ଉଦୟପୁର ହତ୍ୟାକାଣ୍ଡ : ପୂର୍ବତନ ମନ୍ତ୍ରୀ କେଏସ ଇଶ୍ୱରୂପା

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ରାଜସ୍ଥାନର ଉଦୟପୁର ହତ୍ୟାକାଣ୍ଡ। ଧାର୍ମିକ ବିଦ୍ୱେଷକୁ ନେଇ ଯେଉଁଭଳି ଭାବେ ଜଣେ ନୀରିହ ଦରଜୀଙ୍କୁ ଅତି ନିର୍ମମ ଭାବେ ଗଳାକାଟି ଦୁଇ ଜଣ ହତ୍ୟା କଲେ ତାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ବର୍ବରକାଣ୍ଡକୁ କଠୋର ଭାଷାରେ

ଉଦୟପୁର ହତ୍ୟାକାଣ୍ଡ: ଦୃଢ଼ ନିନ୍ଦା କଲେ ଓୱେସୀ

ଜୟପୁର: ରାଜସ୍ଥାନରେ ଘଟିଥିବା ସାମ୍ପ୍ରଦାୟିକ ବୀଭତ୍ସ ହତ୍ୟାକାଣ୍ଡକୁ ଏଆଇଏମଆଏମ ମୁଖ୍ୟ ଅସାଦ୍ଦୁଦିନ ଓୱେସୀ କଡ଼ା ନିନ୍ଦା କରିଛନ୍ତି। ମଙ୍ଗଳବାର ଜଣେ ଟେଲରଙ୍କ ଗଳା କାଟି ନିର୍ମମ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଓୱେସୀ। ମର୍ଡ଼ର ପରେ

ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣାରେ ୧୯ ମୃତ, କ୍ଷତିପୂରଣ ଘୋଷଣା

ମୁମ୍ବାଇ: ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଂଚଳରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇ ପୁଲିସର କହିବା ଅନୁଯାୟୀ ଏଥିରେ ୧୫ ଜଣ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଚାପି

ଅଲ ଓଡ଼ିଶା ପେଣ୍ଟି ଆର୍ଟିଷ୍ଟ ପ୍ରାକର୍ସ ଆସୋସିଏସନ୍ ଗଂଜାମ ଜିଲ୍ଲା କମିଟିର ସାଧାରଣ ସଭା ଅନୁଷ୍ଠିତ…

ସଂଘର ଦାବୀ ପୁରଣ ନହୋଲେ ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ରଙ୍ଗମୂଳୀ କଳାକାର... ବ୍ରହ୍ମପୁର : ଅଲ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାକର୍ସ ଆସୋସିଏସନ୍ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗେଟ୍ ବଜାର ନିକଟ ଏନ୍.ଜି.ଓ. ହଲ୍ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି

ବ୍ରହ୍ମପୁର ମହାନଗର ନିଗମରେ ଜଳବନ୍ଦୀ ରହୁଥିବା ଅଞ୍ଚଳର ନାଳକୁ ସଫେଇ କରିବା ପାଇଁ ବୈଠକ

ବ୍ରହ୍ମପୁର : ଯୁଦ୍ଧକାଳୀନ ଭିତ୍ତିରେ ବ୍ରହ୍ମପୁର ମହାନଗର ନିଗମରେ ଜଳବନ୍ଦୀ ରହୁଥିବା ଅଞ୍ଚଳର ନାଳକୁ ସଫେଇ କରିବା ପାଇଁ ଆଜି ନିଗମର ଏକ ବୈଠକ ଏକଅନୁଷ୍ଠିତ ହୋଇଥିଲା। ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିସିନର ଜେ. ସୋନାଲ, ଡେ଼ପୁଟି ମେୟର ଇ. ବିବେକ ରେଡି,

ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ମିଳିଛି ସବୁ ହାତୀ କଙ୍କାଳ : ପିସିସିଏଫ୍

ଭୁବନେଶ୍ବର : ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି ବୋଲି ପିସିସିଏଫ ଶଶୀ ପଲ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଘଟଣା ପରେ ୨ ଜଣ ଫରେଷ୍ଟର ଫେରାର ଅଛନ୍ତି । ସୋମବାର ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ ହାତୀର କଙ୍କାଳ ମିଳିଛି ।

ଆସନ୍ତାକାଲି ଦୁବାଇରେ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଦୁବାଇରେ ହେବ ବହୁ ପ୍ରତିକ୍ଷିତ ଇନଭେଷ୍ଟର ମିଟ୍। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସହିତ ଆଲୋଚନା କରିବେ। ସେଥିପାଇଁ ଦୁବାଇରେ ଲାଗିଲାଣି ସ୍ବାଗତଂ ଗେଟ। ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଗତକାଲିଠାରୁ ଦୁବାଇରେ ପହଞ୍ଚିସାରିଛନ୍ତି। ଏଥିସହିତ

ରାଜ୍ୟର ୧୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହାସହିତ ବର୍ଷା ହେବା ନେଇ ରାଜ୍ୟର ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି,

ନୃସିଂହନାଥ, ହରିଶଙ୍କର ପର୍ଯ୍ୟଟନସ୍ଥଳୀର ହେବ ନବକଳେବର, ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୦ କୋଟି

ଭୁବନେଶ୍ୱର: ନୃସିଂହନାଥ, ହରିଶଙ୍କର ପର୍ଯ୍ଯଟନସ୍ଥଳୀର ହେବ ନବକଳେବର। ଏହାର ବିକାଶ ପାଇଁ ଚୂଡାନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପର୍ଯ୍ଯଟନ ବିଭାଗ। ନୃସିଂହନାଥ ପାଇଁ ୧୫ କୋଟି, ହରିଶଙ୍କର ପାଇଁ ୨୩ କୋଟି ଟଙ୍କା ସରକାର ବ୍ୟୟ ଅଟକଳ କରିଛନ୍ତି। ମୋଟ ୩ ଟି ପର୍ଯ୍ଯାୟରେ ଦୁଇ ମନ୍ଦିରର କାମ

ଆସିଲା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ

ଭୁବନେଶ୍ବର: ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହେବାରୁ ରାଇମୋହନଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ରାଇମୋହନ ନିଜେ ବେକରେ ଦଉଡ଼ି ଦେଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ଓଡ଼ିଆ