Sign in
Sign in
Recover your password.
A password will be e-mailed to you.
ପ୍ରମିଳା ମଲ୍ଲିକଙ୍କ ଘରେ ତୁଙ୍ଗ ବିଜେଡି ନେତାଙ୍କ ବୈଠକ
ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁରର ତୁଙ୍ଗ ନେତା ଓ ନେତ୍ରୀଙ୍କକୁ ନେଇ ଏକ ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରମିଳା କହିଛନ୍ତି କୌଣସି ମେଳି ନୁହେଁ ଜିଲ୍ଲା ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ହୋଇଛି । ଜିଲାରେ କିଭଳି ସଂଗଠନ ଆଗକୁ!-->…
ଭିଜିଲାନ୍ସ ଜାଲରେ ଦୁଇ ଲାଞ୍ଚୁଆ ଅଧିକାରୀ
ଭୁବନେଶ୍ୱର: ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି ।
!-->!-->!-->…
ମହିଳା ବିଡିଓଙ୍କୁ ଆକ୍ରମଣ ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରାଜନଗର ସରପଞ୍ଚ ସଂଘ
ରାଜନଗର : ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ ତେଜିଲା ବିବାଦ । ଆକ୍ରମଣର ୪ଦିନ ପରେ ବି ଅଭିଯୁକ୍ତଙ୍କ ବିରୋଧରେ ହୋଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ । ଏହାର ପ୍ରତିବାଦରେ ଆଜି ବ୍ଲକ ଅଫିସରେ ତାଲା ପକାଇ କାର୍ଯ୍ୟବନ୍ଦ କରିଛି ରାଜନଗର ସରପଞ୍ଚ ସଂଘ । !-->…
ସିଆରଆରଆଇ ଥାନା ଆଇଆଇସି ବିଜୟ ବାରିକ ନିଲମ୍ବିତ
କଟକ : ନିଲମ୍ବିତ ହେଲେ ସିଆରଆରଆଇ ଥାନା ଆଇଆଇସି ବିଜୟ ବାରିକ । ବିଜୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପୋଲିସ ଡିଜି । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ । ଲାଞ୍ଚ କାରବାରରେ ସଂପୃକ୍ତ ପରେ ଏଭଳି କାର୍ଯ୍ୟାନୁଷ୍ଠାନ!-->…
ବାଲିଗୁଡା ଉପଖଣ୍ଡରେ ୨ ଘଣ୍ଟିଆ ବନ୍ଦ ଡାକରା ଦେଲା ଓଡିଶା ମେଡିକାଲ ସେବାସଂଘ
ବାଲିଗୁଡା,(୦୫/୦୧) : ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓଏମସା) ର ଡାକରା ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଉପ ସ୍ୱାସ୍ଥ୍ୟ ଜେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ମାନଙ୍କ ର ଦାବି ପୂରଣ ନହେବାରୁ ସରକାରୀ ହସ୍ପିଟାଲଗୁଡ଼ିକରେ ସୋମବାର!-->…
ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ଆଉ ଦୁଇ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ୱର: ଶିମିଳିପାଳ ପରେ ଏବେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଥିବା ଦେବ୍ରିଗଡ ଅଭୟାରଣ୍ୟରେ ବୃଦ୍ଧି ହେବ ବାଘ ସଂଖ୍ୟା । ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ।
ସେ କହିଛନ୍ତି ଯେ, ନ୍ୟାସନାଲ ଟାଇଗର!-->!-->!-->…
ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ…
ପୁରୀ: ପୁରୀର ଐତିହାସିକ ରାଜପ୍ରାସାଦ ଶ୍ରୀନଅରରେ ସୋମବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହା ପୌଷ ମାସର ଶୁଭ ପୁଷ୍ୟ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଗଜପତି ମହାରାଜାଙ୍କ ଏହି ଦିବ୍ୟ ଅଭିଷେକ!-->…
ନୟାଗଡ଼ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ
ନୟାଗଡ଼ : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ନୟାଗଡ଼ରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀମତୀ ମଧୁମିତା ରଥ ଯୋଗଦାନ କରିଛନ୍ତି। ତାଙ୍କୁ ସ୍ବାଗତ କରିଛନ୍ତି ଜିଲ୍ଲାପରିଷଦ ସଭାପତି ଇଁ.ଦେବାଶିଷ ପଟ୍ଟନାୟକ, ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର। ଏହା!-->…
ଭୋଜି କରିବାକୁ ଯାଇ ନାବାଳକ ନିଖୋଜ, ୨ ସାଙ୍ଗ ଅଟକ
ବାଲୁଗାଁ : ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ନାବାଳକ ନିଖୋଜ । ଦୁଇ ସାଙ୍ଗ ଅଟକ । ବାଲୁଗାଁ ବାଇପାସ୍ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବେଲପଡା ପୋଖରୀ ନିକଟରୁ ମିଳିଛି ନାବାଳକଙ୍କ ଚପଲ ଓ ସାର୍ଟ । ଏନେଇ ନାବାଳକଙ୍କ ମାଆ ବାଣପୁର ଥାନାରେ ଏତଲା ଦେଇଛନ୍ତି । ନିଖୋଜ ନାବାଳକ ହେଲେ!-->…
ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ବୁଡ଼ି ଯୁବକ ମୃତ
ଗଜପତି: ଜଳପ୍ରପାତରେ ବୁଡ଼ିଗଲେ ଯୁବକ। ୧୮ ଘଣ୍ଟା ପରେ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ଅଘଟଣ ଘଟିଛି । ମୃତକ ହେଲେ ପାରଳାଖେମୁଣ୍ଡିର ସତୀଶ । ଗତକାଲି କିଛି ଯୁବକ ମିଶି ପିକନିକ୍ କରିବାକୁ ଆସିଥିଲେ । ସାଙ୍ଗମାନଙ୍କ ସହ ଜଳପ୍ରପାତରେ!-->…