Sign in
Sign in
Recover your password.
A password will be e-mailed to you.
ଅବତରଣ ବେଳେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୭୮ ଯାତ୍ରୀ
କାଠମାଣ୍ଠୁ : ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ । ଅବତରଣ ବେଳେ ବିମାନରେ ଲାଗିଲା ନିଆଁ । ବିମାନରେ ଥିଲେ ୨୭୮ ଯାତ୍ରୀ ପାଇଲେ ନୂଆ ଜୀବନ । ଭୟଙ୍କର ଦୁର୍ଘଟଣା ନେପାଳ ରାଜଧାନୀ କାଠମାଣ୍ଡୁରେ ଘଟିଛି ।
ଖବର ମୁତାବକ, କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ!-->!-->!-->…
ଜଗନ୍ନାଥ ପ୍ରସାଦଠାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ
ଛତ୍ରପୁର : ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ସକାଳ ୭ ଘଟିକା ଠାରୁ ୧୦ଘଟିକା ପର୍ଯ୍ଯନ୍ତ ଜିଲ୍ଲା ସ୍ତରୀୟ ଜନଶଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ!-->…
ବଟେଶ୍ୱର ଶିବ ମନ୍ଦିରରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ
ଛତ୍ରପୁର : ଅଖଣ୍ଡ ଆସ୍ଥାର ୧୦୦୦ ବର୍ଷ ଓ ସୋମନାଥ ମନ୍ଦିର ପୁନଃନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମଗ୍ର ଦେଶରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ "ସୋମନାଥ ସ୍ୱାଭିମାନ ପର୍ବ" ପାଳନ କରାଯାଇଛି ।
ଏହି ଅବଲୋକନରେ ଗଞ୍ଜାମ ବ୍ଲକର କଣ୍ଟିଆଗଡ ସ୍ଥିତ!-->!-->!-->…
ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ !
ଭୁବନେଶ୍ଵର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ସମ୍ଭାବନା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଚଳିତ ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବା ଆଶା। ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆସିବା!-->…
ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣା ; କମିଶନରେଟ ପୁଲିସକୁ ଘେରିଲା କଂଗ୍ରେସ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ସପ୍ତାହ ଧରି ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ପଡ଼ିଛି। ଗୋଟିଏ ସପ୍ତାହ ମଧ୍ୟରେ କଣାସ, ବାଲିଅନ୍ତା, ବାଲିପାଟଣା ଭିଡ଼ ହତ୍ୟା ଘଟିଛି। ତେବେ ବାଲିଅନ୍ତା ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାରେ ଆଜି କମିଶନରେଟ ପୁଲିସ କାର୍ଯ୍ୟାଳୟ ଘେରାଉ କରିଛି ରାଜ୍ୟ!-->…
ପିକଅପ-ବାଇକ ଧକ୍କା: ଦୁଇ ମୃତ, ଜଣେ ଗୁରୁତର
କୁଚିଣ୍ଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରେ ଅଘଟଣ । ଏକ ପିକ ଅପ ସାଙ୍ଗେ ବାଇକ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ କୁଚିଣ୍ଡା!-->…
୪ ଘଣ୍ଟାର ଅପରେଶନ୍ ପରେ କଲଭର୍ଟରୁ ଭାଲୁକୁ କାବୁ କଲା ବନବିଭାଗ
ନବରଙ୍ଗପୁର : ଦୀର୍ଘ ୪ ଘଣ୍ଟାର ଅପରେଶନ୍ ପରେ ଯନ୍ତାରେ ପଡିଲା ଭାଲୁ । ନବରଙ୍ଗପୁର ରେଞ୍ଜ ଦେଉଳା ଗାଁ ନିକଟ ଏକ କଲଭର୍ଟରୁ ଭାଲୁକୁ ବନବିଭାଗ କାବୁ କରିନେଇଛି । ନବରଙ୍ଗପୁର ଫରେଷ୍ଟର ଲକିମାଝୀଙ୍କ ନେତୃତ୍ବରେ ୧୫ଜଣ ବନବିଭାଗର କର୍ମଚାରୀ ଭାଲୁକୁ କାବୁରେ ସଫଳ ହୋଇଛନ୍ତି ।!-->…
ଭୁଜାଲି ଚୋଟରେ ଜଣେ ମୃତ, ଜଣେ ଗୁରୁତର
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର । ଉଭୟ ବେଲପାହାଡ଼ ଜୁନାଡିହି କଲେଜ ପଡାର ବୋଲି ଜଣା ପଡ଼ିଛି । ମୃତକ ଜଣକ ରାହୁଲ ମହତ, ଆହତ ଜଣକ ଆକାଶ ସାହୁ ବୋଲି ଜଣା ପଡିଛି l ଚାରିଜଣ ଅଜଣା ଯୁବକ ଏକ!-->…
ଟଙ୍କା ନଦେବାରୁ ବେଙ୍ଗାଳୁରୁରେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା
ଭଦ୍ରକ : ଟଙ୍କା ନଦେବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ସାଙ୍ଗମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ । ବେଙ୍ଗାଳୁରୁ ହ୍ୱାଇଟ ଫିଲଡ ଅଞ୍ଚଳରେ ଘଟିଛି ଘଟଣା । ମୃତକ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ନାରାୟଣ ମଲ୍ଲିକଙ୍କ ପୁଅ ନିରାକାର!-->…
ଘୋଷଯାତ୍ରା ପ୍ରସ୍ତୁତି: ଶେଷ ପର୍ଯ୍ୟାୟରେ ତିନି ରଥର ଚକ ନିର୍ମାଣ ସହ ଯୋଜା ଓ ମୁହାଁଟ ଚଉପଟ କାମ
ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ତିନି ରଥର ଚକ ନିର୍ମାଣ ସହ ତିନି ରଥର ଯୋଜା ଓ ମୁହାଁଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ନିର୍ମାଣ ଶେଷ ହୋଇଥିବା ଚକ!-->…