ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ, ୧୮ ମାସରେ ହେବ…

ଭୁବନେଶ୍ୱର: କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା…

ଆସନ୍ତାକାଲି ଠାରୁ ମେ ୨ ତାରିଖ ଯାଏଁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଥିବା ତାପମତ୍ରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ୨୮ ଏପ୍ରିଲ୍‌ରୁ ମେ ୨ ତାରିଖ ଯାଏଁ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ନେଇ ଘୋଷଣା ହୋଇଛି ।…

ପୂର୍ବଭଳି ଚଳାଚଳ କରିବ ସମତା ଏକ୍ସପ୍ରେସ୍‌

ଭୁବନେଶ୍ବର : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ଠାରୁ ୨୬…

ଜେଲ୍‌ରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତେବେ ସ୍ବାସ୍ଥ୍ୟଜନିତ ସମସ୍ୟା…

ଗ୍ରୀଷ୍ମପ୍ରବାହ ଯୋଗୁଁ ମାଟ୍ରିକ ପରୀକ୍ଷା ସୂଚିରେ ସାମାନ୍ୟ ପରିବର୍ତ୍ତନ

କଟକ: ରାଜ୍ୟରେ ଆସନ୍ତା ଏପ୍ରିଲ ୨୯ ରୁ ଆରମ୍ଭ ହୋବାକୁ ଯାଉଛି ମାଟ୍ରିକ ପରୀକ୍ଷା। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଏହି ମାଟ୍ରିକ ପରୀକ୍ଷା ସୂଚିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦ୍ବିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ ହେବ । ସେକେଣ୍ଡ ସିଟିଂରେ ହେବାକୁ ଥିବା…

ପାରାଦୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ’

ଜଗତସିଂହପୁର : ପାରାଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ (coastal security exercise Sagar Kavach) ୱାନ । ଓଡିଶା ପୋଲିସ, ସାମୁଦ୍ରିକ ପୋଲିସ,ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ସମସ୍ତ ସାମୁଦ୍ରିକ ଥାନାର ମିଳିତ ଉଦ୍ୟମରେ ଏହି…

ରାଜଧାନୀରେ ଗର୍ଜିଲା ଓଡ଼ିଶା ବୀର ମହାସଂଘ : ଦାବି ପୂରଣ ନହେଲେ ଦିଲ୍ଲୀ ଚାଲ ଆନ୍ଦୋଳନ

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କରି ପୁଣି ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ବୀର ମହାସଂଘ । ହାତରେ ଖଣ୍ଡା, ଢାଲ, ଖଡ୍ଗ, ମୁଦ୍ଗର, ଫାର୍ଶା ଓ ବର୍ଚ୍ଚା ଧରି ରାଜଧାନୀରେ ଗର୍ଜିଲେ । କହିଲେ ଆମ ଦାବି ପୂରଣ କର ନହେଲେ , ଦିଲ୍ଲୀ ଚାଲ ଆନ୍ଦୋଳନ । …

ବନ୍ଧୁକ କାରଖାନାରେ ଚଢ଼ାଉ: ଦେଶୀ ବନ୍ଧୁକ-ଗୁଳି ଜବତ, ୨ ଗିରଫ

ଖୋର୍ଦ୍ଧା : ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ଏ ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଓ ଗୁଳି ଜବତ କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଜଙ୍ଗଲରେ ଥିବା ଏକ…

ସାଂସଦ ଅପରାଜିତଙ୍କ ପୁରୀ ଗସ୍ତ, ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନ୍ନା ଖାଁ

ଭୁବନେଶ୍ବର: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ନିୟମ ମାନିବା ସମସ୍ତଙ୍କର କର୍ତ୍ତବ୍ୟ । ଯଦି ପ୍ରଶାସନ ଅନୁମତି ଦେଇନାହିଁ ତାହେଲେ ଆଇନ ଶୃଙ୍ଖଳା ପରିସ୍ଥିିିତି ଥାଇପାରେ । ଜବରଦସ୍ତି କିଛି…

ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଲୁଟେରାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକେ ନିଜର କଷ୍ଟ ଅର୍ଜିତ ସମ୍ପତ୍ତି କୁ ହରାଇ ବସୁଛନ୍ତି । ତେବେ ଏହି ଲୁଟ୍ ଘଟଣାରେ ପୋଲିସ୍ ଆକ୍ସନ୍ ମୁଡ଼୍ କୁ ଆସିଥିବା ବେଳେ ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ…