Sign in
Sign in
Recover your password.
A password will be e-mailed to you.
ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ଜିଲ୍ଲା ସଭାପତି ବିଧାୟକ ଓ କର୍ମୀଙ୍କୁ ଶପଥ ପାଠ ପଢ଼ାଇଲେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ଆଜି ଜନ ନାୟକ, ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ଶ୍ରାଦ୍ଧବାର୍ଷିକୀ ରେ ବିଧାୟକ ଅଙ୍ଗଦ କଂହର, ପୂର୍ବତନ ବିଧାୟକ ଦେବେନ୍ଦ୍ର କଂହର, ବିଜେଡି ମହିଳା ସଭାନେତ୍ରୀ ପୁନମ କଂହର, ଖଜୁରୀପଡା ବ୍ଲକ ଅଧକ୍ଷା ଅନିମା କଂହର, ଯୁବ ବିଜେଡି!-->…
ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଫୁଲବାଣୀ (୧୭ା୪) : କଳିଙ୍ଗ ଗୌରବ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ ଏବଂ ଫୁଲବାଣୀ ବିଧାୟକ ଅଙ୍ଗଦ!-->…
ଚିକିଟି ବିଜୁ ଜନତା ଦଳ ତରଫରୁ ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ଚିକିଟି : ଚିକିଟି ବିଜୁ ଜନତା ଦଳ ତରଫରୁ ଉତ୍କଳ ର ବରପୁତ୍ର ତଥା ବିଜୁବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏନ ଏସି କାର୍ଯ୍ୟାଳୟ ଠାରେ ସମସ୍ତ କାଉନସିଲର, ବିଜୁକର୍ମୀ, ଛାତ୍ର,!-->!-->!-->…
ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ହିଞ୍ଜିଳିକାଟୁ (୧୭/୪) : କଳିଙ୍ଗର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ରବିଵାର ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ଵ୍ଳକ ବିଜେଡ଼ିର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ପୌରାଞ୍ଚଳ ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ!-->!-->!-->…
ସାଲୁଙ୍କି ନଦୀରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭାଇ-ଭଉଣୀ ମୃତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଛତିଘର ଗାଁ ର ସାଲୁଙ୍କି ନଦୀ ରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇଥିଲେ ।ପାଖରେ ଥିବା ଲୋକେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଟିକାବାଲି ଡାକ୍ତରଖାନା!-->…
ବିହାର କଂଗ୍ରେସର ଦାୟିତ୍ୱ ନେବେ କହ୍ନୈୟା କୁମାର !
ପାଟନା: ବିହାରରେ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସକୁ ପୁଣି ଥରେ ସକ୍ରିୟ କରିବାର ଉଦ୍ୟମ ଆରମ୍ଭ ହୋଇଛି। ବିହାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମଦନ ଝାଙ୍କ ଇସ୍ତଫା ପରେ ନୂତନ ଅଧ୍ୟକ୍ଷ କିଏ ହେବେ, ସେନେଇ କଳ୍ପନା ଜଳ୍ପନାର ଜାରି ରହିଥିବା ବେଳେ ଏବେ ଏକ ନୂଆ ନାଁ ସାମ୍ନାକୁ!-->…
ଭାରତ ଗସ୍ତ ପୂର୍ବରୁ ରୁଷକୁ ନେଇ ଏଭଳି ଟ୍ବିଟ କଲେ ବୋରିସ୍ ଜନସନ
ନୂଆଦିଲ୍ଲୀ: ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏପ୍ରିଲ୍ ୨୧ ତାରିଖରେ ଭାରତରେ ପହଞ୍ଚିବେ ବୋଲି ରବିବାର ଦିନ ତାଙ୍କ କାର୍ଯ୍ୟାଳୟ ସୁନିଶ୍ଚିତ କରିଛି। ଏହା ପୂର୍ବରୁ ବୋରିସ ଜନସନ ଏକ ଟ୍ବିଟ କରିଛନ୍ତି। ଟ୍ବିଟରେ!-->…
ଲଖିମପୁର ହିଂସା: ଆଶିଷ ମିଶ୍ରଙ୍କ ଜାମିନ ବାତିଲ ମାମଲା; ଆସନ୍ତାକାଲି ରାୟ ଘୋଷଣା କରିବେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଲଖିମପୁର- ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବାକୁ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମ କୋର୍ଟ ନିଜର ରାୟ ଘୋଷଣା କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମଣାଙ୍କ ନେତୃତ୍ୱରେ ଗଠିତ!-->…
ସପିଂ ମଲ୍ରେ ଗୁଳିମାଡ଼, ୧୨ ଆହତ
ୱାଶିଂଟନ: ସପିଂ ମଲ୍ରେ ଆଖିବୁଜା ଗୁଳିମାଡ। କିଛି ଦୁର୍ବୃତ୍ତ ସପିଂ ମଲ୍ ଭିତରେ ପଶି ଲୋକଙ୍କ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ଆମେରିକାର ସାଉଥ କ୍ୟାରୋଲିନା ସ୍ଥିତ କଲମ୍ବିଆନ୍ ସହରର ଏକ ମଲ୍ରେ।ସାଉଥ କାରୋଲିନାର କଲମ୍ବିଆନ୍ ସହରରେ!-->…
ରାଜଧାନୀରେ ପୁଣି ଡରାଇଲାଣି କରୋନା, ୧୨୦୦ ଟପିଲା ସକ୍ରିୟ ମାମଲା
ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା। ବେଶ୍ କିଛି ଦିନର ବ୍ରେକ୍ ପରେ ପୁଣି ଉପର ମୁହାଁ ହେବାକୁ ଲାଗିଛି ଏହି ମାରାତ୍ମକ ଭାଇରସ। ଦେଶର ରାଜଧାନୀ ଦିଲ୍ଲୀରେ କରୋନା ପୁଣି କଡ଼ ଲେଉଟାଇଛି। ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।ଶନିବାର ଦିନ!-->…