ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକ କଲେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀଙ୍କ ଅଧ୍ୟକ୍ଷତାରେ ଗତକାଲି ପୁରୀର ପୂର୍ତ୍ତ ଅତିଥି ନିବାସଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପରିପ୍ରେକ୍ଷୀରେ ଜନସାଧାରଣ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭକ୍ତମାନଙ୍କ

ରଥଯାତ୍ରା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା, ୩୦ ମଧ୍ୟରାତ୍ରିରୁ କଟକଣା

ପୁରୀ: ରଥଯାତ୍ରା ବେଳେ ଗହଳିକୁ ଦେଖି ରଥ ପାଖକୁ ଆସୁଥିବା ପଥଚାରୀ ଭକ୍ତଙ୍କ ସୁରକ୍ଷା, ଠେଲାପେଲା, ଦଳାଚକଟା, ଭିଡ଼ ନିୟନ୍ତ୍ରଣ, ତିନି ରଥର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଟ୍ରାଫିକର ସୁପରିଚାଳନା ପାଇଁ ୩ ସ୍ତରରେ ବିଭକ୍ତ କରାଯାଇଛି । ଭିତର ଟ୍ରାଫିକ୍‌କୁ ୨ଟି ଓ

ଓଏନ୍‌ଜିସିରେ କାର୍ଯ୍ୟରତ ମାଲକାନଗିରି ଜିଓଲୋଜିଷ୍ଟଙ୍କ ମୃତ୍ୟୁରେ ଜିଲ୍ଲାରେ ଶୋକର ଛାୟା

ମାଲକାନଗିରି : ମୁମ୍ବାଇ ଓଏନ୍‌ଜିସିରେ କାର୍ଯ୍ୟରତ ମାଲକାନଗିରି ଜିଓଲୋଜିଷ୍ଟ ଙ୍କ ମୃତ୍ୟୁରେ ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି । ଆରବ ସାଗରରେ ଓଏନଜିସି ହେଲିକପ୍ଟର ଦୁର୍ଘଟଣା ମାମଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି । ମୃତ

ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଜିତିଲା ଭାରତ, ଦ୍ବିତୀୟ ମ୍ୟାଚରେ ୪ ରନ୍‌ରେ ହାରିଲା ଆୟର୍ଲାଣ୍ଡ

ଡବଲିନ୍: ଅନଭିଜ୍ଞ ହୋଇଥିଲେ ବି ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼ିଲା ଆୟର୍ଲାଣ୍ଡ। ଶେଷ ଓଭରରୁ ବିଜୟ ପାଇଁ ୧୭ ରନ୍‌ର ଦରକାର ଥିଲା ବେଳେ ପ୍ରଥମ ତିନି ବଲ୍‌ରୁ ୯ ରନ୍ ନେଇ ଭାରତ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେବାର ଦ୍ବାର ଦେଶରେ ପହଞ୍ଚିଲା। ହେଲେ ମୂଳରୁ ମହଙ୍ଗା ସାବ୍ୟସ୍ତ ହୋଇଥିବା ନବାଗତ ଦ୍ରୁତ

ଜାପାନୀ କମ୍ପାନି ଉଦ୍ଭାବନ କଲା ବନ୍ୟା ପ୍ରତିରୋଧକ ଭାସମାନ ଘର

ନୂଆଦିଲ୍ଲୀ: ‘ଇଚିଜୋ କୋମୁତେନ୍‌’ ନାମରେ ଗୋଟାଏ ଗୃହ ନିର୍ମାଣକାରୀ ଜାପାନୀ କମ୍ପାନି ବନ୍ୟାଉପଦ୍ରୁତ ଦେଶମାନଙ୍କରେ ସଙ୍କଟ ଦୂର ହେଲା ପରି ବନ୍ୟା ପ୍ରତିରୋଧକ ଭାସମାନ ବାସଗୃହ ଉଦ୍ଭାବନ କରିଛନ୍ତି।ଜଳ ନିରୋଧକ ହୋଇଥିବାରୁ ଉକ୍ତ ଘରର ଢାଞ୍ଚା ଅନନ୍ୟ ଏବଂ ଜଳପତ୍ତନ ବୃଦ୍ଧି ପାଇବା

ରାଜ୍ୟପାଳ କହିଲେ ବହୁମତ ସାବ୍ୟସ୍ତ କର, ସୁପ୍ରିମକୋର୍ଟ ଗଲା ଶିବସେନା  

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ କରିଥିବା ଆମନ୍ତ୍ରଣକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି ଶିବସେନା। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ଶିବସେନା ନେତା ସୁପ୍ରିମକୋର୍ଟ ଯାଇଛନ୍ତି। ଆବେଦନରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲାଗୁ

କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ଆଉ ୩ ମାସ କାମ କରିବେ ଆଟର୍ଣ୍ଣି ଜେନେରାଲ୍‌ କେ.କେ. ବେଣୁଗୋପାଳ

ନୂଆଦିଲ୍ଲୀ: ସରକାରଙ୍କ ମୁଖ୍ୟ ଆଇଗତ ପରାମର୍ଶଦାତା ଭାବେ ଆଉ ୩ ମାସ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାର କରିଥିବା ଅନୁରୋଧକୁ ଆଟର୍ଣ୍ଣି ଜେନେରାଲ୍‌ କେ.କେ. ବେଣୁଗୋପାଳ ଗ୍ରହଣ କରିଛନ୍ତି ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ଆଜି କହିଛନ୍ତି। ତାଙ୍କର

ରାଜ୍ୟପାଳ ବିଜେପି ସହିତ ମିଶି କାମ କରୁଛନ୍ତି; ‘ଫ୍ଲୋର୍‌ ଟେଷ୍ଟ୍‌’ ପାଇଁ ଆଦେଶ ଦେବା ବେଆଇନ: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଜଟିଳ ହୋଇ ଚାଲିଥିବା ବେଳେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ରାଜ୍ୟପାଳ ବିଜେପି ସହିତ ମିଶି କାମ କରୁଛନ୍ତି। ‘ଫ୍ଲୋର୍‌ ଟେଷ୍ଟ୍‌’ ବା ସଂଖ୍ୟାଗରିଷ୍ଠାତା ପ୍ରତିପାଦନ ନିମନ୍ତେ ‌ସେ ଦେଇଥିବା ଆଦେଶ ବେଆଇନ

ବଢ଼ୁଛି କୋଭିଡ୍‌ ସଂକ୍ରମଣ; ରାଜ୍ୟମାନଙ୍କ ସହ ବୈଠକ କରିବ କେନ୍ଦ୍ର

ନୂଆଦିଲ୍ଲୀ: ପୁଣିଥରେ ଦେଶର କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଉପରମୁହାଁ ହେବା ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି (ବୁଧବାର) ଭିଡିଓ କନଫରେନ୍‌ସ ମାଧ୍ୟମରେ କୋଭିଡ୍‌-୧୯ ପରିସ୍ଥିତି ଏବଂ ଟିକାକରଣ ଉପରେ

ଉଦୟପୁର: ମୁଣ୍ଡ କାଟିବା ଘଟଣାର ତଦନ୍ତ କରିବ ଏନଆଇଏ

ଜୟପୁର: କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ଘଟିଥିବା କହ୍ନେୟା ଲାଲ ଟେଲିଙ୍କ ନିର୍ମମ ହତ୍ୟାଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନ୍‌ଆଇଏ) ଉପରେ ନ୍ୟସ୍ତ କରିଛି। ଏହି ଘଟଣାରେ କୌଣସି ସଂଗଠନ ଏବଂ ଆନ୍ତର୍ଜାତୀୟ ଲିଙ୍କ୍‌ର ସମ୍ପୃକ୍ତିର