Sign in
Sign in
Recover your password.
A password will be e-mailed to you.
ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ: ୩ ଜଣଙ୍କୁ ଗିରଫ କଲା ପୋଲିସ, ଜଣେ ଫେରାର
କଟକ: ଭାଇ ସାଜିଲା ଭଗାରୀ । ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ । ମିଳିମିଶି ଜୀବନ ନେଲେ ଭାଇ, ଭାଇ ବୋହୂ ଓ ପୁତୁରା । କଟକ ବକ୍ସିବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ତିନି ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅଭିଯୁକ୍ତ ଉମେଶ ବାରିକ,!-->…
ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୨ ନକ୍ସଲ ନିହତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ଛୋଟାବେଠିଆ ଅଞ୍ଚଳରେ ଆଜି ସକାଳେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୨ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି।
ସୂଚନା ଅନୁସାରେ ଛୋଟାବେଠିଆ ଅଞ୍ଚଳରେ ପ୍ରାୟ ଅଧ ଘଣ୍ଟା ଧରି!-->!-->!-->…
ଆଜି ରାତିରେ ଦିଲ୍ଲୀ ଫେରିବେ ଇରାନରେ ଫସିଥିବା ୧୦୦୦ ଭାରତୀୟ
ନୂଆଦିଲ୍ଲୀ: ଇରାନରୁ ଭାରତ ଫେରିବେ ହଜାରେ ଭାରତୀୟ ନାଗରିକ । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର ରୂପ ନେଉଥିବା ବେଳେ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଇରାନରୁ ୧୦୦୦ ଭାରତୀୟ ଭାରତ ଅଭିମୁଖେ ଯାତ୍ରା କରିବେ । ଆଜି ରାତିରେ ଏହି ଭାରତୀୟମାନେ!-->…
ବରଯାତ୍ରୀଙ୍କ ଉପରେ ପଡିଲା ବିରାଟ ଆମ୍ବ ଗଛ, ଜଣେ ମୃତ ୩ ଗୁରୁତର
କେନ୍ଦୁଝର : ବର ସାଙ୍ଗରେ ବରଯାତ୍ରୀ ହୋଇ ଯାଉଥିଲେ ପ୍ରଶାନ୍ତ କୁମାର । କନିଆ ଘରେ ପହଞ୍ଚି ବାହାଘରର ମଜା ନେଇଥାନ୍ତେ । ନାଚି ନାଚି ବର ଧରି ଯାଉଥିଲେ ପ୍ରଶାନ୍ତ । କିନ୍ତୁ ରାସ୍ତା ମଝିରେ ଯେ ତାଙ୍କ ସହ ବଡ଼ ଅଘଟଣ ଘଟିଯିବ କେହି କେବେ କଳ୍ପନା ବି କରିନଥିଲେ । ହଠାତ ବରଯାତ୍ରୀଙ୍କ ଉପରେ ଏକ!-->…
ଜିଲ୍ଲାର ବିଭିନ୍ନ ବନ୍ୟା ଆଶ୍ରୟ ସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ଓ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ
ମାଲକାନଗିରି : ଜିଲ୍ଲାର ବିଭିନ୍ନ ବହୁମୁଖି ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା ଓ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବାଦିଲି, ଗିରକାନପଲ୍ଲି, ମୋଟୁ ଓ ଧୁଙ୍ଗିଆପୁଟ ଠାରେ ଚାରି ଗୋଟି ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳୀ!-->…
ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ
ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଆଜି ନବୀନ ଭୁବନେଶ୍ବର ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠି କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ!-->…
ପିତଳ ସରପଞ୍ଚ ଓ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣା : ଥାନାରେ ୪ ଅଟକ, ତଦନ୍ତ ଜାରୀ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କିଛି ଦୁବୃର୍ତ୍ତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପିତଳ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର (ରିଙ୍କୁ) ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ ଗୁରୁତର ଆହତ ହୋଇଥିଲେ।!-->…
ଜୁନ ୨୪ ସୁଦ୍ଧା ହାଜର ହୁଅ : ଶେଖ୍ ହାସିନାଙ୍କୁ ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ
ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଶେଖ ହାସିନାଙ୍କୁ ଜୁନ୍ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ମାନବତା ବିରୋଧୀ ଅପରାଧ,!-->…
ବଡ଼ଚଣା ବ୍ଲକ୍ର ୬ ହୋଟେଲ ସିଲ୍, ଜଳ ନମୁନାରୁ ମିଳିଲା ଇ-କୋଲାଇ ପଜେଟିଭ
ଯାଜପୁର: ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଛି ଡାଇରିଆ । ଦିନକୁ ଦିନ ବଢ଼ିବାରେ ଲାଗିଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ଏବେ ବଡ଼ଚଣା ବ୍ଲକ୍ର ୬ ହୋଟେଲକୁ ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ । ଯାଜପୁର ଜିଲ୍ଲାରେ ଡ଼ାଇରିଆ ଆତଙ୍କକୁ ନିୟନ୍ତ୍ରଣକୁ ଆଣିବାକୁ!-->…
ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମନ୍ ଚକ୍ମା
ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଆଇଏଏସ୍ ଧୀମନ ଚକମାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ଜେଲରେ!-->…