ଛତ୍ରପୁର ରୋଟାରୀ କ୍ଲବ ତରଫରୁ ମେଡିକାଲରେ ସଫେଇ କାର୍ଯ୍ୟକ୍ରମ…

ଛତ୍ରପୁର : ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଟାରୀ କ୍ଲବର ସଭାନେତ୍ରୀ ଏସ୍‌. ରେଖା ମହାନ୍ତି, ୨୦ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତଥା ରୋଟାରୀ କ୍ଲବର ଉପସଭାପତି ଏମ୍‌. ଧନଞ୍ଜୟ ରେଡ୍ଡି,

ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ଗଂଜାମ ଅତିରିକ୍ତ ଜିଲ୍ଲାପାଳ…

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଆଜି ଅଚାନକ ଛତ୍ରପୁର ଏନଏସିର ଗୋପବନ୍ଧୁ ନଗର ସାହି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମର ଯାଂଚ କରିଥିଲେ । ସେଠାରେ ଜଣେ ମାତ୍ର ଶିଶୁ ମା ଙ୍କ ସହ ଥିବା ବେଳେ କେନ୍ଦ୍

ସାହି ବାସିନ୍ଦାଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କଲେ ନବନିର୍ବାଚିତ କାଉନସିଲର…

ଛତ୍ରପୁର : ଛତ୍ରପୁର ଏନଏସିର ୯ ନଂ ୱାର୍ଡ ଅଧିନରେ ଥିବା ନୂଆ ସାହି ଠାରେ କାଉନସିଲର ପ୍ରିତିଛନ୍ଦା ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିର ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ସେମାନଙ୍କ ଆବଶ୍ୟକୀୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ

ଏପ୍ରିଲ ୧୮ରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ୧୮ ତାରିଖ, ସୋମବାର ପୂର୍ବାହ୍ନ ୯ଟାରେ ଏହି କାର୍ଯ୍ୟକ୍ରମ ସୁନ୍ଦରଗଡ଼ସ୍ଥିତ ପ୍ରଗତି ମଣ୍ଡପଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର, ଜଣେ ମୃତ, ଜଣେ ଆହତ

ଫୁଲବାଣୀ (୧୬/୪) : ଶନିବାର ଅପରାହ୍ନରେ ଶଙ୍କରାଖୋଲ ନିକଟରେ ଏକ ହୁଣ୍ଡଆଇ କାର ଭାର ସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏଥ୍‌ରେ ଯାଉଥିବା ବିଦ୍ୟୁତ ବିଭାଗର ଯତ୍ନୀ ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ଅଶ୍ବିନୀ

ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ

ଫୁଲବାଣୀ : ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ପରିସରରେ ଗତ ୪ ତାରିଖରୁ ଠାରୁ ଆରମ୍ଭ ହୋଇତିବା ବାଲିକା ମାନଙ୍କ ନିମନ୍ତେ ଆତ୍ମରକ୍ଷା ତାଲିମ୍ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ଏହିଥିରେ ବିଦ୍ୟାଳୟର ୩୭୧ ଜଣ ଛାତ୍ରୀଙ୍କୁ ୫ଜଣ ପ୍ରଶିକ୍ଷିକା ପ୍ରଶିକ୍ଷଣ ଦେଇଥିଲେ ।

ଚିକିଟି କଲେଜରେ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷିଣ ଶିବିର ଉଦଘାଟିତ

ଚିକିଟି : ଚିକିଟି ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଠଦିନ ବ୍ୟାପି ଆୟୋଜିତ ଏହି ଶିବିର କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଆନୁଷ୍ଠାନିକ ଭାବେ

୧୨୮ ଲିଟର ଦେଶୀ ମଦ ଜବତ, ୨ ଗିରଫ

ହିଞ୍ଜିଳିକାଟୁ (୧୬/୪): ବେଆଇନ ଭାବେ ଦେଶୀ ମଦ ଚାଲାଣ କରିବା ଅଭିଯୋଗରେ ହିଞ୍ଜିଳି ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ଗୋଳନ୍ଥରା ଗ୍ରାମର ପ୍ରଶାନ୍ତ ଦାସ ଓ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ହରିହର ଦାସ । ଏ ନେଇ ହିଞ୍ଜିଳି ଥାନାରେ ୧୮୫/୨୨ ଓ ୧୮୬/୨୨ରେ ୨ଟି ମାମଲା

ଖଲ୍ଲିକୋଟ ବ୍ଲକ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ବନ୍ଦ ହେଲାଣି ୨୨ ପ୍ରାଥମିକ ବିଦ୍ୟାଳୟ, ୨୦ ହାଇସ୍କୁଲରେ ପ୍ରଧାନ…

ଖଲ୍ଲିକୋଟ (୧୬/୪) ରାଜ୍ୟରେ ବ୍ୟାପକ ମାତ୍ରାରେ ସ୍ମାର୍ଟ ସ୍କୁଲ ବା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ କରୋନା ପାଇଁ ବିଗିଡିଯାଇଥିବା ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ପାଇଁ ଏଯାବତ ଠୋସ ଉଦ୍ୟମ ହୋଇପାରି ନଥିବା ଦେଖିବାକୁ ମିଳୁଛି l ପିଲାଙ୍କ ଅଭାବ ଯୋଗୁ ଖଲ୍ଲିକୋଟ

ଛତ୍ରପୁରରେ ଶାକ୍ତପରମ୍ପରାର ଭିନ୍ନରୂପ ଝାମୁଯାତ୍ରା ଅନୁଷ୍ଠିତ

ଛତ୍ରପୁର : ଛତ୍ରପୁରସହର ଉପକଣ୍ଠ କଣମଣା ଗ୍ରାମପଞ୍ଚାୟତ ଅଧୀନସ୍ଥ ତରେଇପାଟପୁର ଗ୍ରାମରେ ବର୍ଣ୍ଣାଢ଼୍ୟ ଉତ୍ସବ ସମାବେଶରେ ଲୋକସଂସ୍କୃତିର ପରମ୍ପରା ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଝାମୁ ଯାତ୍ରା ପ୍ରାୟ ଦୁଇଶହ ବର୍ଷ ଧରି ପ୍ରଚଳିତ ହୋଇଆସିଥିବା କୁହାଯାଏ । ଛତ୍ରପୁର