ଇରାନରେ ସରକାର ବିରୋଧୀ ହିଂସା; ୭ ମୃତ, ୧୩ ଆହତ

ଇରାନ୍ : ଇରାନରେ ସରକାର ବିରୋଧରେ ଜନସାଧାରଣଙ୍କ କ୍ରୋଧ ପ୍ରକାଶ ପାଇଛି । ଯାହାର ହିଂସା ବର୍ତ୍ତମାନ ଗ୍ରାମଞ୍ଚଳକୁ ବ୍ୟାପିଛି । ଏହି ହିଂସାତ୍ମକ ବିରୋଧରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ଯେଉଁଥିରେ ଇରାନର ଅର୍ଦ୍ଧସାମରିକ ବାହିନୀର ଜଣେ ଯବାନ ମଧ୍ୟ

ଭିଜିଲାନ୍ସ ଜାଲରେ ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଆଉ ଜଣେ ଜଙ୍ଗଲ ବାବୁ । ଦକ୍ଷିଣ ବନଖଣ୍ଡ ଥୁଆମୁଳ ରାମପୁର ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ ଗିରଫ । ୫୫ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ୨୦୨୪-୨୫ ବର୍ଷ ମଧ୍ୟରେ କାମ୍ପା ଏବଂ ସିଏ / ସିପିଏ

ରାଉରକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଲା ସୁନାର ଧନୁ

ରାଉରକେଲା: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଭେଟି ଦେବା ଉଦ୍ଦେଶ୍ୟରେ ରାଉରକେଲା ସହରରୁ ବାହାରିଛି ଏହି ବିଶାଳ ସ୍ୱର୍ଣ୍ଣ ଧନୁଷ । ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ଧନୁଷ ଆଜି

ବସ-ବାଇକ ମୁହାଁମୁହିଁ ଧକ୍କା , ୩ ମୃତ

ରାଇରଙ୍ଗପୁର : ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ୨୨୦ ନମ୍ୱର ଜାତୀୟ ରାଜପଥ ରାନିବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସ ସହ ବାଇକର ମୁହାଁମୁହିଁ ଧକ୍କା । ୩ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ବସଟି

ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ଚିଲିକା : ଚିଲିକାରେ ଦିନ ୧୧ଟା ଯାଏ ଡଙ୍ଗା ଚଳାଚଳ ବନ୍ଦ । ପ୍ରବଳ କୁହୁଡ଼ି ଯୋଗୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ପୋଲିସ ଓ ସ୍ଥାନୀୟ ପ୍ରଶାସନ କଡ଼ା ନଜର

ଭେଣ୍ଡିଂଜୋନରେ ଜଳିଗଲା ୫ରୁ ଅଧିକ ଦୋକାନ; ଯାତାୟାତ ବାଧାପ୍ରାପ୍ତ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଏକାଧିକ ଦୋକାନ । ଅଗ୍ନିକାଣ୍ଡ ଯୋଗୁଁ ସହରରେ ଚକ ଅଖ ଜାମ୍। ବ୍ରହ୍ମପୁର ସହରା ଫାଷ୍ଟଗେଟ ସ୍ଥିତ ଧୋବାବନ୍ଧ ଭେଣ୍ଡିଂଜୋନରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଫଳରେ ୫ରୁ ଅଧିକ ଦୋକାନ ଜଳି ଯାଇଛି । ବ୍ରହ୍ମପୁର

ଆସନ୍ତାକାଲି ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍‌

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଜାନୁଆରୀ ୩ତାରିଖ ଦିନ ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍‌ । ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ପ୍ରତିଶତ ବଡ ସହ ୩୦ପ୍ରତିଶତ ଉଜ୍ୱଳ ଦେଖାଯିବ । ୨୦୨୬ ମସିହାରେ

ବିଞ୍ଝାରପୁରରେ ଲୁଟେରାଙ୍କ ଦୌରାତ୍ମ୍ୟ; ଡାଲା ଅଟୋରେ ଲୁଟି ନେଲେ ଟଙ୍କା ବୋଝେଇ ଏଟିଏମ୍‌

ବିଞ୍ଝାରପୁର: ବର୍ଷ ଆରମ୍ଭରୁ ଯାଜପୁର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଲୁଟି ନେଲେ ଟଙ୍କା ବୋଝେଇ ଏଟିଏମ୍‌ । ଯାଞ୍ଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ବଜାରରୁ ଏକ ଡାଲା ଅଟୋରେ ଏଟିଏମ୍‌ ଲୁଟ ହୋଇଥିବା ସିସିଟିଭିରେ କଏଦ ହୋଇଛି । ମଇଁଦା ଛକଠାରେ ଥିବା ଏଚଡିଏଫସି ବ୍ୟାଙ୍କର

ଜାନୁଆରୀ ୪ରୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀଗଣନା

ଅନୁଗୁଳ: ଏବେ ଚାଲିଛି ଶୀତ ଋତୁ । ଦେଶ ବିଦେଶରୁ ବହୁ ପକ୍ଷୀଙ୍କ ଆଗମନ ହୋଇଛି ଓଡିଶାକୁ । ଏହି ଅବସରରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଥିବା ୫ଟି ବନାଞ୍ଚଳରେ ପକ୍ଷୀ ସହ କୁମ୍ଭୀର ଗଣନା ହେବ । ଜାନୁଆରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଏବଂ ୧୭ ଓ ୧୮ ତାରିଖ ଦୁଇ ଦିନ

ସେୟାର ଟେଡ୍ରିଂ ଆଳରେ ୪୦ କୋଟି ଠକେଇ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସେୟାର ବଜାର ସହ ଜଡ଼ିତ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଠକେଇର ମୁଖ୍ୟ ସନ୍ଦିଗ୍ଧକୁ ବାନ୍ଧିଲା ଇଓଡବ୍ଲୁ। ଅଭିଯୁକ୍ତଙ୍କ ନାମ ଅମିତ ମଣ୍ଡଳ ବୋଲି ଜଣାପଡ଼ିଛି। ଡିସେମ୍ବର ୩୧ ତାରିଖ ଦିନ ପଶ୍ଚିମବଙ୍ଗର ବାଙ୍କୁରାରୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ଓଡ଼ିଶା ପୋଲିସର