କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା ମହୋତ୍ସବ 

ବରଗଡ଼: ୧୧ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଛି। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ହୋଇଥିଲା। ଉଦଯାପନୀ ଦିବସରେ କଂସବଧ

ଅନୁସୂଚିତ ଜାତିସଙ୍ଘର ବ୍ଲକ ସ୍ତରୀୟ କର୍ମକର୍ତା ଚୟନ…

ଉମରକୋଟ :-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେହେଡା ଗ୍ରାମ ପଂଚାୟତ ସ୍ଥିତ ହାଟପଦା ଠାରେ ଆଜି ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ ବୈଠକରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଜିଲ୍ଲା ସଭାପତି

ଚୁଡାନ୍ତ ପର୍ଯ୍ୟାୟ ରେ ଦାରିଙ୍ଗବାଡି ର ଶୀତ ମହୋତ୍ସବ: ମଶାଲକୁ ଧରି ସହର ପରିକ୍ରମା ସହ ସଚେତନତା…

ବାଲିଗୁଡା, ତା, ୦୪/୦୧: ଓଡିଶା ର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ମାସ ୮ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଜିଲ୍ଲା ସ୍ତରୀୟ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶିବିର ଆୟୋଜିତ…

ମାଲକାନଗିରି :ଆଜି ଜିଲ୍ଲାସ୍ତରୀୟ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶିବିର ଚିତ୍ରକୋଣ୍ଡା ଠାରେ ଆୟୋଜିତ ।ଏହି କାର୍ଯ୍ୟକ୍ରମଟି ବନଖଣ୍ଡ ଅଧିକାରୀ ଶ୍ରୀ ସାଇ କିରଣ ଡି ଏସ ଙ୍କ ଅଧ୍ୟକ୍ଷତା ରେ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ଭାବେ ମନସୁନ ଖେମୁଡୁ ଓ ସମ୍ମାନିତ ଅତିଥି ରୂପେ

ଅପମିଶ୍ରିଣ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ର ଗନ୍ତାଘର ଗଞ୍ଜାମ ଜିଲ୍ଲା : ଜିଲ୍ଲାରୁ ଅନ୍ୟ ଜିଲ୍ଲା କୁ ଚାଲାଣ ହେଉଛି…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ପ୍ରତିଦିନ ଅପମିଶ୍ରଣ ରନ୍ଧା ଦେଶୀ ମଦ ପ୍ରସ୍ତୁତ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଛି। ଗତ ଡ଼ିସେମ୍ବର ୧୫ ତାରିଖ ଦିନ ଆସିକା ଅଞ୍ଚଳରୁ ବିପୁଳ ପରିମାଣର ଚୋରା ଦେଶୀ ମଦ ପାଉଚ ଭୁବନେଶ୍ୱର ସ୍ଥିତ ପିତାପଲ୍ଲୀ ଛକ ନିକଟରୁ ଅବକାରୀ ସ୍ପେଶାଲ

ଅଷ୍ଟ ପ୍ରହରୀ ହରେ ରାମ, ହରେ କୃଷ୍ଣ ନାମ ଯଜ୍ଞ ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ମହାମିଳନ…

ଉମରକୋଟ / ରାଇଘର (୪/୧/୨୦୨୬) : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତର ବିରିପୁର ଡିଏନକେ (DNK) ୩୧/ବି ଗ୍ରାମରେ ଗତ ୩/୧/୨୦୨୬ ତାରିଖରେ ମହା ଧୁମଧାମ ଓ ଭକ୍ତିମୟ ପରିବେଶ ମଧ୍ୟରେ ଅଷ୍ଟ ପ୍ରହରୀ “ହରେ ରାମ, ହରେ କୃଷ୍ଣ” ନାମ ଯଜ୍ଞ ଆରମ୍ଭ ହୋଇ, ଆଜି ଭୋର

ବାଇକ-ଟ୍ରାକ୍ଟର ଧକ୍କା ଯୋଗୁଁ ବାଇକର ତିନି ଆରୋହୀ ଗୁରୁତର

ଉମରକୋଟ : ପ୍ଲାଷ୍ଟିକ ବୋତଲ, ଜରି, ଲୁହା ଭଳି ସାମଗ୍ରୀ ସବୁ ନାଳ ନର୍ଦମା ଓ ଅଳିଆ ଗଦା ମାନଙ୍କରୁ ଉଠାଉଥିବା ତିନି ବ୍ୟକ୍ତି ଏକ ବାଇକରେ ଡାଲା ସଜେଇ ବୁଲୁଥିଲେ, ଆଜି ରାଇଘର ଅଞ୍ଚଳରୁ ଉମରକୋଟ ଯାଉଥିବା ବେଳେ ବେହେଡା ଛକ ଠାରେ ଏକ ଟ୍ରାକ୍ଟର ସହିତ ଧକ୍କା ହେବା ଫଳରେ ବାଇକରେ ବସିଥିବା ତିନି

ବିଜାପୁରରେ ଏନକାଉଣ୍ଟର, ୧୪ ମାଓବାଦୀ ନିପାତ

ବିଜାପୁର: ଭୁଷୁଡ଼ୁଛି ଲାଲଗଡ଼। ୧୪ ମାଓବାଦୀ ନିପାତ। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି। କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୪ ମାଓବାଦୀ। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍

ଏୟାରଷ୍ଟ୍ରାଇକ ପରେ ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆମେରିକା ଦ୍ବାରା ଅଟକ; ଟ୍ରମ୍ପ

ଆମେରିକା : ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ରାଜଧାନୀ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଛି । ଭେନେଜୁଏଲା ସରକାର ଆମେରିକା ଉପରେ ନିଜର ନାଗରିକ ଏବଂ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ନେଇ ଆମେରିକାକୁ ନିନ୍ଦା କରିଛି । ଏହାରି ଭିତରେ ଆମେରିକାଅ

କାରାକାସରେ ସିରିଜ ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା: ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ ହୋଇଛି । ଅନେକ ସ୍ଥାନରେ ଧୂଆଁ ଏବଂ ନିଆଁ ଲାଗି ରହିଥିବା ଦେଖିବାକୁ ମିଳିଛି । ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏହା ଆମେରିକାର ବିମାନ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ କିନ୍ତୁ