ଡକାୟତି ଯୋଜନା ପଣ୍ଡ : ଦୁର୍ଦାନ୍ତ ଅପରାଧୀ ଦିଲୀପ ପଲାଇ ଙ୍କ ସହ ୫ ଡକାୟତ ଗିରଫ…

ଗୋଟିଏ ରିଭଲବର, ୫ ଦେଶୀ ପିସ୍ତଲ ୮ ଗୋଟି ମେଗଜିନ ,୧୩ ରାଉଣ୍ଡ ଜୀବନ୍ତ ଗୁଳି ,୫ ଟି ଜୀବନ୍ତ ବୋମା ଜବତ.. ଖଲ୍ଲିକୋଟ : ଗତକାଲି ବିଳମ୍ବିତ ରାତି ରେ ୧୬ ନମ୍ବର ଜାତୀୟ ରାଜପଥ ରେ ଖଲ୍ଲିକୋଟ ପୋଲିସ ପହରା ଜାରି ରଖିଥିବା ବେଳେ ଡକାୟତ ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ର ରୁ

ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ଯାଗ୍ରହ ଆନ୍ଦୋଳନ…

ରାଉରକେଲା : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ନିର୍ଦ୍ଦେଶ କ୍ରମେ ବଣାଇଁ କଂଗ୍ରେସ ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ଅଗ୍ନିପଥ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଥିବା ଦେଖିବାକୁ ମିଳିଛି। ଯେଉଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶର ଚାରିଆଡ଼େ ଅଶାନ୍ତି

ମାସାନ୍ତ ସାହିତ୍ୟ କବିତା ଆସର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ସାହିତ୍ୟ ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ସାମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାହିତ୍ୟିକ କୈଳାଶ ଚନ୍ଦ୍ର

ହେମଗିର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି

ସୁନ୍ଦରଗଡ଼(୨୭/୦୬) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ହେମଗିର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହାର

ଶଙ୍କରାଖୋଲ ବୃହଦାକାର ବହୁମୁଖୀ ସମବାୟ ସମିତିର ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃର ପରିଚାଳନା ପରିଷଦର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯାଇଛି। ଏହି ନିର୍ବାଚନର ପରିଚାଳନା ପରିଷଦର ନିର୍ବାଚିତ ସଦସ୍ୟ ସଦସ୍ୟା ସମୁଦାୟ ୧୪ ଜଣ ଡ଼ାଇରେକ୍ଟର ନିର୍ବାଚିତ ହୋଇଥିବା ବେଳେ

ଚିତ୍ରକୋଣ୍ଡା ବ୍ଲକରେ ୨୬ ଗୋଟି  ଅଭିଯୋଗର ହେଲା ଜନଶୁଣାଣି

ଚିତ୍ରକୋଣ୍ଡା(୨୭/୦୬) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସଭାଗୃହ ଠାରେ ମାଲକାନଗିରି ପିଡି-ଡିଆରଡିଏ ତଥା ମାଲକାନଗିରି ଜିଲା ଭାରପ୍ରାପ୍ତ ଜିଲାପାଳ ବାଳମୁକୁନ୍ଦ ଭୁଁୟା ଙ୍କ ଅଧକ୍ଷତାରେ ଜିଲ୍ଲାର ତଥା ବ୍ଲକ ର 37 ଜଣ ବିଭାଗୀୟ  ଅଧିକାରୀ ଯଥା - ଚିତ୍ରକୋଣ୍ଡା ବିଡିଓ ରଘୁନାଥ

ଡେଙ୍ଗୁ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା(୨୭/୦୬) : ଚିତ୍ରକୋଣ୍ଡା ରେ ଡେଙ୍ଗୁର ମାତ୍ରାଧିକ ପରିମାଣରେ ବଢ଼ିଚାଲିଥିବା ବେଳେ ଡେଙ୍ଗୁ କୁ ରୋକିବାକୁ ଜିଲା ତଥା ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର  ପ୍ରତୀକ ପ୍ରିୟଦର୍ଶୀ ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ

ବାଲିମେଳା ନଗରର ପ୍ରଥମ କୋଭିଡ ମୃତ୍ୟୁକୁ ପୂରିବ ୨ବର୍ଷ, ସହାୟତା ରାଶିରୁ ବଞ୍ଚିତ ହିତାଧିକାରୀଙ୍କ ପରିବାର

ବାଲିମେଳା (୨୭/୦୬) : କୋରୋନା ମହାମାରୀର ଅଭିଶାପରେ ଯେତେବେଳେ ଅଭିଶପ୍ତ ଥିଲା ସମ୍ପୂର୍ଣ୍ଣ ଦେଶ,ପ୍ରତି ମୁହୂର୍ତ୍ତରେ ବଞ୍ଚିବାକୁ ଚେଷ୍ଟା କରୁଥିଲେ ହଜାର ହଜାର ରୋଗୀ ସେଭଳି ଏକ ଘଡିସନ୍ଧୀ ମୁହୂର୍ତ୍ତରେ କାଳର କରାଳ ଦୃଶ୍ୟ ସହ ଯୁଝି ଯୁଝି ଶେଷରେ ହାରି ଯାଇଥିଲେ ଦାଉଦ୍ ଖରା । ୭୩ ବର୍ଷୀୟ

ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଦ୍ୟୁତ ଦେୟ !

ମାଲକାନଗିରି (୨୭।୬) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ଗ୍ରାମ ପଞ୍ଚାୟତ ସଦର ପୋଟ୍ରେଲ ଗ୍ରାମର ଗଙ୍ଗା ମାଢି ପୂର୍ବରୁ ସରକାରଙ୍କ ବିପିଏଲ ଯୋଜନାରେ ନିଜଘର ପାଇଁ ବିଦ୍ୟୁତ ସଂଯୋଗ ଆଣିଥିଲେ । ସେହି ସମୟରେ ବିଦ୍ୟୁତ ଦେୟ ଦେବାକୁ ପଡୁ ନଥିବା କାରଣରୁ ଦେୟ ବାନ୍ଧିବାକୁ

ଲୋକଙ୍କ ଉଦ୍ୟମରେ ବାଉଁଶ ନଳାରେ ଗାଁକୁ ଆସିଲା ଝରଣାପାଣି

ଦାରିଙ୍ଗବାଡ଼ି(୨୭/୬) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ବହୁ ଯୋଜନା ସହିତ ବହୁ ବ୍ୟୟ ଅଟକଳ କରିଛନ୍ତି। ହେଲେ ଆଜିବି ଅନେକ ଉପାନ୍ତ ଅଞ୍ଚଳ ରହିଛି, ସେହି ଅଞ୍ଚଳ ବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ହୋଇ ରହିଛି। ଯାହାକି କନ୍ଧମାଳ ଜିଲ୍ଲା