Sign in
Sign in
Recover your password.
A password will be e-mailed to you.
ଅଙ୍ଗନବାଡ଼ି କେନ୍ଦ୍ର ବିକାଶରେ ସହଯୋଗ ପାଇଁ ବିଧାୟକଙ୍କୁ ଚିଠି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ସହଯୋଗ କରିବାକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ଚିଠି ଲେଖିଛନ୍ତି। ମହିଳା ଓ ଶିଶୁ!-->…
ବସକୁ ପଛପଟୁ ଧକ୍କା ଦେଲା ହାଇୱା, ୧୫ ଯାତ୍ରୀ ଆହତ
କେନ୍ଦୁଝର : ଓଲଟିଲା ଯାତ୍ରୀବାହୀ ବସ । ୧୫ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ମସିଣାବିଲା ଛକରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ହାଇୱା । ଦୁର୍ଘଟଣାରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି l!-->…
ଅନଲାଇନ ଟ୍ରେଡିଂ ନାଁରେ ୨୦ ଲକ୍ଷ ୫୦ ହଜାର ଟଙ୍କାର ଠକେଇ, ଜଣେ ଗିରଫ
କୋରାପୁଟ : ସାଇବର ଠକେଇ ମାମଲାରେ ଜଣେ ଗିରଫ । ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ କୋରାପୁଟ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିଲା । ଏହି ମାମଲାରେ କୋରାପୁଟ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଅଭିଯୁକ୍ତ!-->…
ଶଳାକୁ ଅପହରଣ ଅଭିଯୋଗରେ ଭିଣୋଇ ସହ ୪ ଗିରଫ
ଜଗତସିଂହପୁର : ଶଳାକୁ ଅପହରଣ, ଭିଣୋଇ ଗିରଫ । ଜଗତସିଂହପୁର ଜିଲ୍ଲା ନାଉଗାଁରେ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଶଳାକୁ ଅପହରଣ କରିଥିଲା ସ୍ୱାମୀ ଓ ସହଯୋଗୀ । ଶଳା ମାଧ୍ୟମରେ ସ୍ତ୍ରୀକୁ ଡକାଇ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ । ଜଗତସିଂହପୁର ଜିଲ୍ଲା!-->…
ମୁହଁ ଖୋଲିଲେ ସୌମ୍ୟଙ୍କ ମା’, ମିଛ କହୁଛନ୍ତି ଉଭୟ ଯୁବତୀ
ଭୁବନେଶ୍ୱର : ମୁହଁ ଖୋଲିଲେ ସୌମ୍ୟଙ୍କ ମା’ । ଉଭୟ ଯୁବତୀ ମିଛ କହୁଥିବା କହିଲେ ସୌମ୍ୟଙ୍କ ମାଆ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଘଟଣାକୁ ନେଇ ମୁହଁ ଖୋଲିଲେ ସୌମ୍ୟଙ୍କ ମାଆ । ଯୁବତୀଙ୍କ ବିରୋଧରେ ଆଣିଲେ ପାଲଟା ଅଭିଯୋଗ । ଦୁଇ ଯୁବତୀ!-->…
ଟ୍ରଲର ଧକ୍କାରେ ମହିଳା ମୃତ
ଯାଜପୁର : ରାସ୍ତା ପାର ହେଉଥିବା ବେଳେ ଅଘଟଣ । ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପୁବଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୫୩ ନଂ ଜାତୀୟ ରାଜପଥରେ ଟ୍ରଲର ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ । ମହିଳା ଜଣକ ରାସ୍ତା ପାର ହେଉଥିବା ସମୟରେ ୧୮ଚକିଆ ଟ୍ରଲର ଗାଡି ମହିଳାଙ୍କ ଉପରେ ଓଲଟି ଥିଲା!-->…
ସ୍କୁଟିକୁ ଧକ୍କା ଦେଲା ଆମ ବସ: ଚାଳକ ଗୁରୁତର
ବୁର୍ଲା: ସମ୍ବଲପୁର ବୁର୍ଲା ଅଞ୍ଚଳରେ ଶୁକ୍ରବାର ଦିନ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ‘ଆମ ବସ୍’ (Ama Bus) ଜଣେ ସ୍କୁଟର ଚାଳକଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବୁର୍ଲା ପି.ସି. ବ୍ରିଜ୍ ଉପରେ ଏହି!-->!-->!-->…
ବାଲିଅନ୍ତା ହତ୍ୟାକାଣ୍ଡ ନେଇ ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ୱର: ବାଲିଅନ୍ତା ବର୍ବରକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ । ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରିଛିି ପୋଲିସ ଭାଇରାଲ ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ସ୍ପେସିଆଲ ଟିମ୍। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ବାହାରେ ହୋହାଲ୍ଲା!-->…
ବାଲିଅନ୍ତା ହତ୍ୟାକାଣ୍ଡ : ମୃତଦେହ ରଖି ରାସ୍ତା ଅବରୋଧ
ଭୁବନେଶ୍ୱର : ତେଜୁଛି ବାଲିଅନ୍ତା ହିଂସା ଘଟଣା । ଅଡଶପୁର ଯାଏ ପହଁଚିଲା ତାତି। ଚାରି ଛକ ଓ ନଖରା ରାସ୍ତା ଅବରୋଧ। ଅଡଶପୁର ନିକଟରେ ରାସ୍ତା ଅବରୋଧ କରିଛନ୍ତି ମୃତ ସୋମ୍ୟଙ୍କ ପରିବାର। ରାସ୍ତା ଉପରେ ମୃତଦେହ ରଖି କାର୍ଯାନୁଷ୍ଠାନ ଦାବି କରିଛନ୍ତି। ମଉଜପୁର ଗାଁରେ ଉତ୍ତେଜନା!-->…
ପୋଖରୀରେ ବୁଡି ଗଲେ ୨ ଛାତ୍ର
ବାଲେଶ୍ଵର : ବାଲେଶ୍ଵର ଟାଉନ୍ ଥାନା ଅନ୍ତର୍ଗତ ମାନସିଂ ବଜାର ଅଞ୍ଚଳରେ ଅଘଟଣ । ସମର କୋର୍ସ ପାଇଁ ଭଦ୍ରକ ଜିଲ୍ଲାରୁ ଆସି ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ଦୁଇ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ତେବେ ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ବାଲେଶ୍ଵର ଜିଲ୍ଲା ମେଡିକାଲରେ ଗତ!-->…