Sign in
Sign in
Recover your password.
A password will be e-mailed to you.
ଅଣ୍ଟା ବ୍ୟଥା ହେଉଥିବା ମଣିଷକୁ ଦେଲେ ପଶୁ ଇଞ୍ଜେକସନ
ମୟୁରଭଞ୍ଜ: ମଣିଷ ଦେହରେ ପଶୁଙ୍କ ଇଞ୍ଜେକ୍ସନ ଦେଲା ନକଲି ଡାକ୍ତର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା ନେଇ!-->…
ନକଲି ଡାକ୍ତର ରମେଶଙ୍କ ଉପରେ ଲେଖା ହେବ ବହି, ଜେଲରେ ପହଞ୍ଚିଲେ ୪ ଲେଖିକା
ଭୁବନେଶ୍ବର ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଠକାମୀର କାହାଣି ଲେଖକ, ଲେଖିକାଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ଜଣେ ବ୍ୟକ୍ତି ଏତେ ବଡ ଠକ ହୋଇପାରେ ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଓଡିଶାର ୪ ଜଣ ଲେଖିକା, ବଦନାମ ରମେଶଙ୍କ କଳା କାହାଣୀକୁ ନେଇ ବହି ଲେଖିବା ପାଇଁ ଇଛା ପ୍ରକାଶ କରିଛନ୍ତି!-->…
ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା: ଡେମୋ ଦେଖାଇଲା ଲୁଟେରା
ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୁଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୁଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୁଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ,!-->…
ଶ୍ରୀମନ୍ଦିରରେ ଟଳିପଡ଼ି ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହାପ୍ରଭୁଙ୍କ ଦର୍ଶନ ପରେ ଜଣେ ଭକ୍ତଙ୍କର ଜୀବନ ଚାଲିଗଲା। ମହାପ୍ରଭୁଙ୍କ ଦର୍ଶନ ତାଙ୍କ ପାଇଁ ଶେଷ ଦର୍ଶନ ହୋଇଛି। ସେହି ଭକ୍ତ ଜଣଙ୍କ ହେଉଛନ୍ତି ଛତିଶଗଡ ରାଜ୍ୟର ବାସିନ୍ଦା। ତାଙ୍କର ନାମ ୱା.ଜି ମୂର୍ତ୍ତି (୭୨ ବର୍ଷ) ବୋଲି!-->…
ମାହାଙ୍ଗା ଗଣହତ୍ୟା ଘଟଣା: ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ ଶିବ
ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲା । ଜେଲ୍ ଗଲା ଅଭିଯୁକ୍ତ ଶିବ ସାହୁ । ୩ ଦିନିଆ ରିମାଣ୍ଡ ପରେ ସାଲେପୁର କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତ ଶିବକୁ ସାଲେପୁର ସବଜେଲକୁ ପଠାଇ ଦେଇଛି । ଗତକାଲି ଶିବର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସ୍ୱାସ୍ଥ୍ୟ!-->…
ମସ୍ଜିଦରୁ ଲାଉଡ୍ ସ୍ପିକର ହଟାଇବାକୁ ସମୟ ଦେଲେ ରାଜ୍ ଠାକରେ
ମୁମ୍ବାଇ: ମେ’ ୩ ସୁଦ୍ଧା ଯଦି ମସଜିଦଦରୁ ଲାଉଡ୍ ସ୍ପିକର ନହଟେ ତେବେ ହିନ୍ଦୁ ଭାଇମାନଙ୍କୁ ପ୍ରସ୍ତୁତ ରହିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଦେଶର ସବୁ ହିନ୍ଦୁ ପ୍ରେମୀମାନଙ୍କୁ ମେ’ ୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ!-->…
ପୁରୀ ସମୁଦ୍ର ବେଳାଭୂମିରେ ଉଦଘାଟନ ହେଲା ବିଚ୍ କନେକ୍ଟ
ପୁରୀ: ସମୁଦ୍ର ବେଳାଭୂମିରେ ଉଦଘାଟନ ହେଲା ବିଚ୍ କନେକ୍ଟ (beach connect) କାର୍ଯ୍ୟକ୍ରମ । ପୁରୀ ବେଳାଭୂମିକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ସ୍ବଚ୍ଛ ଅଭିଯାନରେ ଛାତ୍ରଛାତ୍ରୀ,ପର୍ଯ୍ୟଟକ, ସ୍ବେଚ୍ଛାସେବୀ ଓ ପୁରୀ ବାସିନ୍ଦା!-->…
ଢେଙ୍କାନାଳ ଗୁଳିମାଡ ଘଟଣା: ଗୋଡାଇ ଗୋଡାଇ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ
ଢେଙ୍କାନାଳ: ଉଗ୍ର ରୂପ ନେଉଛି ଢେଙ୍କାନାଳରେ ଘଟିଥିବା ପୋଖରୀ ଖୋଳାକୁ ନେଇ ଗୁଳିମାଡ ଘଟଣା । ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ନେଉଛନ୍ତି ପ୍ରତିଶୋଧ । ଗୋଡାଇ ଗୋଡାଇ ମୁଖ୍ୟ ଅଭିଯୁକ୍ତଙ୍କ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ!-->…
ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ, ୧୧ ସୁସ୍ଥ
ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୦୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ!-->…
ବିଜେଡି ତରଫରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରୁଛି।
ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିନ୍ଦୁସାଗରରେ ତିଳତର୍ପଣ କରାଯିବା ପରେ ଫରେଷ୍ଟ ପାର୍କରେ ଥିବା ବିଜୁ!-->!-->!-->…