କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରେବିଙ୍ଗିଆ ପଞ୍ଚାୟତ ସଭାଗୃହରେ କେନ୍ଦ୍ରୀୟ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ପଞ୍ଚାୟତର ୧୩ଟି ଓ୍ବାର୍ଡର ସଭ୍ୟ/ସଭ୍ୟା ସହ ପଞ୍ଚାୟତ ପିଇଓ ଗାଁ ସାଥି ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟାକ୍ଷା ନନ୍ଦିନୀ ପ୍ରଧାନ ଓ…

ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା : ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

ବାଲିଗୁଡ଼ା (୨୮/୦୪) : ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ସ୍ଥାନୀୟ ବାସିନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିଠାରେ ଥିବା ବହୁ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ.ଜି.ବି.ଭି) କସ୍ତୁରବା ଗାନ୍ଧୀ…

ହିଞ୍ଜିଳି ବସଷ୍ଟାଣ୍ଡ ରେ ଘରୋଇ ବସ୍ ମାଲିକ ସଂଘ ଖୋଲିଲା ଜଳଛତ୍ର…

ହିଞ୍ଜିଳିକାଟୁ : ଚଳିତ ମାସ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପ୍ରବଳ ଖରା ହେଉଥିବାରୂ ପଥଚାରୀ ତଥା ଯାତ୍ରୀଙ୍କ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ମାଂ ଵ୍ୟାଘ୍ରଦେଵି ଘରୋଇ ବସ୍ ମାଲିକ ସଂଘ…

ଜୟ ଜଗନ୍ନାଥ ଟ୍ରକରସ ଆସୋସିଏସନର ଲୋକାର୍ପଣ ଉତ୍ସବ…

ସୁନ୍ଦରଗଡ : ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଜୟ ଜଗନ୍ନାଥ ଟ୍ରକରସ ଆସୋସିଏସନର ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟରେ ଏହି ସଂଘ ସାମାଜିକ କଲ୍ୟାଣ ପାଇଁ ପ୍ରଦାନ କରିଛି ଦୁଇଟି ଆମ୍ବୁଲାନ୍ସ, ଦୁଇଟି ଶବ ବାହକ ଯାନ,…

ଓଡିଶାର ମୁଖ୍ୟ ଶାସନ ସଚିବ ଗଞ୍ଜାମ ଜିଲ୍ଲାର ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ ପରିଦର୍ଶନ…

୨୦୨୨ ଡିସେମ୍ବର ସୁଦ୍ଧା ଘଟକେଶ୍ବର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶଛତ୍ରପୁର : ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆଇ.ଏ.ଏସ୍. , ଅତିରିକ୍ତ ଶାସନ ସଚିବ ଜଳ ସମ୍ପଦ ଅନୁଗର୍ଗ, ଆଇ.ଏ.ଏସ୍., ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ଫାଇଭ୍- ଟି) ଭି.…

ତାରିଣୀଙ୍କ ମେଳା ଅନୁଷ୍ଠିତ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଗୋନା ପଞ୍ଚୟେତର ଭାରଷଣ୍ଡି ଡି, ଏନ, କେ, ଗ୍ରାମରେ ଶ୍ରୀ ଶ୍ରୀ ମା ତାରିଣୀଙ୍କ ମେଳା ଅନୁଷ୍ଠିତ ହେଉଅଛି ଉକ୍ତ ମେଳାରେ ବହୁ ଦୁର ଦୁରାନ୍ତର ରୁ ଅନେକ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ ପାଇଁ ଆସି ଥାନ୍ତି ଏହି ମେଳା ପାଇଁ ଅନେକ…

ଭିଜିଲାନ୍ସ ଜାଲରେ ପୁର୍ବତନ ଏ ଏସ ଆଇ ଜୟଦାସ ଖରା…

ମାଲକାନଗିରି : ମାଲକାନଗିରିର ପୂର୍ବତନ ASI ଜୟଦାସ ଖରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା କାଳୀନ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଡିଭିଜନ ର ମିଳିତରେ ଚାଲିଛି ଚଢ଼ାଉ।କିଛିଦିନ ତଳେ ଗଞ୍ଜେଇ କାରବାର ରେ ଗିରଫ ହୋଇଥିଲେ ଜୟଦାସ ଖରା ।ଗଞ୍ଜେଇ କାରବାର ରୁ ଉପାର୍ଜିତ କଳା ଧନ…

କେନ୍ଦୁପତ୍ର ବ୍ୟବସାୟରେ ପୁଣି ଶିଶୁ ଶ୍ରମିକ ନିୟୋଜିତ : ନିଘୋଡ଼ ନିଦ୍ରାରେ ଜିଲ୍ଲା ପ୍ରଶାସନ..

ଶିଶୁ ଶ୍ରମିକ ଧର୍ମକୁ ଆଖିଠାର...! ମାଲକାନଗିରି : ପ୍ରତିବର୍ଷ ଏପ୍ରିଲ ମାସ ଦ୍ଵିତୀୟ ସପ୍ତାହ ବେଳକୁ ଆରମ୍ଭ ହୁଏ କେନ୍ଦୁପତ୍ର ବ୍ୟବସାୟ । ଏହି ସମୟରେ ଚଳ ଚଞ୍ଚଳ ହୋଇପଡନ୍ତି କେନ୍ଦୁପତ୍ର ତୋଳାଳୀ ଓ ବ୍ୟବସାୟୀ। କେନ୍ଦୁପତ୍ର ବ୍ୟବସାୟରେ ପୁଣି ଶିଶୁ ଶ୍ରମିକ ନିୟୋଜିତ । ନିଘୋଡ଼…

ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ବାଚନ ପାଇଁ ବ୍ରହ୍ମପୁର ଜ଼ିଲ୍ଲାର ପ୍ରାର୍ଥୀ ପତ୍ର ଦାଖଲ

ବ୍ରହ୍ମପୁର (୨୭/୦୪) : ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ବାଚନ ପାଇଁ ବ୍ରହ୍ମପୁର ଜ଼ିଲ୍ଲାର ଦୁଇଟି ଦଳ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ଗୋଟିଏ ଦଳରେ ସଭାପତି କାଳିଚରଣ ଷଢଙ୍ଗି, ଉପ ସଭାପତି ବ୍ରହ୍ମ ନାରାୟଣ ସାମନ୍ତରା, ସମ୍ପାଦକ କେ. ଶ୍ରୀନିବାସ ପାତ୍ର, କୋଷlଧକ୍ଷ ଅନିଲ…

ଟାଣଖରାରେ କଲେଜଛାତ୍ରୀ ଟଳିପଡିଲେ, ଅଂଶୁଘାତ ଆଶଙ୍କା

ହିଞ୍ଜିଳିକାଟୁ (୨୭/୪) : ହିଞ୍ଜିଳିକାଟୁ ବ୍ଲକ ଓ ପୌରାଚଂଳରେ ୪ରୁ ୫ ଦିନ ହେଲା ପ୍ରବଳ ଗରମ ଅନୁଭୂତ ହେଉଛି । ଏଥିସହ ଝାଞ୍ଜି ପବନ ପ୍ରବାହିତ ହେଉଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି । ଗତକାଲି ଜୈନିକ କଲେଜ ଛାତ୍ରି ହିଞ୍ଜିଳିକାଟୁ ଵସଷ୍ଟାଣ୍ଡ ପରିଷରରେ ଗ୍ରାମକୁ ଯିବାପାଈଁ ଵସ କୁ…