Sign in
Sign in
Recover your password.
A password will be e-mailed to you.
ହାତୀ ମୃତ୍ୟୁ ରୋକିବାକୁ ଗଠିତ ହେବ ଜଏଣ୍ଟ ଟାସ୍କ ଫୋର୍ସ
କଟକ: ରାଜ୍ୟରେ ଗତ କିଛି ଦିନ ଧରି ହାତୀ ମୃତ୍ୟୁ ଘଟିବାରେ ଲାଗିଛି। କେଉଁଠି ହାତୀ ଶିକାରୀଙ୍କ ଗୁଳିବିଦ୍ଧରେ ମୃତ୍ୟୁ ଘଟୁଛି ତ ଆଉ କେଉଁଠି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ରାଜ୍ୟର କେତେକ ଜିଲାରେ ହାତୀର ଗୁଳିବିଦ୍ଧ ମୃତଦେହ, ହାତୀ କଙ୍କାଳ ଗତ କିଛି ଦିନ ଧରି ଠାବ ହୋଇଛି। ତେବେ ହାତୀ!-->…
ନଳକୂପରୁ ଏକାଠି ବାହାରୁଛି ପାଣି ଓ ନିଆଁ, ସ୍ଥାନୀୟ ଲୋକେ ଚକିତ
ଛତରପୁର: ଏମିତିବି ନିଆଁ ଓ ପାଣିର କୌଣସି ମେଳ ନଥାଏ, କିନ୍ତୁ ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଯେଉଁଠାରେ ଏକ ନଳକୂପରୁ ନିଆଁ ଓ ପାଣି ଉଭୟ ବାହାରୁଛି, ଯାହାକୁ ଦେଖି ଆଖ ପାଖର ଲୋକ ଚିନ୍ତାରେ ପଡି ଯାଇଛନ୍ତି। ଛତରପୁର ଜିଲ୍ଲାର କଛାର!-->…
୬ ଫାୟାର୍ ଷ୍ଟେସନକୁ ଆଇଏସ୍ଓ ମାନ୍ୟତା
କଟକ: ଫାୟାର ଷ୍ଟେସନ୍ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ ସହ ଧନଜୀବନର ସୁରକ୍ଷା, ଉଦ୍ଧାର ଆଦି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦମକଳ କେନ୍ଦ୍ର (ଫାୟାର ଷ୍ଟେସନ)କୁ ଆଇଏସ୍ଓ ମାନ୍ୟତା ମିଳିବାରେ ଲାଗିଛି । ପୂର୍ବରୁ ରାଜ୍ୟର ପ୍ରାୟ ୫ଟି ଫାୟାର ଷ୍ଟେସନ୍ ଆଇଏସ୍ଓ!-->…
ରାଜଧାନୀରେ ଚାଞ୍ଚଲ୍ୟ: ସନ୍ଦେହଜନକ ଅବସ୍ଥାରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ
ପୁଣି ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଦ ଘରୁ ମିଳିଲା ମହିଳାଙ୍କ ସନ୍ଦେହଜନକ ମୃତଦେହ। ବେକରେ ଦଉଡି ଲଗାଇ ଝୁଲି ଯାଇଥିବା ଜଣାପଡିଛି। ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ବୟସ ପାଖାପାଖି ୩୩ ବର୍ଷ ହେବ।
ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା!-->!-->!-->…
ହୋମଗାର୍ଡ ଓ କନଷ୍ଟେବଲମାନଙ୍କୁ ନେଇ ରାଜ୍ୟସ୍ତରୀୟ ସଡକ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସା ସମନ୍ଧୀୟ କର୍ମଶାଳା
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ସଡକ ଦୁର୍ଘଟଣା ହାର ଅହେତୁକ ଭାବେ ବୃଦ୍ଧି ପାଇବା ସହ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଦୁର୍ଘଟଣାରେ ସର୍ବାଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି କିପରି ସଡକ ଦୁର୍ଘଟଣା ସହ ମୃତ୍ୟୁ ହାର କମାଯାଇପାରିବ ଏବଂ ଧନଜୀବନ ସୁରକ୍ଷା ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣର!-->!-->!-->…
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ
ଛତ୍ରପୁର : ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଦୁଇ ଜଣ ରୋଗାଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ ଲକ୍ଷ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଛତ୍ରପୁର ପୁତି ଗୋପାଳପୁର ଅଂଚଳର ପି.ଗଣେଷ ରେଡ୍ଡୀ ନାମକ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା!-->…
ଫୋନ୍ରୁ ମିଳିଥିବା ‘ମାଲ୍ୱେର୍’ ‘ପେଗାସସ୍’ ବୋଲି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ୨୯ଟି ଫୋନ୍ ଯାଞ୍ଚ କରାଯିବା ପରେ ୫ଟି ଫୋନ୍ରୁ ‘ମାଲ୍ୱେର୍’ ମିଳିଛି। କିନ୍ତୁ, ତାହା ଯେ, ‘ପେଗାସସ୍’ ଏହାର କୌଣସି ସୁନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ବୋଲି ଆଜି ପ୍ରଧାନ ବିଚାରପତି ଏନ୍.ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି।‘ପେଗାସସ୍’ କେଳଙ୍କାରୀ!-->…
ବିଲ୍କିସ୍ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବାରୁ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କଲେ…
ନୂଆଦିଲ୍ଲୀ: ବିଲ୍କିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତଙ୍କୁ ମୁକ୍ତ କରାଯିବା ଘଟଣାରେ ଆଜି ସୁପ୍ରିମ୍ କୋର୍ଟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।ଭାରତର ପ୍ରଧାନ ବିଚାରପତି ଏନ୍.ଭି. ରମନାଙ୍କ ନେତୃତ୍ବାଧୀନ ସୁପ୍ରିମ୍!-->…
ପୁଲିସ ଅବହେଳାରୁ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାରେ ତ୍ରୁଟି ଘଟିଲା: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଜାନୁଆରି ମାସରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ‘ପଞ୍ଜାବ ପୁଲିସ’ର ଅବହେଳାଜନିତ ବୋଲି ତଦନ୍ତକାରୀ କମିଟି ଜାଣିପାରିଥିବା କଥା ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।ସୁପ୍ରିମ୍ କୋର୍ଟ କହିଛନ୍ତି ଯେ,!-->…
ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀ ହେଲେ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ
ଲଖନଉ: ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିକୁ ସଫଳତା ଦେବାର ପୁରସ୍କାର ମିଳିଲା | ଆଉ ଆଜି ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି | ଚର୍ଚ୍ଚା ହେଉଛି ଯେ ଭୁପେନ୍ଦ୍ର ସିଂଙ୍କୁ ଜାଠ ସମୁଦାୟ ମଧ୍ୟରେ ଉତ୍ତମ ସମ୍ପର୍କ ସହ ପଶ୍ଚିମ!-->…