କୋରାପୁଟରେ ଅତିଶୀଘ୍ର ଆରମ୍ଭ ହେବ ଭିଷ୍ଟାଡମ୍ କୋଚ : ପ୍ରକୃତିକୁ ଉପଭୋଗ କରିବେ ପର୍ଯ୍ୟଟକ…

କୋରାପୁଟ: କୋରାପୁଟ ଦେଇ ଅତି ଶୀଘ୍ର ଚାଲିବ ଭିଶ୍ଟାଡମ୍ କୋଚ(ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବଡ ବଡ କାଚ ଲାଗିଥିବା କୋଚ) । ଏ ନେଇ ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ ସୂଚନା ଦେଇଛନ୍ତି । ଆଜି ଅନୁପ କୋରାପୁଟ ଅଞ୍ଚଳ ଗସ୍ତ କରି ବିଭିନ୍ନ ରେଳଷ୍ଟେସନରେ ଥିବା ସମସ୍ୟା ଓ

ଧାନ କିଣାରେ ଅବହେଳା ଯୋଗୁଁ ୧୩ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଛତ୍ରପୁର : ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବହେଳା ତଥା ଅସହଯୋଗ କରୁଥିବା ୧୩ ଜଣ ମିଲର ଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଚାଷୀଙ୍କ ଧାନ କିଣିବା ପାଇଁ ଟ୍ୟାକ୍ ହୋଇଥିବା

ଆଇପିଏଲ ନିଲାମରେ ସର୍ବାଧିକ ଦାମୀ ଖେଳାଳି ହେଲେ ଇଶାନ କିଷନ, ୧୫ କୋଟିରେ କିଣିଲା ମୁମ୍ବାଇ

ମୁମ୍ବାଇ : ଆଇପିଏଲ ନିଲାମର ପ୍ରଥମ ଦିନରେ ଖେଳାଳିମାନଙ୍କ ପାଇଁ ନିଜର ମନିପର୍ସ ଖୋଲିଦେଇଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଷନଙ୍କୁ ସର୍ବାଧିକ ୧୫ କୋଟି ୨୫ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହିତ ସେ ଆଇପିଏଲ ଇତିହାସରେ ୨ୟ ସବୁଠାରୁ ଦାମୀ ଖେଳାଳିରେ ପରିଣତ

ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥା ହେବା ବୈଧ୍ୟ ହୋଇ ପାରେ: ନିତିନ ଗଡ଼କରୀ

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଆଉ ଦଣ୍ଡିତ ହେବେ ନାହିଁ ବୋଲି ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି। କିନ୍ତୁ, ଏଥିପାଇଁ କେତେକ ନିୟମ ମାନିବାକୁ ପଡ଼ିବ। ଏକଥା ଲୋକସଭାରେ ଘୋଷଣା କରାଯାଇଛି।ମନ୍ତ୍ରୀ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଋଣ ଠକେଇର ପର୍ଦ୍ଦାଫାସ କଲା ସିବିଆଇ

ନୂଆଦିଲ୍ଲୀ : ଦେଶରେ ଆଉ ଏକ ବୃହତ ବ୍ୟାଙ୍କ ଋଣ ଠକେଇ ମାମଲା ସାମନାକୁ ଆସିଛି । ଏହି ଋଣ ଠକେଇ ପରିମାଣ ଏତେ ବଡ଼ ଯେ ତାହା ନିରବ ମୋଦୀ ଦ୍ବାରା କରାଯାଇଥିବା ପିଏନବି ଋଣ ଠକେଇକୁ ବଳିଯାଇଛି ।ସିବିଆଇ ଆଜି ଏବିଜି ସିପୟାର୍ଡ ନାମକ ଏକ ଜାହାଜ ନିର୍ମାଣକାରୀ କମ୍ପାନିର ପ୍ରମୋଟର ଓ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ବାଲିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ପଞ୍ଚାୟତ ସମିତିରେ ଆଗାମୀ ପଞ୍ଚାୟତ ନିର୍ବାଚନ ଚଳିତ ମାସ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ l ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଏହି ପରିପ୍ରେକ୍ଷୀରେ

ଲୋକଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁଥିଲେ ସପା ନେତା, ଭିଡିଓ ଭାଇରାଲ୍ ହେବା ପରେ ମାମଲା ରୁଜୁ

ପ୍ରୟାଗରାଜ ୧୨।୦୨: ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଛି। ବାକି ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଯେଣତେଣ ପ୍ରକାରରେ ୟୁପି ଗାଦି ହାସଲ କରିବାକୁ ଚାହୁଁଛନ୍ତି ସବୁ ଦଳ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗିବା ପରେ ନିର୍ବାଚନ ଆୟୋଗ

ସରକାର ଗଠନ ହେଲେ ଶପଥଗ୍ରହଣ ଉତ୍ସବରେ ୟୁନିଫର୍ମ ସିଭିଲ କୋଡ଼ ଡ୍ରାଫ୍ଟ ତିଆରି କରିବୁ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ ୧୨/୦୨ : କର୍ଣ୍ଣାଟକରେ ଉପୁଜିଥିବା ହିଜାବ ବିବାଦ ପରେ ଏବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଆସିଛି ବଡ ବୟାନ। ସେ କହିଛନ୍ତି ଆମ ସରକାର ଗଠନ ହେଲେ ଶପଥଗ୍ରହଣ ଉତ୍ସବରେ ୟୁନିଫର୍ମ ସିଭିଲ କୋଡ଼ ଡ୍ରାଫ୍ଟ ତିଆରି କରିବୁ। ମୁଖ୍ୟମନ୍ତ୍ରୀ କହିଛନ୍ତି

୫ ରୁ ୧୫ ବର୍ଷର ପିଲାଙ୍କ ଟିକାକରଣ ନେଇ ସୂଚନା ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ ୧୨।୦୨: ଦେଶରେ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ୧୬ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ପରେ ଏବେ ୫ ରୁ ୧୫ ବର୍ଷ ଆୟୁ ବର୍ଗର ପିଲାଙ୍କ ଟିକାକରଣ ପାଇଁ ବିଚାର ବିମର୍ଶ ଚାଲିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶନିବାର କହିଛନ୍ତି, ବିଶେଷଜ୍ଞଙ୍କ

ମମତାଙ୍କ ଅଡ଼ୁଆ ବଢାଉଛନ୍ତି ପୁତୁରା ଅଭିଷେକ ବାନାର୍ଜୀ

କୋଲକାତା: ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସହ ଦଳୀୟ ନେତାଙ୍କ ମତଭେଦ ବଢ଼ିବାରେ ଲାଗିଛି। ଆଉ ଏହି କନ୍ଦଳ ତୀବ୍ର ହେବା ପୂର୍ବରୁ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମମତା। ଏଥିପାଇଁ ଆଜି ସନ୍ଧ୍ୟାରେ ସେ