ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୧,ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ୮୪। ୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୫, ବରଗଡ ୧୧, ଭଦ୍ରକ ୩, ବଲାଙ୍ଗୀର ୧୪, ବୌଦ୍ଧ ୧, କଟକ

କେନ୍ଦୁଝର ବଡ଼ବିଲ ଶାରଦା ମାଇନ୍ସ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

ବଡ଼ବିଲ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଶାରଦା ମାଇନ୍ସ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଶାରଦା ମାଇନ୍ସ ଉପରେ ଅତର୍କିତ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର । ବେଆଇନ୍‌ ଖଣି କାରବାର ନେଇ ଚଢାଉ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଶାରଦା ମାଇନ୍ସ ନାଁ

ବନ୍ୟା ବିପନ୍ନ ମହିଳାଙ୍କୁ ମିଳିବ ମାଗଣା ସାନିଟାରୀ ପ୍ୟାଡ୍

ଭୁବନେଶ୍ୱର: ରାଜ୍ୟରେ ଏବେ ବି ବନ୍ୟା ସ୍ଥିତି ବଜାୟ ରହିଛି । ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ସରକାର । ଏଣିକି ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣା ସାନିଟାରୀ ପ୍ୟାଡ ବାଣ୍ଟିବେ ସରକାର । ମାଗଣା ସାନିଟାରୀ ପ୍ୟାଡ ବାଣ୍ଟିବା ଚିଠି ଲେଖିଛନ୍ତି ଏସଆରସି । ବନ୍ୟା ପ୍ରଭାବିତ ଅଞ୍ଚଳର

ବାଲେଶ୍ବରର ୪ଟି ବ୍ଲକରେ ବନ୍ୟା ଲାଗି ସ୍କୁଲ ଛୁଟି ଘୋଷଣା

ବାଲେଶ୍ୱର: ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି । ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ରହିଛି । ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ

ପେଟ୍ରୋଲ୍ ଢାଳି ନିଆଁ ଲଗାଇ ସ୍ବାମୀ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ ଅଘଟଣ। ସ୍ବାମୀ ସ୍ତ୍ରୀ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ ଅଜଣା ଲୋକ। ନିଆଁରେ ପୋଡି ହୋଇ ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲ୍ ରେ ଭର୍ତି

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କୋରାପୁଟ: ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ଗତ ଦୁଇଦିନ ତଳେ ଜ୍ବର ହେବା ପରେ ଅସୁସ୍ଥ ଅନୁଭବ କରିଥିଲେ କମଳା । କିନ୍ତୁ ସୋମବାର ସକାଳ ଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ପରେ ପରିବାର ତରଫରୁ ସ୍ଥାନୀୟ ଏଏନଏମ ଦିଦିଙ୍କୁ ଯୋଗାଯୋଗ କରାଯାଇଥିଲା ।

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ..

ରସିକ ସରକାର // ଉମରକୋଟ ପ୍ରତିନିଧି ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ଭରଣ୍ଡୀ ପଞ୍ଚାୟତ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଲା, ସୂଚନା ଅନୁଯାୟୀ ବଡ଼ଭରଣ୍ଡି ଗ୍ରାମ ନିକଟରେ ଥିବା ଅଲେଖ ମହିମା ମନ୍ଦିର ପ୍ରାଙ୍ଗନରେ ଆଜି ସକାଳେ ନୂଆ ମନ୍ଦିର ଘର କାର୍ଯ୍ୟ

କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଫେରିଥିବା ଯୁବଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ବଣେଇ ଡ୍ରାଇଭର…

ରାଉରକେଲା,: (ବସନ୍ତ କୁମାର ଜେନା):ବଣାଇଁଗଡ ବସଷ୍ଟାଣ୍ଡ ପରିସରରେ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘ ତଥା ବଣାଇଁ ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହି ନୁରସୁଲତାନ କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଗୌରବ ଅର୍ଜନ ଆଣି ଥିବାରୁ ଯୁବଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆସନ୍ତା ୨୫ ଓ ୨୬ ରେ  ଗଞ୍ଜାମରେ ପେନସନ ଅଦାଲତ

ଛତ୍ରପୁର (୨୧/.୦୮) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ  ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଛତ୍ରପୁର ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ

ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ହଲ ଠାରେ ଦିବା ୧୧ ଘଣ୍ଟl ସମୟରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଆସିଥିବା ଅତିଥି ମାନେ ଜଗନ୍ନlଥଙ୍କ ପାଖରେ ଦ୍ୱୀପ ପ୍ରଜ୍ୱଳନ୍ନ କରି ଭାଷଣ ଆରମ୍ଭ କରିଥିଲେ l ଉପସ୍ଥିତ ଥିବା