ଏକାଥରେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହେଲେ ଜଣେ ବ୍ୟକ୍ତି

ରୋମ: ମେଡିକାଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବରିଳ ଘଟଣା ଘଟିଛି। ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏକଥରକେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ୩ଟି ଯାକ ଭାଇରସର ଟେଷ୍ଟ ପଜିଟିଭ ଆସିଛି। ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଛି।ଜର୍ଣ୍ଣାଲ ଅଫ

ଅଡ଼ୁଆରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ! ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଇସିଙ୍କ ଚିଠି

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିଛି। ବିଧାୟକ ଭାବେ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ନିର୍ବାଚନ କମିଶନ ବନ୍ଦ ଲଫାପାରେ ରାଜ୍ୟପାଳ ରମେଶ ବୈଶଙ୍କୁ ଚିଠି ପଠାଇଛନ୍ତି।ଚିଠିରେ ଇସି

ପୂଜା ପାଇବେ ୧୮ ଫୁଟ୍‌ ଉଚ୍ଚ ସୁନାର ଗଣେଶ ମୂର୍ତ୍ତି

ଲକ୍ଷ୍ନୌ: ପାଖେଇ ଆସୁଛି ଗଣେଶ ଚତୁର୍ଥୀ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ସୋର୍‌ରେ ଚାଲିଛି ପ୍ରସ୍ତୁତି। ଗଣେଶ ପୂଜାରେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଡିଜାଇନ୍‌ର ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି। କିଏ ଚକୋଲେଟ୍ ତ କିଏ

କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ରେ କୃତୀ ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ ମହାବଦ୍ୟାଳୟରେ କୃତି ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ଅର୍ଥନୀତି ବିଭାଗର ଶେଷବର୍ଷ ପରୀକ୍ଷାରେ ଉକ୍ତ କଲେଜ ର ୪ ଜଣ ଛାତ୍ରୀ ଗୀତାଞ୍ଜଳି ନାୟକ ୨ ୟ

ଘୋଡ଼ା ବେପାର ଅଭିଯୋଗ, ଆପ୍‌ର କିଛି ବିଧାୟକଙ୍କ ପତ୍ତା ମିଳୁନି!

ନୂଆଦିଲ୍ଲୀ: ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆସିଛି ସାଂଘାତିକ ତଥ୍ୟ। ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପ୍ରାୟ ୨୫ ଜଣ ବିଧାୟକ ହଠାତ୍‌ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ ଦଳୀୟ ନେତାମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି

ଗଞ୍ଜାମ ଜିଲ୍ଲସ୍ତରୀୟ ପେନସନ ଅଦାଲତ ଉଦଘାଟିତ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ), ଓଡିଶା ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ସ୍ଥାନୀୟ "ଋଷିକୂଲ୍ୟା " ଡିଆଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମାଜିଷ୍ଟ୍ରେଟ

ଆରଏସ୍‌ଏସ୍‌ର ଅନୁମତି ପରେ ଗଡ଼କରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇଛି ବିଜେପି!

ନୂଆଦିଲ୍ଲୀ: ନିଜର ବେଧଡ଼କ ବୟାନ ପାଇଁ ବେଶ କିଛି ଦିନ ହେଲା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ଗଡ଼କରୀଙ୍କୁ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିଲା। ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ବିଜେପି ମୁଖ୍ୟ ତଥା

ମନି ଲଣ୍ଡରିଂ ଆଇନ: ନିଜ ରାୟର ପୁଣି ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନ ଉପରେ କେନ୍ଦ୍ରୀୟ ଏଜେନ୍ସିର ସବୁ କ୍ଷମତାକୁ କାଏମ ରଖିଥିବା ରାୟର ପୁଣି ବିଚାର କରିବେ ସୁପ୍ରିମକୋର୍ଟ । ବିଶେଷ କରି ଆଇନରେ ଥିବା ଦୁଇଟି ବ୍ୟବସ୍ଥାର ବିଚାର କରାଯିବାର ଆବଶ୍ୟକ ରହିଥିବା ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠ

ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

ନୂଆଦିଲ୍ଲୀ: ସୁସ୍ଥ ହେଉଛନ୍ତି ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ଦୀର୍ଘ ୧୫ ଦିନ ପରେ ଫେରିଲା ତାଙ୍କ ଚେତା। ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନିଟିରିଂ ଜାରି ରଖିଛନ୍ତି। ଏନେଇ ତାଙ୍କ ପିଆର୍‌ଓ ଆଜି ସୂଚନା ଦେଇଛନ୍ତି।ରାଜୁ ଶ୍ରୀବାସ୍ତବଙ୍କ ପିଆର୍‌ଓ ତଥା

ହୃଦୟବିଦାରକ ସଡ଼କ ଦୁର୍ଘଟଣା, ଦୁଇ ମୃତ..

ଛତ୍ରପୁର : ଛତ୍ରପୁର DRDA ନିକଟ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି l ସୂଚନା ଥାଉକି ମୃତ ଦୁଇ ହେଲେ ବ୍ରହ୍ମପୁର ବ୍ରହ୍ମା ନଗର ଅଞ୍ଚଳର ସୁମନ ଦାସ ଓ ହିଞ୍ଜିଳିକାଟୁ କଂଚୁଡୁ ଅଞ୍ଚଳର ଦଣ୍ଡ ପାଳ l ଦୁହେଁ ଏକ ବାଇକ ଯୋଗେ ଯାଉଥିବା ବେଳେ DRDA ଛକ