ମନରେଗା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ମନରେଗା ଯୋଜନା ସମ୍ପର୍କରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ନରେଗା ସଫ୍ଟରେ ଡ୍ରଲ , ୟୁଟି ଲାଇଜେସନ , ରିକ୍ୟୁପମେଣ୍ଟ ବ୍ୟବସ୍ଥା ପାଇଁ ଚିଠି । ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ସରକାର ଏକ

ଏନଡିଏରେ ସାମିଲ ହେବାକୁ ନବୀନଙ୍କୁ ନିବେଦନ କଲେ କେନ୍ଦ୍ର ମନ୍ତ୍ରୀ ଅଠାୱାଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ସେ କହିଛନ୍ତି ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ ବିଜେଡି ବହୁତ ସହଯୋଗ କରିଛି । ୨୦୨୪ ନିର୍ବଚନ ବେଳକୁ

ଆରଆରବି ପରୀକ୍ଷା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥ ମାନଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷା

ଅନ୍ୟରାଜ୍ୟରୁ ଆସାମର ମଦ୍ରାସାକୁ ଆସୁଥିବା ବ୍ୟକ୍ତିମାନଙ୍କ ପଂଜୀକରଣ କରାଯିବ : ହିମନ୍ତ

ଗୌହାଟୀ : ଆସାମରୁ ଦୁଇଜଣ ସଂଦିଗ୍ଧ ଅଲକାଇଦା ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଆସାମ ସରକାର ସତର୍କ ହୋଇଯାଇଛନ୍ତି । ଏହି ଦୁଇ ଆତଙ୍କବାଦୀ ଇମାମ ଭାବେ କାର୍ଯ୍ୟ କରୁଥିବାରୁ ରାଜ୍ୟ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ,

ମତ୍ସ୍ୟ ସଂପଦର ସୁରକ୍ଷା ପାଇଁ ବାଲେଶ୍ୱର ଓ ମୟୁରଭଞ୍ଜକୁ ଗଲେ ୩ ଜଣ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିକୁ ନଜରରେ ରଖି ମତ୍ସ୍ୟ ଓ ପ୍ରାଣୀସଂପଦର ସୁରକ୍ଷା ଓ ବନ୍ୟା ପରିଚାଳନା ପାଇଁ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର ଓ ମୟୂରଭଞ୍ଜକୁ ପଠାଯାଇଛି। ସ୍ଥିତିର ଆକଳନ କରି ମତ୍ସ୍ୟ ସଂପଦର ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ

ମାଂସ ଖାଇ ମନ୍ଦିର ଯିବାରୁ ବିରୋଧ କଲା ବିଜେପି, ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇ ମନ୍ଦିର ଆସିବାକୁ ଭଗବାନ କହିନଥିବା କହିଲେ…

ନୂଆଦିଲ୍ଲୀ: ମାଂସ ଖାଇ ମନ୍ଦିର ଯିବାରୁ ବିବାଦରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଏଖବର ସାମ୍ନାକୁ ଆସିବା ପରେ ସିଦ୍ଦରମୈୟା ହିନ୍ଦୁମାନଙ୍କୁ ଏବଂ ଦେବାଦେବୀମାନଙ୍କୁ ଅପମାନିତ କରିଥିବା କହିଲା ଭାରତୀୟ ଜନତା ପାର୍ଟି (ବିଜେପି)। କର୍ଣ୍ଣାଟକର ବିଜେପି ମୁଖ୍ୟ

ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି । ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ ସଭାପତି,

ସିସୋଦିଆ ଭାଙ୍ଗ ଖାଇଦେଇଛନ୍ତି କି ? ଆପ୍ ଭାଙ୍ଗିବା ପ୍ରସ୍ତାବ ଦାବିକୁ ନେଇ ବିଜେପିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦାବିକୁ ଖଣ୍ଡନ କଲା ବିଜେପି। ଆପକୁ ଭାଙ୍ଗି ଆମ ସହ ସାମିଲ ହୁଅ। ସିବିଆଇ-ଇଡି ମାମଲା ବନ୍ଦ କରିଦେବୁ ବୋଲି ବ‌ିଜେପି ମୋତେ ପ୍ରସ୍ତାବ ଦେଇଥିବା କହିଥିଲେ ସିସୋଦିଆ। ଏବେ ଏହାକୁ ଖଣ୍ଡନ କରି ସିସୋଦିଆ ଭାଙ୍ଗ ଖାଇଦେଇଛନ୍ତି କି

ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ, ବ୍ଲାକମେଲରୁ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ…

ଭୁବନେଶ୍ୱର: ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ । ବ୍ଲାକମେଲରୁ ଶ୍ୱେତା ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ କରିଛନ୍ତି । ଏହାକୁ ଆଧାର କରି ପୋଲିସ ୩୦୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଶ୍ୱେତାଙ୍କ ରୁମରୁ ଏକ ଡାଏରୀ ଜବତ

କୁଆଡ଼େ ଗଲା ସିଏଏ? ନିରାଶ ହୋଇ ପାକିସ୍ତାନ ଫେରିଲେ ୧୫ଶହ ହିନ୍ଦୁ

ନୂଆଦିଲ୍ଲୀ: କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କୁ ଛାଡ଼ି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଆଣିଥିଲେ। ବିଶେଷ କରି ବାହାର ରାଷ୍ଟ୍ରରେ ଧାର୍ମିକ ଆକ୍ରୋଶର ଶିକାର ହେଉଥିବା ହିନ୍ଦୁମାନଙ୍କୁ