତ ପଂଚାୟତ ପ୍ରତିନିଧି ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଲିଖିତ ସ୍ମାରକପତ୍ର

ନକଲି ଗୁଟଖା କାରଖାନାରେ ପୁଲିସ ପକ୍ଷରୁ ଚଢଉ : ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗୁଟଖା ସହ ଗୁଟଖା ତିଆରି ମେସିନ ଓ ଅନେକ…

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଲୋଚାପଡା ଶ୍ରୀମାନଗରରେ ଚାଲିଥିବା ଏକ ନକଲି ଗୁଟଖା କାରଖାନାରେ ପୁଲିସ ପକ୍ଷରୁ ଚଢଉ କରି ସେଠାରୁ ବିପୁଳ ପରିମାଣର ଗୁଟଖା ସହ ପ୍ରସ୍ତୁତିରେ ବ୍ୟବହୃତ ଏକାଧିକ ମେସିନ ଜବତ କରିଛି । ବେଆଇନଗୁଟଖା ପ୍ରସ୍ତୁତି କରୁଥିବା ଅଭିଯୋଗରେ ନୂଆ କାଳୁପାତ୍ର ସାହିର

ପିତାତଳିରେ ଆଇନ ସଚେତନତା କର୍ମଶାଳା

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ଆଇନ ପ୍ରାଧିକରଣ ସେବା ତରଫରୁ ଏକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ପ୍ରାଧିକରଣ ସେବା ସମ୍ପାଦକ କୋୖଳାଶ ଚନ୍ଦ୍ର ସାହୁ ଯୋଗ ଦେଇ ସରକାରଙ୍କ

୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିୟମିତ ନିଯୁକ୍ତି ପତ୍ର ପ୍ରଦାନ

ଚିକିଟି : ପାତ୍ରପୁର ବ୍ଲକର କରୁଣା କର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକର ନିୟମିତ ହୋଇଥିବା ୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। କନିଷ୍ଠ ଶିକ୍ଷକ ସଂଘ ପାତ୍ରପୁର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା