Sign in
Sign in
Recover your password.
A password will be e-mailed to you.
କରାଚୀ ଆତ୍ମଘାତୀ ବିସ୍ଫୋରଣକାରିଣୀ ଥିଲେ ଜଣେ ସ୍ନାତକୋତ୍ତର, ୨ ସନ୍ତାନର ଜନନୀ ତଥା ଡାକ୍ତରଙ୍କ ପତ୍ନୀ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ କରାଚୀ ବିଶ୍ବବିଦ୍ୟାଳୟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଥିବା ଶାରି ବାଲୋଚ୍ ଥିଲେ ଉଚ୍ଚ ଶିକ୍ଷିତା, ଦୁଇଟି ସନ୍ତାନର ଜନନୀ ଓ ଜଣେ ଡାକ୍ତରଙ୍କ ପତ୍ନୀ। ଉକ୍ତ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ଜଣ ଚୀନା ନାଗରିକଙ୍କ ସମେତ ୪ଜଣଙ୍କର ମୃତ୍ୟୁ!-->…
ମୋଦିଙ୍କୁ ଚିଠି ଲେଖିଲେ ୧୦୦ ବ୍ୟୁରୋକ୍ରାଟ, ବନ୍ଦ ହେଉ ଘୃଣାର ରାଜନୀତି
ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଦେଶରେ ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସମସ୍ତଙ୍କୁ ବ୍ୟଥିତ କରିଛି। ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ବଢ଼ୁଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବ୍ୟୁରୋକ୍ରାଟ । ଏଥିପାଇଁ ପାଖାପାଖି ୧୦୦ ଜଣ ପୂର୍ବତନ!-->…
ତୈଳ ଦର ବୃଦ୍ଧିକୁ ନେଇ ନିରବତା ଭାଙ୍ଗିଲେ ମୋଦି
ନୂଆଦିଲ୍ଲୀ: ସମ୍ପ୍ରତି ଲଗାତାର ତୈଳ ଦର ବୃଦ୍ଧିକୁ ବିରୋଧ କରି ବିରୋଧୀ ହଙ୍ଗାମା ଜାରି ରଖିଥିବା ବେଳେ କେନ୍ଦ୍ରର ମୋଦି ସରକାରଙ୍କୁ ନିଶାନା କରିଆସୁଛନ୍ତି। ସାଧାରଣ ଲୋକଙ୍କୁ ତୈଳ ଦର ଅତିଷ୍ଟ କରିଥିବା ବେଳେ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଉତ୍ତର ମାଗି ଆସୁଛନ୍ତି। ତେବେ!-->…
ବାତିଲ ହୋଇପାରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ ୨ ବୋର୍ଡ ପରୀକ୍ଷା, ନିଷ୍ପତ୍ତିକୁ ଅପେକ୍ଷା
ନୂଆଦିଲ୍ଲୀ ୨୭/୪: ବାତିଲ ହୋଇପାରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ ୨ ବୋର୍ଡ ପରୀକ୍ଷା । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇପାରନେତି ସରକାର । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ହେଉଛି ।!-->…
କେଉଁ ସୁଦୂର ମହାକାଶରୁ ଉଲ୍କାଦ୍ବାରା ପୃଥିବୀକୁ ଆସିଛି ଜୀବସତ୍ତା
ନୂଆଦିଲ୍ଲୀ: ସୁଦୂର ଅନ୍ତରୀକ୍ଷରୁ ପୃଥିବୀକୁ ଜୀବନର ରାସାୟନିକ ସାମଗ୍ରୀ (ଡିଏନ୍ଏ) ଆସିଥିବା କଥା ଉଲ୍କା ପିଣ୍ଡରେ ଥିବା ଶିଳା ବିଶ୍ଳେଷଣରୁ ଜଣାପଡ଼ିଛି। ଅଙ୍ଗାର ପାଲଟି ଯାଇଥିବା ୩ଟି ଉଲ୍କା ଖଣ୍ଡରୁ ‘ନ୍ୟୁକ୍ଲିଓବେସ୍’ ଆବିଷ୍କୃତ ହୋଇଥିବା କଥା ‘ହୋକ୍କାଇଦୋ ୟୁନିଭର୍ସିଟି’ର!-->…
ପକ୍ଷୀଠାରୁ ମଣିଷକୁ ଡେଇଁଲା ବାର୍ଡ଼ ଫ୍ଲୁ, ଚାଇନାରେ ପ୍ରଥମ ରୋଗୀ ଚିହ୍ନଟ
ବେଜିଂ: ଡେଇଁଲା ବାର୍ଡ଼ ଫ୍ଲୁ ସଂକ୍ରମଣ। ପଶୁ-ପକ୍ଷୀଙ୍କଠାରୁ ମଣିଷକୁ ଡେଇଁଛି ଏହି ସଂକ୍ରମଣ। ପ୍ରଥମ କରି ଚାଇନାର ଜଣେ ମଣିଷଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଠାବ ହୋଇଛି। ସମ୍ପୃକ୍ତ ରୋଗୀଙ୍କଠାରେ H3N8 ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଯାହାକୁ ଆଭିଏନ୍ ଫ୍ଲୁ କୁହାଯାଉଛି। ତେବେ ଏହି ଭତାଣୁ ବେଶୀ!-->…
କୋଭିଡ୍ ଭୟ ଟଳି ନାହିଁ, କିନ୍ତୁ ଏବେ ଭାରତର ଅବସ୍ଥା ଭଲ ଅଛି: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଏବେ ମଧ୍ୟ କୋଭିଡ୍ ଭୟର ଅବସାନ ଘଟିନାହିଁ। ତେଣୁ, ଜନସାଧାରଣ ଏହି ରୋଗ ଲାଗି ସମସ୍ତ ସତର୍କତା ମାନିବା ଉଚିତ ବୋଲି ଆଜି କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ‘ଭିଡିଓ କନ୍ଫରେନ୍ସିଙ୍ଗ୍’ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ବିପଦ ଥିବା ସତ୍ତ୍ବେ ଏବେ ଭାରତର!-->…
ମାଲକାନଗିରି ଜିଲ୍ଲା ବ୍ୟବସାୟୀ ସଙ୍ଘର ପ୍ରଥମ ବାର୍ଷିକ ସମ୍ମିଳନୀ…
ମାଲକାନଗିରି : ଜିଲ୍ଲା ବ୍ୟବସାୟୀ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଜିଲ୍ଲା ତଥା ଜିଲ୍ଲା ବାହରରୁ ବହୁବ୍ୟବସାୟୀ ଯୋଗଦେଇଛନ୍ତି । ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ସ୍ୱଇଛାରେ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ!-->!-->!-->…
ବାଲିମେଳା : ଡଙ୍ଗା ଦୁର୍ଘଟଣାରେ ନିଖୋଜ ଥିବା ମୃତ ଦେହ ଉଦ୍ଧାର…
ଚିତ୍ରକୋଣ୍ଡା : ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଂଚଳରେ ବାଲିମେଳା ଜଳଭଣ୍ଡାର ରେ ଡଙ୍ଗା ବୁଡି ଘଟଣା ରେ ଦୁଇ ଜଣ ନିଖୋଜ ଥିଲେ। ଆଜି ସକାଳୁ ଦୁଇ ନିଖୋଜ ଥିବା ବ୍ୟକ୍ତି ଶବ ଉଦ୍ଧାର ହୋଇଛି। । ନାରିଙ୍ଗଝୋଲା ଗ୍ରାମରେ ସୋମବାର ସାପ୍ତାହିକ ହାଟ ସାରି ଏକ!-->…
ଜଙ୍ଗଲ ଗ୍ରାମ ସାନ ଢବାଖୋଳକୁ ମିଳିବ ରାଜସ୍ୱ ଗ୍ରାମର ମାନ୍ୟତା : ଗ୍ରାମବାସୀ ପାଳନ କାଲେ ରାଜସ୍ୱ ଗ୍ରାମର ଉଦ୍ଘାଟନୀ…
ସୁନ୍ଦରଗଡ଼ : ବିଗତ ତିନି ତିନିଟି ଶାସନ କାଳରୁ ପ୍ରକୃତି କୋଳରେ ବସତି ସ୍ଥାପନ କରିଥିବା ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକ ନିଜ ନିଜ ଭିଟା ମାଟିର ପରିଚୟ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି ତଥା ସଂଘର୍ଷ ଜାରି ରଖିଛନ୍ତି। ସେହିପରି ଏକ ଆଦିବାସୀ ବହୁଳ ଜଙ୍ଗଲ ଗ୍ରାମ ହେଉଛି!-->…