Sign in
Sign in
Recover your password.
A password will be e-mailed to you.
କଡ଼ାକଡ଼ି ହେଲା କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ସୁରକ୍ଷା
ଭୁବନେଶ୍ବର: ସରିଲା ଭୋଟ୍ ଗଣତି। ହାଇଭୋଲ୍ଟେଜ ଲଢେଇ ଭିତରେ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ। ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର। ହାରିଲେ ଦତ୍ତେଶ୍ବର ହୋତା। ହେଲେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ!-->…
୮ ବିଜେଡ଼ି ବିଧାୟକ ନିଲମ୍ବିତ !
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡ଼ି ବିଧାୟକଙ୍କୁ ନେଇ ବଡ଼ ବୟାନ ରଖିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର। ୮ଜଣ ବିଧାୟକ ବହିଷ୍କାର ହୋଇ ସାରିଛନ୍ତି ବୋଲି କହିଛନ୍ତି ଦିବ୍ୟ ଶଙ୍କର।
ଏକ ଜାତୀୟ ଗଣାମଧ୍ୟମ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,!-->!-->!-->…
ଶୁଳ୍କ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ନାହିଁ ଭାରତ
ନୂଆଦିଲ୍ଲୀ: ଶୁଳ୍କ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆମେରିକା ସହ ଭାରତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ନାହିଁ। ଚଳିତ ମାସରେ ଆମେରିକା ସହ ଚୁକ୍ତି ହେବାର ଥିଲା। ମାତ୍ର ସେଠାକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ସ୍ଥିତି!-->…
୯୦%କୁ ବୃଦ୍ଧି ପାଇଛି ଅନଲାଇନ୍ ଗ୍ୟାସ୍ ବୁକିଂ, ଓଟିପି ଜରିଆରେ ୭୨% ଡେଲିଭରି
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏଲ୍ପିଜି ଯୋଗାଣ ପ୍ରଭାବିତ ହୋଇଛି। ଏଥିଯୋଗୁ ଗତ କିଛିଦିନ ହେଲା ଭାରତରେ ଏଲ୍ପିଜି ବ୍ୟବହାରକାରୀମାନେ ଅସୁବିଧା ଭୋଗୁଛନ୍ତି। ଏଭଳି ସ୍ଥିତିରେ ସରକାର ଏଲ୍ପିଜି ଉପଭୋକ୍ତାଙ୍କୁ ଗ୍ୟାସ ଏଜେନ୍ସିଗୁଡ଼ିକୁ ନଯାଇ ଅନଲାଇନ୍ରେ ବୁକିଂ କରିବାକୁ!-->…
ଇରାନର ଆର୍ମେନିଆ ଦେଇ ଭାରତକୁ ଫେରିଲେ ୫୫୦ ଭାରତୀୟ
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ରହିଥିବାବେଳେ ଭାରତ ସରକାର ଆନ୍ତଃ ମନ୍ତ୍ରିସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏଲପିଜି ଯୋଗାଣ, ଗଲ୍ଫ ଅଞ୍ଚଳରେ ଥିବା ପରିବହନ ଜାହାଜ ଓ ଭାରତୀୟଙ୍କ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଭାରତ ଏହାର ନାଗରିକଙ୍କୁ!-->…
ପଶ୍ଚିମବଙ୍ଗ ନିର୍ବାଚନ: ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ ଅଧିକାରୀ
ନୂଆଦିଲ୍ଲୀ: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ଆଜି ବିଜେପି ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ମଣ୍ଡଳୀରୁ ନେତା ଶୁଭେନ୍ଦୁ!-->…
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି !
କୋରାପୁଟ -ଆଜି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ୍ ମହାଜନ ନାରାୟଣପାଟଣା ବ୍ଲକ ସଭା ଗୃହରେ ଜନ ଅଭିଯୋଗ ଶୁଣାଣି କରିଛନ୍ତି। ଯେଉଁ ଥିରେ ସର୍ବୋମୋଟ ୩୮ ଗୋଟି ଅଭିଯୋଗ ଶୁଣାଣି କରି ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେଇ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟକ୍ତିଗତ ୧୫ ଓ!-->!-->!-->…
ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲର ୧୨ ଆହତ
ତେହରାନ/ତେଲଆଭିଭ୍ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ରବିବାର ଷୋଡଶ ଦିନରେ ପହଞ୍ଚିଛି। ରବିବାର ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ଜଣ ଆହତ ହୋଇଛନ୍ତି। ଇସ୍ରାଏଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଇରାନ କ୍ଷେପଣାସ୍ତ୍ର ମାଡ଼ରେ ତେଲଆଭିଭ୍ ଅଞ୍ଚଳରେ ଏକ ସଡକ ନଷ୍ଟ ହୋଇଛି।!-->…
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା
ନୟାଗଡ଼,୧୬/୦୩(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନୃସିଂହ ପୁର ଟାଙ୍ଗୀ ସାହିସ୍ଥିତ ମା ତାରିଣୀ ଦେବୀଙ୍କ ୧୮ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ପଣ୍ଡିତ ଜାନକୀ ବଲ୍ଲଭ ଦାସଙ୍କ ଆବାହକତ୍ୱରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞ!-->…
ଗୁଜରାଟରେ ପହଞ୍ଚିଲା ଶିବାଲିକ୍ ଜାହାଜ: ଦୂର ହେବ ଏଲପିଜି ସଙ୍କଟ
ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ପତାକା ବିଶିଷ୍ଟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏଲପିଜି କ୍ୟାରିଅର ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ଜାହାଜଟି ହର୍ମୁଜରୁ ସୁରକ୍ଷିତ ଭାବରେ ପାର ହୋଇ ଭାରତ ଅଭିମୁଖେ ଯାତ୍ରା କରିଥିଲା, ଯେଉଁଥିରେ ୪୫,୦୦୦!-->…