ଟ୍ରଲରକୁ ଧକ୍କା ଦେଲା ବସ୍, ଜଣେ ମୃତ ଓ ୧୦ ଆହତ

ରେଢାଖୋଲ: କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ଦୁର୍ଘଟଣା । ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍ । ଜଣେ ମୃତ ହୋଇଥିବା ବେଳେ ବସରେ ବସିଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ ଟ୍ରଲର ପଛକୁ ଧକ୍କା ଦେଲା ଘୋରଇ ବସ୍

ପ୍ରିନ୍ସ ଡ୍ୟାନ୍ସ ଏକାଡେମୀର ଶିଶୁଦିବସ ଉତ୍ସବ, ହାସ୍ୟ କଳାକାର ପ୍ରଜ୍ଞା ସଭିଙ୍କ ମନ ମୋହିଲେ

ବ୍ରହ୍ମପୁର : ଗଂଜାମ କଳା ପରିଷଦଠାରେ ପ୍ରିନ୍ସ ଡ୍ୟାନ୍ସ ଏକାଡେମୀ ତଥା ଜୁନିୟର ପ୍ରିନ୍ସ ଡ୍ୟାନ୍ସ ଗୃପ ତରଫରୁ ଶିଶୁ ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଆକର୍ଷଣଭାବେ ଚଳଚିତ୍ର ଜଗତର ହାସ୍ୟ କଳାକାର ପ୍ରଜ୍ଞା ରଂଜନ ଖଟୁଆ ଯୋଗଦେଇ ନିଜର କଳା ମାଧ୍ୟମରେ

ହାଇକୋର୍ଟରେ ହାଜର ହେଲେ ବ୍ରହ୍ମପୁର ଏସପି, ଆସନ୍ତାକାଲି ଶୁଣାଣୀ

ବ୍ରହ୍ମପୁର : ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି । ବ୍ୟକ୍ତିଗତ ଭାବେ ହାଜର ହେବେ ସର୍ବଣା ବିବେକ ଏମ । ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ଆଜି

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ : ଚାଳକ ମୃତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଗଛରେ ବାଇକ ପିଟି ହେବାରୁ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳର ଚନ୍ଦ୍ର ମୋହନ ପାତ୍ର ଙ୍କ

ଧୂଙ୍ଗିଆ ଦେଇ ଦେଵୀଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ମହାସିଙ୍ଗି ପଞ୍ଚାୟତ ୫୯ ନଂ.ଜାତୀୟ ରାଜପଥ ରାସ୍ତା କଡରେ ଥିବା ଅଞ୍ଚଳର ଇଷ୍ଟଦେବୀ ମା' କାକବୁଢା (ଧୂଙ୍ଗିଆ ଦେଇ) ଙ୍କ ମନ୍ଦିର ଗେଟ ତାଲାଭାଙ୍ଗି ରବିବାର ମଧ୍ୟ ରାତ୍ର ପରେପରେ କାକବୁଢା ପ୍ରତିମୂର୍ତ୍ତି ସହ

ଦାରିଙ୍ଗବାଡିର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

ବାଲିଗୁଡା : ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ଶୀତ ଆସିଛି। ରାଜ୍ୟରେ ସବୁଠାରୁ ଶୀତଳ ବ୍ଲକ ଭାବେ ପରିଚିତ ଦାରିଙ୍ଗବାଡିରେ ପ୍ରତିବର୍ଷ ଜାନୁୟାରୀରେ ଶୀତ ମହୋତ୍ସବ ପାଳନ ହେଉଛି। ତେବେ ୨୦୧୫ରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳିତ ହୋଇଥିଲା ତା’ପରଠାରୁ ଏହି

ସକ୍ଷମ ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦ ବୈଠକରେ ଓଡିଶା ପଶ୍ଚିମ ପ୍ରାନ୍ତ ପ୍ରତିନିଧିଙ୍କ ଯୋଗଦାନ…

ରାୟଗଡା : ତା ୧୦/୧୧/୨ ହରିଆଣା ପ୍ରଦେଶ ପାନିପତ ଜ଼ିଲ୍ଲାର ସମଲଖାରେ ସେବା ସାଧନା କେନ୍ଦ୍ର ଠାରେ ୨ ଦିନ ଚାଲିଥିବା ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦ ବୈଠକରେ ସକ୍ଷମ, ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରତିନିଧି ଦଳ ଯୋଗଦେଇଛନ୍ତି | ସୂଚନା ଥାଉକି ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ

ଡାକ୍ତରରୁ ଆତଙ୍କବାଦୀ, ରାସାୟନିକ ଆକ୍ରମଣ ଲାଗି ଷଡ଼ଯନ୍ତ୍ର

ଗୁଜୁରାଟ: ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ATS) ଏକ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ କରିଛି ଯାହା ସାରା ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରିଦେଇଛି। ଚୀନରୁ MBBS କରିଥିବା ଏବଂ ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରଦେଶ (ISKP) ସହିତ ସମ୍ପର୍କରେ ଥିବା ହାଇଦ୍ରାବାଦର ବାସିନ୍ଦା ଡକ୍ଟର

ପାକିସ୍ତାନରେ ସର୍ବେସର୍ବା ସେନା ହେବ କି ?

ଇସ୍ଲାମାବାଦ : ପାକିସ୍ତାନରେ ସେନା ସର୍ବେସର୍ବା ହେବାକୁ ଯାଉଛି କି ? ବର୍ତ୍ତମାନର ପରିସ୍ଥିତି ଏହା ସୂଚାଇ ଦେଉଛି। ଗୋଟିଏ ପଟେ, ସରକାର ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିବା ପାଇଁ ଏକ ନୂତନ ବିଲ୍ ଆଗତ କରିବାକୁ ଯାଉଛନ୍ତି, ଅନ୍ୟପଟେ

ବୋତ୍‌ସ୍ବାନାରୁ ଭାରତକୁ ଆସିବେ ଆଉ ୮ ଚିତା

ନୂଆଦିଲ୍ଲୀ: ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଖୁବ୍‌ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ ବୋଲି ଜଣାପଡିଛି। ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ ଚିତାଙ୍କ ସହ ଏମାନଙ୍କୁ