ପୁରୀ ବାସିନ୍ଦାଙ୍କ ପାଇଁ ଦୁର୍ବିସହ ଶ୍ରୀଜିଉ ଦର୍ଶନ, ସ୍ୱତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଅଭିଯାନ ଆରମ୍ଭ

ପୁରୀ: ଶଙ୍ଖ କ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ହେଉଛି ପୁରୀ । କୁହାଯାଏ ଭାଗ୍ୟରେ ଥିଲେ ଶ୍ରୀକ୍ଷେତ୍ରରେ ଜନ୍ମ ମିଳିଥାଏ । ବ୍ରହ୍ମାଣ୍ଡର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ହେଉଛି ପୁରୀ । ପ୍ରତିଦିନ ପୁରୀ ସହରବାସିନ୍ଦା ମଙ୍ଗଳ ଆଳତୀ ବା ବଡ଼ ସିଂହାର ବେଶ ଦେଖିବା ପାଇଁ

ସରିଲା ଐତିହାସିକ ବାଲିଯାତ୍ରା; ୩୦୦ କୋଟିର କାରବାର

କଟକ: ଗତକାଲି ଥିଲା କଟକ ବାଲିଯାତ୍ରା ଶେଷ ସନ୍ଧ୍ୟା। ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ହେଲେ ଆଜି ସରିଯାଇଛି ଐତିହାସିକ କଟକ ବାଲିଯାତ୍ରା । ୯ ଦିନର ଏହି ମେଳାରେ ଚଳିତବର୍ଷ ପ୍ରାୟ ୭୦ ଲକ୍ଷରୁ ଅଧିକ ଜନ ସମାଗମ

୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ ନିମନ୍ତେ ବଣ୍ଡାଘାଟି ଗସ୍ତ କଲେ ଜିଲ୍ଲାପାଳ…

ମାଲକାନଗିରି, ୧୩/୧୧/୨୫:ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟିର ଅନ୍ଦ୍ରାହାଲ୍ ଓ ତୁଷେଇପଡ଼ା ଗ୍ରାମ ଗସ୍ତ କରିଛନ୍ତି। ସେହି ଅଞ୍ଚଳର ସାମଗ୍ରିକ ବିକାଶ ଓ ଜୀବନଶୈଳୀରେ ଉନ୍ନତି ଆଣିବା ଗୁରୁତ୍ୱ ଦେଇଛନ୍ତି I ଏହି ଗସ୍ତ ସମୟରେ ଅନ୍ଦ୍ରାହାଲ୍

ବନ ବିଭାଗ ଦ୍ଵାରା ୪୮ ଖଣ୍ଡ ଶିଶୁ କାଠ ଜବତ…

ମାଲକାନଗିରି, ୧୩।୧୧ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନରେ ଥିବା ମାଟାମକୋଣ୍ଡା ଅଞ୍ଚଳରେ ବନ କର୍ମଚାରୀଙ୍କ ଦ୍ୱାରା ଫୁଟ ପାଟ୍ରୋଲିଂ ସମୟରେ ୪୮ଟି ସିଶୁ କାଠ ଜବତ କରାଯାଇଛି। ଜବତ ହୋଇଥିବା ବନଉତ୍ପାଦକୁ ଚିତ୍ରକୋଣ୍ଡା ବନାଞ୍ଚଳ କାର୍ଯ୍ୟାଳୟରେ ରଖା ଯାଇ ଘଟଣାର ତଦନ୍ତ ଜାରି

ଅଲ-ଫତାହ ବିଶ୍ବବିଦ୍ୟାଳୟର ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ପ୍ରାଣ ହରାଇସାରିଲେଣି। ଏହି ମାମଲାରେ ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟ ନାଁ ସାମ୍ନାକୁ ଆସିଛି। ଏହି ଖବର ପରେ ବିଶ୍ବବିଦ୍ୟାଳୟର ସଦସ୍ୟତା ରଦ୍ଦ କରାଯାଇଛି। ଆସୋସିଏସନ୍ ଅଫ୍

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି: ଯାତ୍ରା ମାର୍ଗଦର୍ଶିକା ଜାରି କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଟ୍ରେନ ଏବଂ ବିମାନ ଯାତ୍ରୀଙ୍କ ଲାଗି ପୁଲିସ ପକ୍ଷରୁ ଯାତ୍ରା ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରୀମାନଙ୍କୁ ସମୟ ପୂର୍ବରୁ ରେଳ ଷ୍ଟେସନ, ମେଟ୍ରୋ

ଆତ୍ମସର୍ମପଣ କଲେ ଜେଜେଏମ୍‌ପି ସଂଗଠନର ଦୁଇ ହାର୍ଡକୋର୍‌ ମାଓବାଦୀ

ରାଞ୍ଚି:ଲାତେହାର ପୁଲିସ୍‌ ନିକଟରେ ଜେଜେଏମ୍‌ପି ସଂଗଠନର ଦୁଇ ହାର୍ଡକୋର ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ଦୁଇ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି । ଆତ୍ମସମର୍ପଣ କରିଥିବା ନକ୍ସଲବାଦୀ

ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ତୀବ୍ର ନିନ୍ଦା କଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ଜାମ୍ମ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଲୋକେ ସବୁବେଳେ ଶାନ୍ତି ଓ ଭାଇଚାରା ସିଦ୍ଧାନ୍ତରେ ବିଶ୍ବାସ ରଖନ୍ତି।  ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା କରି