Sign in
Sign in
Recover your password.
A password will be e-mailed to you.
ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି। ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ହେଉଛି ସଂଘୀୟ ବ୍ୟବସ୍ଥାର ଦେଶ। ଉଭୟ କେନ୍ଦ୍ର ଓ!-->…
ଟେରର୍ ଫଣ୍ଡିଂ ମାମଲା: ୟାସିନ ମଲିକ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ଟେରର୍ ଫଣ୍ଡିଂ ମାମଲାରେ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନ୍ଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ କ’ଣ ଦଣ୍ଡ ମିଳିବ ସେନେଇ ଆସନ୍ତା ମେ’ ୨୫ ତାରିଖରେ ସ୍ଥିର ହେବ। ଦିଲ୍ଲୀର ଏକ କୋର୍ଟରେ ୟାସିନ!-->…
କଂଗ୍ରେସ ଛାଡ଼ିଥିବା ସୁନୀଲ ଜାଖର ବିଜେପିରେ ମିଶିଲେ
ନୂଆଦିଲ୍ଲୀ: କଂଗ୍ରେସକୁ ଝଟକା ପରେ ଝଟକା ଲାଗିବା ଆରମ୍ଭ ହୋଇଛି। ରାଜସ୍ଥାନରେ ଦଳ ଚିନ୍ତନ ଶିବିର ଶେଷ ହେବା ପରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ିବାରେ ଲାଗିଛନ୍ତି। ବୁଧବାର ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳ ଛାଡ଼ିଥିଲେ। ଆଜି ଦଳକୁ ଆଉ ଏକ ଝଟକା ଲାଗିଛି। କିଛି!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ ପ୍ରତିଯୋଗିତା : ରୟାଲ ଷ୍ଟ୍ରାଇକର ଵିଜୟୀ
ହିଂଜିଳିକାଟୁ, ୧୯।୫ : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ବୁଧବାର ସଂଧ୍ୟାରେ ଏମସିସି ହିଞ୍ଜିଳିକାଟୁ!-->…
ଡ଼ଃ ସପନ କୁମାର ଦିଣ୍ଡାଙ୍କ ବିରଳ ଅସ୍ତ୍ରୋପଚାର : ରୋଗୀର ମୂତ୍ରାଶୟ ରୁ ବହାରକଲେ ୧୨୦୦ଗ୍ରାମ ଓଜନର ପଥର…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ମାଲକାନଗିରି : ମାଲକାନଗିରି ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ଡ଼ଃ ସପନ କୁମାର ଦିଣ୍ଡା ଙ୍କ ଦ୍ୱାରା ଆଜି ଏକ ବିରଳ ଅପରେସନ ଦ୍ୱାରା ଜୈନେକ ରୋଗୀଙ୍କ ମୂତ୍ରାଶୟ ଥଳିରୁ ପ୍ରାୟ୧୨୦୦ଗ୍ରାମରୁ ଅଧିକ ଓଜନର ଏକ ପଥର ବାହାର କରିଛନ୍ତି ।!-->!-->!-->…
ବିଜେପି ର “ବଡ଼ ମେଡ଼ିକାଲ୍ ବଞ୍ଚାଅ” ବିକ୍ଷୋଭ ପ୍ରଦର୍ଶନ ଆଜି ତୃତୀୟ ଦିନରେ…
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ
ବ୍ରହ୍ମପୁର : ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ "ବଡ଼ ମେଡ଼ିକାଲ୍ ବଞ୍ଚାଅ" ଦାବୀରେ ଦଳ ପକ୍ଷରୁ!-->!-->!-->…
ଫୁଲବାଣୀ ଠାକୁରାଣୀ ଯାତ୍ରା : ସମ୍ବଲପୁରୀ ଗୀତରେ ଦୁଲକିଲା ମଣ୍ଡପ…
ଫୁଲବାଣୀ ଜିଲ୍ଲା ପ୍ରତିନିଧି / ନିସର୍ତ୍ତ
ଫୁଲବାଣୀ:-ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରାର ଷୋଡ଼ଶ ଦିବସରେ ସନ୍ଧ୍ୟାରେ ବର୍ଷାସହ ବିଜୁଳି ମାରୁଥିବା ଦେଖିବାକୁ ମିଳିଥିଲା ହେଲେ ମଧ୍ୟ ଦର୍ଶକଙ୍କ ଭିଡ଼ କିଛି କମ ନଥିଲା।ବୁଧବାର ପଞ୍ଚଦେବୀଙ୍କ ସହ ମା କାଳୀ ନଗର ଭ୍ରମଣରେ ଗୋପାଳ ସାହି,!-->!-->!-->…
ସଟସର୍କିଟ ଯୋଗୁ ଘର ଓ ଦୋକାନ ସମ୍ପୂର୍ଣ ନଷ୍ଟ । ସରକାରୀ ସହାୟତା ଦାବି…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଂଚାୟତ ଅଧୀନରେ ଥିବା MPV 53ଗ୍ରାମରେ ଅଘଟଣ ସଟ ସର୍କିଟ ଯୋଗୁ ଆନନ୍ଦ ମଣ୍ଡଳଙ୍କ ଘର ସହ ଦୋକାନ ସମ୍ପୂର୍ଣ ଜଳିପଡି ପାଉଁଶ ହୋଇଯାଇଛି, ପାଖା ପାଖି ଏହାର ଆନୁମାନିକ ମୂଲ୍ୟ 3,ଲକ୍ଷରୁ!-->!-->!-->…
ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ
କେନ୍ଦୁଝର: ଶେଷରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନ ଙ୍କ ପାଖରେ ହାଜର ହେଲେ ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସ ରେ ହାଜର ହେଲେ । ବାରମ୍ବାର ସମନ ପରେ ଶେଷରେ ହାଜର ହେଲେ ଜିଲ୍ଲାପାଳ । ଏମିତିକି ସମନ ସତ୍ତ୍ୱେ ହାଜର ନ ହେବାର!-->…
ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା
ପୁରୀ: ୨ ବର୍ଷର ଅପେକ୍ଷା ପରେ ଆଜି ପୂରଣ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମଳନର ସ୍ୱପ୍ନ । ୨ ବର୍ଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । କିନ୍ତୁ ଚଳିତବର୍ଷ ଭକ୍ତଙ୍କ ଭିଡରେ ସ୍ନାନଯାତ୍ରା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି । ଗତ ଦୁଇ ବର୍ଷରୁ!-->…