Sign in
Sign in
Recover your password.
A password will be e-mailed to you.
ସାଂସଦଙ୍କୁ ମୋବାଇଲ ନମ୍ବର ମାଗି ହରଡ଼ଘଣାରେ କ୍ରୀଡାସାମଗ୍ରୀ ଭିତ୍ତିକ ବ୍ରାଣ୍ଡ ଡେକାଥଲନ୍
ନୂଆଦିଲ୍ଲୀ: ସାଂସଦଙ୍କୁ ମୋବାଇଲ ନମ୍ବର ମାଗିବାରୁ ହରଡ଼ଘଣାରେ ପଡିଲା କ୍ରୀଡାସାମଗ୍ରୀ ଭିତ୍ତିକ ବ୍ରାଣ୍ଡ ଡେକାଥଲନ୍ | ଏହି କମ୍ପାନି ବିରୋଧରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ସଙ୍ଗୀନ ଅଭିଯୋଗ ଆଣିଛନ୍ତି | ଡେକାଥଲନ୍ ବିରୋଧରେ ମହୁଆ ଟ୍ୱିଟରରେ ଅଭିଯୋଗ କରିଛନ୍ତି | ସୂଚନା ମୁତାବକ!-->…
ଜଣେ ବ୍ୟକ୍ତି ଗୋଟିଏ ପଦବୀ : କମଲନାଥଙ୍କ ପରେ ଅଧୀର ରଞ୍ଜନ ଓ ରଣଦୀପ ସୁରଜେୱାଲାଙ୍କୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟପ୍ରଦେଶରେ ବିରୋଧୀ ଦଳର ନେତା ପଦରୁ କମଲନାଥ ଏହି ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ କମଲନାଥଙ୍କ ପାଖରେ ଦୁଇଟି ପଦବୀ ଥିଲା ଏବଂ ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ ଆଧାରରେ କଂଗ୍ରେସ!-->…
ନେଟଫ୍ଲିକ୍ସ ଓ ଆମାଜନ୍ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ଏସିଆର ଦୁଇ ଧନୀ ବ୍ୟବସାୟୀ
ମୁମ୍ବାଇ/ ଭୁବନେଶ୍ୱର: ଏସିଆ ମହାଦେଶର ଦୁଇ ଧନୀ ବ୍ୟବସାୟୀ ବର୍ତ୍ତମାନ ମନୋରଞ୍ଜନ ଶିଳ୍ପରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ଲାଗି ଯୋଜନା କରୁଛନ୍ତି । ମୁଖ୍ୟତଃ ନେଟଫ୍ଲିକ୍ସ ଓ ଆମାଜନ କବଳରେ ଥିବା ଓଟିଟି ବଜାରରେ ରିଲାଏନ୍ସ ଓ ଆଦାନି ଗ୍ରୁପ ନିଜ ଉପସ୍ଥିତିକୁ ଆଗକୁ ନେଉଛନ୍ତି ।!-->…
ରାଜସ୍ଥାନ କଂଗ୍ରେସରେ ହଟ୍ଟଚମଟ : ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି
ଜୟପୁର: ପୁଣି ବାହାରିଛି ରାଜସ୍ଥାନ କଂଗ୍ରେସର ପୁରୁଣା ରୋଗ। କିଛି ଦିନର ନୀରବତା ପରେ ବରିଷ୍ଠ ନେତା ସଚିନ ପାଇଲଟଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ଏପରି କି ନିଜେ ସଚିନ ପାଇଲଟ ମଧ୍ୟ!-->…
ବିଏସଏଫ ଗାଁରେ ପଶି ଲୋକଙ୍କୁ ହତ୍ୟା କରୁଛି, ତାଙ୍କୁ ପୂରାଇ ଦିଅନି: ମମତା
କୋଲକାତା: ସୀମା ସୁରକ୍ଷା ବଳ ବା ବିଏସ୍ଏଫର କ୍ଷମତା ବୃଦ୍ଧିକୁ ବିରୋଧ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରର ବିଜେପି ସରକାରଙ୍କୁ ନିଶାନା କରି ଏକ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିମି ବଳୟ ଭିତରେ ବିଏସଫକୁ!-->…
ଅଖିଲେଶଙ୍କୁ ମାୟାବତୀଙ୍କ କାଉଣ୍ଟର: କହିଲେ ରାଷ୍ଟ୍ରପତି ନୁହେଁ, ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ
ଲକ୍ଷ୍ନୌ: ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କୁ କାଉଣ୍ଟର କରିଛନ୍ତି ବିଏସ୍ପି ସୁପ୍ରିମୋ ମାୟାବତୀ। ସମାଜବାଦୀ ପାର୍ଟି ପକ୍ଷରୁ ମାୟାବତୀ ରାଷ୍ଟ୍ରପତି ହେବାକୁ ଚାହୁଁଥିବା ଗୁଜବ ପ୍ରଚାର କରାଯାଉଛି ବୋଲି ସେ କହିଛନ୍ତି। ଏଥିସହ ସେ ରାଷ୍ଟ୍ରପତି ନୁହେଁ ବରଂ ରାଜ୍ୟର!-->…
ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ କମଲନାଥ
ଭୋପାଲ: କଂଗ୍ରେସରେ ଏବେ ଇସ୍ତଫା ଓ ପୁର୍ନଗଠନ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ କଂଗ୍ରେସ ନେତା କମଲନାଥ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରିବା ସହ ଡା!-->…
ରାଜଧାନୀରୁ ମିଳିଲା ୫୦ କେଜିର ହେରୋଇନ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ମିଳିଛି ବିପୁଳ ପରିମାଣର ହେରୋଇନ ଓ ନଗଦ ଟଙ୍କା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦିଲ୍ଲୀର ଶାହୀନ ବାଗରୁ ୫୦ କେଜି ଓଜନର ଦାମୀ ହେରୋଇନ, ୪୭ କେଜି ଓଜନର ଅନ୍ୟ ସନ୍ଦିଗ୍ଧ ଡ୍ରଗ୍ସ ଓ ନଗଦ ୩୦ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି।!-->…
ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ମହା ସମାରୋହରେ ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର ସାରା ଓଡ଼ିଶା ର ଆଇନଜୀବୀ ମାନଙ୍କୁ ଆଭାଷୀ କାର୍ଯ୍ୟକ୍ରମ!-->…
ଗଣମାଧ୍ୟମରେ ପ୍ରକାଶିତ ପରେ, ସିମନବାଡ଼ି ପଞ୍ଚାୟତରେ ଗ୍ରାମସଭା ବୈଠକ
ଦାରିଙ୍ଗବାଡ଼ି,୨୮/୪ : ରବିବାର ଦିନ ହେବାକୁ ଥିବା ଗ୍ରାମସଭା ବୈଠକ ବୁଧବାର ଦିନ ସିମନବାଡ଼ି ପଞ୍ଚାୟତରେ ଗ୍ରାମସଭା ବୈଠକ ଆୟୋଜିତ ହୋଇଥିଲା । ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ରବିବାର ଦିନ ଗ୍ରାମସଭା ବୈଠକ ହୋଇନଥିବା ନେଇ ନାଏବ ସରପଞ୍ଚ ଏସ. ସୁନୀଲ କୁମାର ସୁବୁଦ୍ଧି ଙ୍କ ସମେତ!-->…