Sign in
Sign in
Recover your password.
A password will be e-mailed to you.
ଇରାନକୁ ଅସ୍ତ୍ରଶସ୍ତ୍ର ବୋଝେଇ ବିମାନ ପଠାଇଲା ଚୀନ !
ତେହେରାନ : ଚୀନ ଯେପରି ଭାରତ-ପାକ ସଂଘର୍ଷରେ ପରୋକ୍ଷରେ ସାମିଲ ହୋଇଥିଲା, ଠିକ ସେପରି ଇସ୍ରାଏଲ-ଇରାନ ଯୁଦ୍ଧରେ ବି ସାମିଲ ହେବା ଆରମ୍ଭ କରିଛି । ଏପରି ରିପୋର୍ଟ ସତ ହେଲେ ଚୀନ ସିଧାସଳଖ ଆମେରିକାକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଛି ।ସୂଚନା ଅନୁସାରେ ତେହେରାନରେ ଏକ ଚୀନ୍ କାର୍ଗୋ ବିମାନ!-->…
ଇସ୍ରାଏଲ ଆକ୍ରମଣ ବନ୍ଦ କଲେ ଆମେ ବନ୍ଦ କରିବୁ : ଇରାନ
ତେହେରାନ: ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରଠାରୁ, ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ଧମକ ଦେଇଛନ୍ତି ଯେ ଯଦି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯାଏ, ତେବେ ଆମର ସେନା ଆକ୍ରମଣ କରିବ। ଏହି ସମୟରେ, ଇରାନ!-->…
ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଇରାନର ଧମକ: ଚୀନ୍-ଭାରତର ଚିନ୍ତା ବଢ଼ିଲା, ତେଲ ଦର ଆକାଶ ଛୁଆଁ ହେବା ଆଶଙ୍କା
ତେହେରାନ୍: ଇରାନୀ ଗଣମାଧ୍ୟମ ସାଂସଦ ଇସମାଇଲ କୋସାରିଙ୍କ ମନ୍ତବ୍ୟ ଅନୁସାରେ କହିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ବିଷୟରେ ବିଚାର କରୁଛି। ଇରାନ ପୂର୍ବରୁ ଏହି ରାସ୍ତାକୁ ବନ୍ଦ କରିବାକୁ ଧମକ ଦେଇସାରିଛି। ଇସ୍ରାଏଲ ସହିତ ଉତ୍ତେଜନା ବୃଦ୍ଧି ପାଇଲେ ଇରାନ ଏହା କରିବ ବୋଲି!-->…
ବେଆଇନ ମାଙ୍କଡ଼ା ବୋଝେଇ ମିନିଟ୍ରକ ଜବତ: ଜଣେ ଗିରଫ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ କୋମଣ୍ଡ ଅଞ୍ଚଳରୁ ଏକ ବେଆଇନ ମାଙ୍କଡ଼ା ବୋଝେଇ ମିନିଟ୍ରକ ଜବତ କରିବା ସହିତ ଚାଳକକୁ ଗିରଫ କରିଛି । ଗିରଫ ଜଣକ ରୋହିବାଙ୍କ ର ରବୀନ୍ଦ୍ର ସେଠୀ। ଓଡ଼ଗାଁ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଓଡ଼ି ୨୫ଡି ୬୪୬୩ ନମ୍ବର ବିଶିଷ୍ଟ ମିନିଟ୍ରକ ରେ ବେଆଇନ!-->…
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର: ଅବ୍ୟବସ୍ଥାରେ ଜରୁରୀ ଚିକିତ୍ସା ସେବା…
ଧର୍ମକୁ ଆଖିଠାର ନୀତିରେ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ତା...
ନବରଙ୍ଗପୁର ଜିଲ୍ଲା ରାଇଘର ସଦର କୋଦଭାଟା ସାହିରେ ଡକାୟତି : ପିସ୍ତଲ ଦେଖାଇ ଲୁଟିନେଲେ ସୁନା ଅଳଙ୍କାର ଭର୍ତ୍ତି ଥିବା…
ସୁନା ଦୋକାନୀ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଜଗଦଲପୁର ମେଡିକାଲ କୁ ସ୍ଥାନାନ୍ତର…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସାହିରେ ଥିବା ରାମ ଡାକୁୟା ( ସୁନା ଦୋକାନୀ )ସବୁ ଦିନ ଭଳି ନିଜ ସୁନା ଦୋକାନ ବନ୍ଦ କରି ନିଜ ସ୍ତ୍ରୀଙ୍କ ସହ ଘରକୁ ଫେରି ଫାଟକ ଚାବି ଖୋଲି!-->!-->!-->…
ବିକାଶମେଳା ମଣ୍ଡପରେ ‘ଗଞ୍ଜାମ ଦଣ୍ଡନାଟ’ ଶୀର୍ଷକ ଏକଦିବସୀୟ କର୍ମଶାଳା
ବ୍ରହ୍ମପୁର : ଗଞ୍ଜାମ ଲୋକନାଟ୍ୟ ପରମ୍ପରାରେ ଦଣ୍ଡନାଟର ମୌଳିକତା ବହୁଜନ ବିଦିତ l ଓଡ଼ିଶାର ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ନୟାଗଡ, କନ୍ଧମାଳ ଆଦି ଜିଲ୍ଲାରେ ଦଣ୍ଡନାଟ ଦେଖିବାକୁ ମିଳୁଥିଲେ ମଧ୍ୟ ଗଞ୍ଜାମ ଦଣ୍ଡନାଟ ସ୍ୱତନ୍ତ୍ର ଏବଂ ସମୟ କ୍ରମେ ଏହି କୃଷିଭିତ୍ତିକ ଲୋକନାଟ୍ୟର ବାହ୍ୟିକ!-->…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି : ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ହିଞ୍ଜିଳିକାଟୁ : କେନ୍ଦ୍ର ଭାଜପା ନେତୃତ୍ଵାଧୀନ ମୋଦି ସରକାର ୧୧ ବର୍ଷ ପୂର୍ତ୍ତି ଓ ରାଜ୍ୟରେ ଭାଜପ ସରକାର ଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଆସ୍କା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଶନିବାର ହିଞ୍ଜିଳିକାଟୁ ଶ୍ୟାମଳାଇ ଠାରେ ଅବସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ!-->…
ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର: ଦଣ୍ଡପାଣି ଲଜରେ ରଜ ମଉଜ ଆୟୋଜିତ
ବାଲିଗୁଡା : ପହିଲି ରଜ ରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରୁଛନ୍ତି ପହିଲି ରଜ। ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ!-->…
ମତୁଆ ସମ୍ମିଳନୀରେ ହିନ୍ଦୁଙ୍କୁ ଅପମାନ ସୂଚକ ମନ୍ତବ୍ୟ ବିରୋଧରେ ଥାନାରେ ଏତଲା
ମାଲକାନଗିରି : ମାଲକାନଗିରି ହିନ୍ଦୁ ବହୁଳ ସମାଜକୁ ଅପମାନିତ କରିବା ଦିନକୁ ଦିନ ବଢିବାକୁ ଲାଗିଥିବା ବେଳେ ହିନ୍ଦୁ ଏକ ଗାଳି ଶବ୍ଦ ନା ଆଉ କିଛିସରଳ, ନିରୀହ, ଅଳ୍ପ ଶିକ୍ଷିତ ଲୋକଙ୍କୁ ସୁପ୍ରିମ କୋର୍ଟ ତଥା ଅକ୍ସଫୋଡ଼ ଡିକ୍ସନାରି ପରି ଅନେକ ତଥ୍ୟ ଦେଇଛନ୍ତି । ପ୍ରଭାକର ହନ୍ତାଳ ୭ତାରିଖ!-->…