ଗ୍ରାହକ ସେବା କେନ୍ଦ୍ରର ଜନ୍ମବାର୍ଷିକ ପାଳନ

add-all

ଦାରିଙ୍ଗବାଡି (୧୭/୭) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ଗ୍ରାହକ ସେବା କେନ୍ଦ୍ରର କର୍ମକର୍ତ୍ତା ଗଣ ଏକତ୍ରିତ ହୋଇ ଗ୍ରାହକ ସେବା କେନ୍ଦ୍ରର ଜନ୍ମ ବାର୍ଷିକ ବୁଢା ପଣ୍ଡା ଗ୍ରାହକ ସେବା କେନ୍ଦ୍ରରେ ପାଳନ କରିଛନ୍ତି। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ମ୍ୟାନେଜର ବିନାୟକ ସାବତ ଯୋଗ ଦେଇଥିଲେ। କାର୍ଯ୍ୟ କ୍ରମରେ ଅଞ୍ଚଳର ବ୍ୟବସାୟୀ, ସାଧାରଣ ଗ୍ରାହକ, ଗଣ ମାଧ୍ୟମ ପ୍ରତି ନିଧିଙ୍କ ସହିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଲିଙ୍ଗରାଜ ପଣ୍ଡା, କୁକୁ ମନ୍ତ୍ରୀ, ବିରେନ୍ଦ୍ର ସାହୁ ,ଅନିଲ ବେହେର ଦଳାଇ ଓ ଜିତେନ୍ଦ୍ର ରାଜଗୁରୁ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.