ଶ୍ୱେତାକୁ ନ୍ୟାୟ ଦାବିରେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଲେ ପରିବାର ଲୋକ

ଭୁବନେଶ୍ବର; ଦିଦିନ ପରେ ବି ଶ୍ୱେତା ସୁଇସାଇଡ୍‌ ଓ ସସପେନ୍ସ ଉପରୁ ହଟିନି ପରଦା । ଝିଅକୁ ନ୍ୟାୟ ଦାବିରେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଲେ ତାଙ୍କ ପରିବାର ଲୋକ । ତାଙ୍କ ବାପା, ମାଆ ଓ ଭାଇ ଡିସିପିଙ୍କୁ ଭେଟିଛନ୍ତି । ଶ୍ୱେତାଙ୍କୁ ନ୍ୟାୟ ପାଇଁ ଡିସିପିଙ୍କୁ ଭେଟି ଅନୁରୋଧ କରିଛନ୍ତି ତାଙ୍କ

୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ; ଜୟଦେବ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ବଡ ବୟାନ ଦେଲେ ଜୟଦେବ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଗୁରୁତ୍ୱପୁର୍ଣ୍ଣ ମନ୍ତବ୍ୟ । ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ କହିଲେ ଜୟଦେବ । ବିଜେଡି- ବିଜେପି ଏକାଠି ଅଛନ୍ତି ।କଂଗ୍ରେସ ଏକମାତ୍ର ବିକଳ୍ପ । ସେ ଦୃଷ୍ଟିରୁ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ କାଳବୈଶାଖୀ; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଅଞ୍ଚଳରେ ଉପରେ ଅବସ୍ଥିତ ରହିଛି। ଏଥିସହ ଏହା ସମୁଦ୍ର ପତନଠାରୁ ୪.୫ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ ଓଡିଶାର

ରାଜ୍ୟରେ ଆଉ ୩୫୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୩୫୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୮୦, ସଙ୍ଗରୋଧରୁ ୨୦୮, ସ୍ଥାନୀୟ ୧୪୭। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୭, ବରଗଡ ୧୨, ଭଦ୍ରକ ୨, ବଲାଙ୍ଗୀର ୨୫, ବୌଦ୍ଧ ୨୮, କଟକ

ବିଦ୍ୟୁତ୍‌ ତାର ଲାଗି ଦୁଇ ମାଈ ହାତୀ ମୃତ୍ୟୁ: ତଦନ୍ତ କଲେ ଆରସିସିଏଫ ଓ ବିଦ୍ୟୁତ ବିଭାଗର ଏସଇ

କେନ୍ଦୁଝର: ବିକାଶ ନାମରେ ଚାଲିଛି ଜଙ୍ଗଲର ବ୍ୟାପକ ବିନାଶ । ଫଳରେ ଜୀବ-ଜନ୍ତୁ ଭୋକ ବିକଳରେ ସହର ମୁହାଁ ହୋଇ ବାରମ୍ବାର ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି କ୍ରମରେ ଆଜି ଭୋର ସମୟରେ ୯ଟିକିଆ ଏକ ହାତୀ ପଲ (ଯେଉଁଥିରେ ୫ଟି ମାଇ , ୨ଟି ଦନ୍ତା ଓ ୨ଟି ଛୁଆ ହାତୀ ଥିଲେ) ଭୋକ ବିକଳରେ ଜୁଡ଼ିଆ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଉଭୟ ଟାଟା ଏବଂ ଓବିସିସି ଅଧିକାରୀଙ୍କ ସହ ମିଶି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର

ସଫ୍ଟଓ୍ବେର ଇଂଜିନିୟର ଶ୍ବେତା ଆତ୍ମହତ୍ୟା ମାମଲା; ଡାଏରୀ ଖୋଲୁଛି ଗୁମର

ଭୁବନେଶ୍ୱର: ସଫ୍ଟଓ୍ବେର ଇଂଜିନିୟର ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ ଖୋଲୁଛି ନୂଆ ଗୁମର। ଯେଉଁଥିରେ ସେ ସୌମ୍ୟଜିତଙ୍କ ସହ ନିବିଡ଼ ସଂପର୍କ ନେଇ ଲେଖିଛନ୍ତି। ସୌମ୍ୟ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରୁଥିବା ସେ ଲେଖିଛନ୍ତି। ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ସୌମ୍ୟଙ୍କ ସମ୍ମାନ

ଭିସୁଟର ଉନ୍ନତିକରଣ ପାଇଁ ହଜାରେ କୋଟି

ଭୁବନେଶ୍ୱର: ସମ୍ବଲପୁର ସ୍ଥିତ ଭିସୁଟର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ହଜାରେ କୋଟି ଟଙ୍କାର ଅନୁଦାନ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ୍, ସଚିବ ହେମନ୍ତ ଶର୍ମା ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ସେପ୍ଟେମ୍ବର ସୁଦ୍ଧା ନୂଆରୂପ ପାଇବ ରାଜ୍ୟ କଂଗ୍ରେସ: ପିସିସି ସଭାପତି

ଭୁବନେଶ୍ୱର: ନୂଆରୂପ ନେବ କଂଗ୍ରେସ। ସେପ୍ଟେମ୍ବର ସୁଦ୍ଧା ଗଠନ ହେବ ନୂଆ କମିଟି। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୨୮ରେ ହେବାକୁ ଥିବା CWC ବୈଠକରେ ଏହି କମିଟି ଉପରେ ମୋହର ମରାଯିବ । ୨୦୨୪

ନାଗାବଳୀ ନଦୀ ମଝିରେ ଫସିଲେ ୩ ପୁଅ, ଉଦ୍ଧାର କରିବାକୁ ଯାଇ ଫସିଲେ ବାପା

ରାୟଗଡ଼ା: ରାୟଗଡ଼ାର ନାଗାବଳୀ ନଦୀ ମଝିରେ ଫସିଲେ ଆନ୍ଧ୍ରପ୍ରଦେଶର ଗୋପାଳ କ୍ରିଷ୍ଣା ଓ ତାଙ୍କ ପରିବାର। ନାଗାବଳୀ ନଦୀର ଝୋଲାପୋଲ ଠାରେ ଗାଧୋଉଥିବା ବେଳେ ଅଘଟଣ । ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ଆସିବାରୁ ଏଭଳି ଅଘଟଣ ଘଟିଛି। ଆନ୍ଧ୍ରପ୍ରଦେଶର ଏଲୁରରୁ ଗୋପାଳକ୍ରିଷ୍ଣା ପରିବାର ସହ