Sign in
Sign in
Recover your password.
A password will be e-mailed to you.
ଟ୍ରାକ୍ଟର ଓ ମଟର ସାଇକେଲ ଦୁର୍ଘଟଣା। ଜଣେ ଗୁରୁତର
ଦାରିଙ୍ଗବାଡ଼ି,(୧୯/୫) : ଦାରିଙ୍ଗବାଡ଼ି ବ୍ଳକ ଦନେକବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜିଯାମାହା ଗ୍ରାମର ଫାମ୍ପି ନାୟକଙ୍କ ପୁଅ ଦୀପକ ନାୟକ(୨୫) ଟ୍ରାକ୍ଟର ଓ ମଟର ସାଇକେଲ ଧକାରେ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୀପକ କୌଣସି କାମରେ ମଟର ସାଇକେଲରେ ଦାରିଙ୍ଗବାଡ଼ି ଆସି କାମସାରି!-->!-->!-->…
ପାଗଳ ବିଲୁଆ କାମୁଡାରେ ୮ ଆହତ…
ହିଞ୍ଜିଳି ପ୍ରତିନିଧି // ନିସର୍ତ୍ତ
ହିଞ୍ଜିଳିକାଟୁ :ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ପଚାଂୟତ ବାଦିଆମ୍ବ ଗ୍ରାମରେ ରେ ଗୁରଙବାର ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ପାଗଳ ବିଲୁଆ କାମୁଡାରେ ୮ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ବାଦିଆମ୍ବଗ୍ରାମର ଟିନା ଗୌଡ(୫୦),ଯୁଧିଷ୍ଟିର ଜେନା!-->!-->!-->…
କେଜ୍ରିୱାଲଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ! ‘ଘରେ ଘରେ ରାସନ’ ଯୋଜନାକୁ ରଦ୍ଦ କଲେ ଅଦାଲତ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ହାଇକୋର୍ଟରେ ଦିଲ୍ଲୀରେ ଲାଗୁ ହେବାକୁ ଥିବା ‘ଘରେ ଘରେ ରାସନ’ ଯୋଜନାକୁ ରଦ୍ଦ କରିଦେଇଛନ୍ତି | ଏହାପୂର୍ବରୁ ଏହି ଯୋଜନାକୁ ନେଇ କେନ୍ଦ୍ର ଏବଂ ଆମ୍!-->…
କ୍ୟାପଟେନ ଭାବରେ ଗାଙ୍ଗୁଲି ଯାହା କରିଥିଲେ ବିରାଟ ତାହା କରିପାରିଲେ ନାହିଁ: ସେହୱାଗ
ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱକୁ ଅଧିନାୟକତ୍ୱ ଦୃଷ୍ଟିରୁ ସର୍ବୋଚ୍ଚ ରଖିଛନ୍ତି। ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ବୀରେନ୍ଦ୍ର ସେହୱାଗ ଏକ ବଡ଼ ଦାବି କରିଛନ୍ତି। ଭାରତୀୟ ଓପନର୍ କହିଛନ୍ତି ଯେ!-->…
୭୬ ବର୍ଷ ବୟସରେ ତୃତୀୟ ବିବାହ କଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବିବାହ ପାଇଁ କୌଣସି ବୟସ ନଥାଏ | ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି | ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନସିଓ ଲୁଲା ଡିସିଲଭା ୭୬ ବର୍ଷ ବୟସରେ ୫୫ ବର୍ଷୀୟ ରୋଜାଙ୍ଗେଲା ସିଲଭାଙ୍କୁ ବିବାହ କରିଛନ୍ତି | ରୋଜାଙ୍ଗେଲା ଜଣେ ସମାଜସେବୀ!-->…
ରାଜ୍ୟଗୁଡିକ ସହିତ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିବ କେନ୍ଦ୍ର
ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମାମଲାରେ ହ୍ରାସ ଘଟିଛି ଏବଂ ଗୁରୁବାର ସୁଦ୍ଧା ୧୯୧.୭୯ କୋଟି କୋଭିଡ୍ ଟିକା ଡୋଜ୍ ଦେଶର ହିତାଧିକାରୀମାନଙ୍କୁ ଦିଆଯାଇ ସାରିଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶୁକ୍ରବାର ଦିନ ଦେଶର!-->…
ଦରଦାମକୁ ବିରୋଧ କରି ହାତୀ ଉପରେ ବସି ଯାତ୍ରା କଲେ ସିଦ୍ଧୁ
ପଟିଆଲା: ଦରଦାମ ବୃଦ୍ଧିକୁ ବିରୋଧ କରି ଅଭିନବ ଢଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଆଜି ସେ ହାତୀ ଉପରେ ବସି ଯାତ୍ରା କରିବା ସହ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ସିଦ୍ଧୁ ଧଳା ରଙ୍ଗର ପୋଷାକ ପିନ୍ଧି ହାତୀ!-->…
ଏପ୍ରିଲ ୨୪ରୁ ନିଖୋଜ ଥିବା ନାବାଳିକା ଉଦ୍ଧାର, ଅପହରଣ ପରେ କରାଯାଇଥିଲା ଗଣଦୁଷ୍କର୍ମ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ନିଖୋଜ ହୋଇଥିବା ଜଣେ ୧୩ ବର୍ଷୀୟ ଝିଅକୁ ପୁଲିସ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଏପ୍ରିଲ ୨୪ରୁ ନାବାଳିକା ଜଣଙ୍କ ନିଜ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ତାଙ୍କୁ ସକେତ ମେଟ୍ରୋ ଷ୍ଟେସନରୁ ପୁଲିସ ଉଦ୍ଧାର କରିବାକୁ ସକ୍ଷମ ହୋଇଛି। ଏଥିସହ ପୂରା!-->…
କନ୍ଧମାଳ ଜିଲ୍ଲାପାଳଙ୍କ ନିଜସ୍ଵ କାର୍ଯ୍ୟକ୍ରମ “ପରିବର୍ତ୍ତନ”ର ଶୁଭାରମ୍ଭ
ଦାରିଙ୍ଗବାଡ଼ି , (୧୯/୫) : କନ୍ଧମାଳ ଜିଲ୍ଲାପାଳଙ୍କ ନିଜସ୍ୱ କାର୍ଯ୍ୟକ୍ରମ ପରିବର୍ତ୍ତନ ର ଶୁଭାରମ୍ଭ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ସିଆଙ୍ଗ ବାଲି ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଜରିଆରେ!-->!-->!-->…
କୃଷ୍ଣ ଜନ୍ମଭୂମିରୁ ମସଜିଦ୍ ହଟାଇବାକୁ ଦାବି : ଶୁଣାଣି ପାଇଁ କୋର୍ଟ ରାଜି
ଲକ୍ଷ୍ନୌ: ଦେଶରେ ଏବେ ମନ୍ଦିର-ମସଜିଦ୍ ବିବାଦ ଉଗ୍ର ହେଉଛି । ଗତ କିଛି ଦିନ ହେବ ଧାର୍ମିକ ବିବାଦକୁ ନେଇ ଏକାଧିକ ମାମଲା ସାମ୍ନାକୁ ଆସିଛି। ଆଉ ସେହି ତାଲିକାରେ ମଥୁରାର ଶ୍ରୀ କୃଷ୍ଣ ଜନ୍ମ ଭୂମି ପ୍ରସଙ୍ଗ ଯୋଡ଼ି ହୋଇଯାଇଛି। ମଥୁରାରେ ଏକ ମସଜିଦ୍ ହଟାଇବା ନେଇ କୋର୍ଟରେ ମାମାଲା ଦାୟର!-->…