Sign in
Sign in
Recover your password.
A password will be e-mailed to you.
ଆଜି ଭୁବନେଶ୍ବରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବିଦେଶ ଗସ୍ତ ସାରି ଭୁବନେଶ୍ବରରେ ପହଞ୍ଚିବେ। ସେ ଆଜି ସେ ୩ ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ରାତି ୮ଟା ୨୦ମିନଟରେ ସେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ!-->…
ଯୁବକଙ୍କ ଆକ୍ରମଣରେ ଡାକ୍ତର ଆହତ
ବାସୁଦେବପୁର: ବାସୁଦେବପୁର ଡାକ୍ତରଖାନାରେ ତୁମୂଳକାଣ୍ଡ । ରୋଗୀ ଦେଖାଇବାକୁ ଆସିଥିବା ଯୁବକଙ୍କ ମାଡ଼ରେ ଜଣେ ଡାକ୍ତର ଆହତ ହୋଇଛନ୍ତି । ଯୁବକ ଜଣକ କେଉଁ କାରଣରୁ ଏପରି କାଣ୍ଡ ଭିଆଇଛନ୍ତି ଜଣାପଡ଼ିନଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଯୁବକ ଜଣକଙ୍କୁ ଅଟକ ରଖି ପଚରାଉଚରା!-->…
ଘରୋଇ ସଂସ୍ଥାକୁ କଟକ ସହରର ପରିମଳ ଦାୟିତ୍ୱ, ୫ ବର୍ଷ ପାଇଁ ୫୩୪ କୋଟି
କଟକ : ଆସନ୍ତା ୫ ବର୍ଷ ପାଇଁ ୩ଟି ଘରୋଇ ସଂସ୍ଥାକୁ ସହରର ପରିମଳ ଦାୟିତ୍ୱ ଦିଆଯାଇଛି। ରାସ୍ତା ସଫେଇ, ଡ୍ରେନରୁ ପଙ୍କୋଦ୍ଧାର, ବୁଦା କାଟିବା ଭଳି ସମସ୍ତ କାର୍ଯ୍ୟ ଏହି ଘରୋଇ ସଂସ୍ଥା ପରିଚାଳନା କରିବ। ଏଥିପାଇଁ କଟକ ମହାନଗର ନିଗମ(ସିଏମସି)ପକ୍ଷରୁ କାଉନସିଲ ବୈଠକରେ ୫୪୩ କୋଟି ଟଙ୍କାର!-->…
ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ପୁଲିସ
ଭୁବନେଶ୍ବର: ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆୟୁକ୍ତ ଡ. ଉମାଶଙ୍କର ଦାସ ଓ ଉପାୟୁକ୍ତ!-->…
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଭୁବନେଶ୍ବର: ଆଜିଠୁ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ଶ୍ରୀ ପ୍ରଧାନ ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା!-->…
ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ଫାଣ୍ଡି ଆଦାୟ ପ୍ରବଳ..!, କାମ ଦୁର୍ବଳ…!
ଚୋରୀ ଘଟଣା କୁ ୮ ଦିନ ବିତିଯାଇଥିଲେ ବି ପୋଲିସ ହାତ ଖାଲି...!
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିନସ୍ଥ ଲାଞ୍ଜିପଲ୍ଲୀ ଫାଣ୍ଡି ଯାହାକି ମୁଖ୍ୟ ଥାନା ଠାରୁ ମାତ୍ର ୫ ସହ ମିଟର ଦୂରରେ ଅବସ୍ତିତ, ଅନେକ ଗୁଡିଏ କାରଣକୁ!-->!-->!-->!-->!-->…
ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର | କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବଞ୍ଚିତ ଥିବା ଭକ୍ତଙ୍କୁ ହଠାତ ଯେପରି ଚାତକ ବର୍ଷାକୁ ଚାହିଁ ରହିଲା ପରି ଭକ୍ତ ମାନେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଏକ ଲୟରେ ଚାହିଁ!-->…
ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ସୁନ୍ଦରଗଡ଼, (୨୯/୦୬) : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜିଲ୍ଲାରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିସ୍ତୃତ ସମୀକ୍ଷା କରିଛନ୍ତି। ବୁଧବାର ଦିନ ବିଭିନ୍ନ ଜିଲ୍ଲାସ୍ତରୀୟ କମିଟିର ବୈଠକରେ ସେ ଅଧ୍ୟକ୍ଷତା କରିବା ସହ ଜିଲ୍ଲା ମୁଖ୍ୟ!-->…
ଅଗ୍ନିପଥ ପ୍ରତ୍ୟାହାର ଦାବୀରେ ବାମପନ୍ଥୀ ଯୁବଛାତ୍ରଙ୍କ ମିଳିତ ପ୍ରତିବାଦ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର(୨୯/୦୬) : ଯୁବ,ଛାତ୍ର,ସେନା ବାହିନୀ ତଥା ଦେଶ ବିରୋଧି ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ବିଭିନ୍ନ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନଙ୍କ ପକ୍ଷରୁ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ ସହ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ!-->!-->!-->…
ବ୍ରହ୍ମପୁରରେ ପବିତ୍ର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବ୍ରହ୍ମପୁର (୨୯/୦୬) : ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେ ନେଇ ଉପ-ଜଲ୍ଲାପାଳ ୱି.କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ!-->!-->!-->…