ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୪ ଆଇପିଏସ ଅଫିସରଙ୍କୁ ବଦଳି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନ କମିଶନ ସକ୍ରିୟ ହୋଇଯାଇଛନ୍ତି । ନିର୍ବାଚନ ଆୟୋଗ ତାରିଖ ଘୋଷଣା ମାତ୍ର ଦିନକ ଭିତରେ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଏବଂ ଗୃହ ସଚିବଙ୍କୁ ବଦଳି କରିବା ପରେ ନିର୍ବାଚନ

ଆର୍ୟଲାଣ୍ଡରେ ଜରୁରୀ ଅବତରଣ କଲା ନ୍ୟୁୟର୍କରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ନ୍ୟୁୟର୍କରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆର୍ୟଲାଣ୍ଡରେ ଜରୁରୀ ଅବତରଣ କରିଛି । ଏୟାର ଇଣ୍ଡିଆ ବିମାନ ନ୍ୟୁୟର୍କରୁ ଦିଲ୍ଲୀକୁ ଉଡ଼ାଣ ଭରିଥିଲା । ବିମାନଟି ସ୍ଥାନୀୟ ସମୟ ଭୋର୍ ୪:୩୦ ରେ ଶାନନ ବିମାନବନ୍ଦରରେ ସୁରକ୍ଷିତ

ଏପ୍ରିଲ ୧ରୁ ମହଙ୍ଗା ହେବ ବାର୍ଷିକ ଟୋଲ୍ ପାସ୍

ନୂଆଦିଲ୍ଲୀ : ହାଇୱେରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ଆସନ୍ତା ଏପ୍ରିଲ ୧ ତାରିଖରୁ ଜାତୀୟ ରାଜପଥ ଦେଇ ଯାତ୍ରା କରିବା ଆହୁରି ମହଙ୍ଗା ହେବାକୁ ଯାଉଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ବାର୍ଷିକ ଟୋଲ୍ ପାସ୍ ଏବଂ ଟୋଲ୍ ଟିକସରେ

ଦୁବାଇ ଏୟାରପୋର୍ଟ ନିକଟରେ ଡ୍ରୋନ୍ ଆଟାକ୍, ସମସ୍ତ ଉଡ଼ାଣ ରଦ୍ଦ

ଦୁବାଇ : ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସୋମବାର ସକାଳୁ ସକାଳୁ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣରେ ଏୟାରପୋର୍ଟ ନିକଟରେ ଥିବା ଏକ ଇନ୍ଧନ ଟ୍ୟାଙ୍କରେ ଭୟଙ୍କର

ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ କାମ କରିବେ ନବନିର୍ବାଚିତ ସାଂସଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ବାଚିତ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଏହି ନିର୍ବାଚନରେ ବିଜେପି

ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠିତ

କଟକ: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।  କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେ ନେଇ ଏହି ଟିମ୍ ତଦନ୍ତ କରିବ। ଅଗ୍ନିଶମ ଆଇଜି, ଇଆଇସି,

ସ୍ମାର୍ଟ ଭିଲେଜ ହେବ ଓଡିଶାର କୁସୁନପୁର ଗାଁ

ରାଜନଗର: କେନ୍ଦ୍ର ବିଜ୍ଞାନ ଓ ଉଦ୍ୟଗ ବିଭାଗ ମିଳିତ ଆନୁକୂଲ୍ୟରେ ସମଗ୍ର ଦେଶରେ ୫ ଟି ଗାଁ କୁ ସ୍ମାର୍ଟ ଭିଲେଜ ଭାବରେ ରୂପାନ୍ତରିତ କରାଯିବ । ଦେଶର ୫ ଟି ଘୋଷିତ ଗାଁ ମଧ୍ୟରୁ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ଚାନ୍ଦୀବାଉଁଶମୂଳ ପଞ୍ଚାୟତ କୁସୁନପୁର ଗାଁ ରହିଛି । ସ୍ମାର୍ଟ ଭିଲେଜ ଭାବରେ

ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ସୁନା ଲୁଟ, ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

​ବ୍ରହ୍ମପୁର: ନକଲି ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ସୁନା ଲୁଟ। ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ରେଳ ଷ୍ଟେସନ ଅଞ୍ଚଳରେ। ଅଭିଯୁକ୍ତଙ୍କ ନିକଟରୁ ୧୪ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ଗିରଫ

ରାଜ୍ୟସଭା ନିର୍ବାଚନରେ ୧୦ ବିଧାୟକ କଲେ କ୍ରସ ଭୋଟିଂ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ୧୦ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ କଂଗ୍ରେସର ୩ ଜଣ ବିଧାୟକ ଥିବାବେଳେ ବିଜେଡିରୁ ୫ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ଅନ୍ୟ ଦୁଇଜଣ ବିଜେଡିରୁ ନିଲମ୍ବିତ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି ।

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ, ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ବିଜୟୀ

ଭୁବନେଶ୍ୱର : ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ  । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର ।  ଫାଷ୍ଟ ପ୍ରିଫରେନସେର ମନମୋହନ, ସୁଜିତ କୁମାର ସଂତୃପ୍ତ ମିଶ୍ରଙ୍କୁ ୩୫, ୩୫ ଓ ୩୧ ଖଣ୍ଡ ଭୋଟ ମିଳିଛି ।  ଚତୁର୍ଥ ଆସନରେ ପ୍ରଥମ