Sign in
Sign in
Recover your password.
A password will be e-mailed to you.
କିଟ୍ ପକ୍ଷରୁ କନ୍ଧମାଳରେ ଜନଜାତି କିଶୋରୀ କଲ୍ୟାଣ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବାଳିକାଙ୍କ କଲ୍ୟାଣ ନିମନ୍ତେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସ୍ଥାନୀୟ!-->…
ଅଗଷ୍ଟ ୨୪ ସୁଦ୍ଧା ୪,୦୮,୬୮୦ ଗାଡିରେ ଏଚ୍ଏସ୍ଆରପି ନମ୍ବର ପ୍ଲେଟ ଲାଗିଛି: ଯୁଗ୍ମ କମିସନର
କଟକ: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁସବୁ ଯାନର ପଞ୍ଜୀକରଣର ଶେଷ ସଂଖ୍ୟା ୧ ଏବଂ ୨ ସହିତ ସମାପ୍ତ ହେଉଥିବ, ସେମାନେ ଏଚଏସ୍ଆରପି ନମ୍ବର ପ୍ଲେଟ ଲଗେଇବାକୁ ବାଧ୍ୟ । ଅକ୍ଟୋବର ୧ ତାରିଖ ସୁଦ୍ଧା ସୁଦ୍ଧା ଆଇନ ପ୍ରଣୟନକାରୀ ସଂସ୍ଥା ଗୁଡିକ, ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଏବଂ!-->…
ସ୍ଵସ୍ତି ସାହିତ୍ୟ ସଂସଦ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମ
ରାଉରକେଲା : ସ୍ଵସ୍ତି ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସଂନ୍ଧ୍ୟା ୭.୩୫ମିନିଟ ସମୟରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ଶୀର୍ଷକ ଆଲୋଚନା "ମୋ ଦୃଷ୍ଟିରେ ଵର୍ଷା!-->…
ସାମ୍ନାକୁ ଆସିଲା ଶ୍ୱେତା କରିଥିବା ହ୍ୱାଟସଅପ୍ ଚାଟ୍
ସାମ୍ନାକୁ ଆସିଲା ସୌମ୍ୟଜିତଙ୍କ ମାଆଙ୍କୁ ଶ୍ୱେତା କରିଥିବା ହ୍ୱାଟସଅପ୍ ଚାଟ । ଏଥିରେ ସୌମ୍ୟଜିତ କିଭଳି ଶ୍ୱେତାଙ୍କୁ ବ୍ଲାକମେଲ କରୁଥିଲେ ତାହା ଶ୍ୱେତା ଦର୍ଶାଇଛନ୍ତି । ଚାଟରେ ଶ୍ୱେତା ଲେଖିଛନ୍ତି, ୩ ବର୍ଷ ହେଲା ତାଙ୍କ ପଇସାରେ ଅଏସ କରୁଥିଲେ ସୌମ୍ୟଜିତ ମହାପାତ୍ର । ଏପରିକି ଫଟୋ ଭାଇରାଲ!-->…
ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ ୫୦ ହଜାର ଜରିମାନା
ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରଦୀପ କୁମାର!-->…
ବାଗଚୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ରୁଥ୍
ଭୁବନେଶ୍ୱର : ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍ସୁଲେଟ୍ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ଶ୍ରୀ ସିନ୍ ରୁଥ୍ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ!-->…
ଓମ୍ବାଡିସିର ୬ ନୂଆ ପ୍ରକଳ୍ପକୁ ମଞ୍ଜୁରୀ: ୧୭୫୨ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର: ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ (ଓମ୍ବାଡିସି) ର ନିର୍ଦ୍ଦେଶକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ!-->…
ବୁଡାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ଅନୁପସ୍ଥିତ ରହୁଥିବାରୁ ସ୍ୱାସ୍ଥ୍ୟ ସେବା…
ଦାରିଙ୍ଗବାଡ଼ି(୨୫/୮) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବୁଡାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନ ଦିନ ଧରି ଡାକ୍ତର ଓ ଫାର୍ମାସିଷ୍ଟ ଅନୁପସ୍ଥିତ ରହୁଥିବା ନେଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରେ ବୁଡାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ ଓ ସମିତି ସଭ୍ୟ ଶ୍ରୀକାନ୍ତ!-->!-->!-->…
ପରିବର୍ତ୍ତିତ ମାର୍ଗରେ ଯାତ୍ରା କରିବ ପୁରୀ-ବିକାନେର ଏକ୍ସପ୍ରେସ
ଭୁବନେଶ୍ବର: ଟ୍ରେନ ଚଳାଚଳ କ୍ଷେତ୍ରରେ ସମସ୍ୟା ଦୂରୀକରଣ ପାଇଁ ପୁରୀ-ବିକାନେର-ପୁରୀ ଏକ୍ସପ୍ରେସକୁ ପଶ୍ଚିମ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ କୋଟା ଷ୍ଟେସନ ପରିବର୍ତ୍ତେ ସୱାଇମାଧୋପୁର-ଗୁରଲା-ସୋଗରିଆ-ରୁଥିୟାଲ କର୍ଡ ଲାଇନ ମାର୍ଗରେ ଚଳାଚଳ କରାଇ ସୋଗରିଆ ଷ୍ଟେସନ ଠାରେ ରହଣି!-->…
ଭୁବନେଶ୍ବରରେ ଆଉ ଏକ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ଭୁବନେଶ୍ୱର: ଭୁବନେଶ୍ବର ଖାରବେଳନଗର ଅଞ୍ଚଳରେ ଆଉ ଏକ ଆତ୍ମହତ୍ୟା । ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ । ମିଳିଥିବା ସୂଚନା ମୁତାବକ ଯୁବତୀ ଜଣଙ୍କ ନାଁ ସସ୍ମିତା ବାରିକ । ସସ୍ମିତା ସହୀଦନଗର ଅଞ୍ଚଳରେ ଏକ ପ୍ରାଇଭେଟ କଂପାନୀରେ କାମ କରନ୍ତି । ଗତ କାଲି ଅଫିସରୁ ବିଳମ୍ବରେ ଆସିବେ!-->…