ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ; ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହ। ପୁଣି ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସତର୍କ ସୂଚନା ଜାରି କରାଯାଇଛି। ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ହେବା ସହ ତାତିରୁ ନିସ୍ତାର ମିଳିବ ନାହିଁ। ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲା…

ପଦଯାତ୍ରା ପାଇଁ ମିଳିଲାନି ଅନୁମତି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ସାଂସଦ ଅପରାଜିତା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶ୍ରୀମନ୍ଦିର ଦର୍ଶନ କରି ଫେରିଛନ୍ତି । ପୂର୍ବାହ୍ନରେ ସାଂସଦ ଷଡ଼ଙ୍ଗୀ ପ୍ରାୟ ୨୦ ଟି ଗାଡ଼ିରେ ତାଙ୍କ ସମର୍ଥକଙ୍କ ସହ ପୁରୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ…

ସାମାନ୍ୟ ବଚସାରୁ ଗୁଳି ମାଡ଼, ଦୋକାନୀ ଗୁରୁତର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡିବାହାଳି ଛକରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ସୂଚନା ଅନୁଯାୟୀ ଖଡିବାହାଳି ଛକରେ ଜଗବନ୍ଧୁ ମହାପାତ୍ରଙ୍କର ଏକ ଦୋକାନ ରହିଛି। ଗତକାଲି ରାତିରେ ଜଗବନ୍ଧୁ ଦୋକାନ ବନ୍ଦ କରିବା ସମୟରେ ଦୁଇଜଣ ଯୁବକ ଦୋକାନକୁ ଯାଇ ସିଗାରେଟ…

କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ସୁର, କହିଲେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ

ଭୁବନେଶ୍ୱର: କଂଗ୍ରେସ ନେତା ସୁରେଶ ରାଉତରାୟ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ସେ କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି। ପୁଣି ଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସେହି କଥାକୁ କହଛନ୍ତି। ସୁର କହିଲେ, ଏ ଦୁହେଁ ବି ପିସିସି ସଭାପତି ନେଇ ନବୀନଙ୍କ କଥା…

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡାଇ ନେଲେ ସହଯୋଗୀ

ବାଲେଶ୍ବର: ବେଆଇନ ମଦ କାରବାର କରୁଥିବା ଅଭିଯୁକ୍ତକୁ ଗିରଫ କରି ଆଣିବା ବେଳେ ଅବକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କଲା ଅଭିଯୁକ୍ତର ସହଯୋଗୀ । ଅଭିଯୁକ୍ତକୁ ଖସାଇବା ସହ ଚମ୍ପଟ ମାରିଲା ଆକ୍ରମଣକାରୀ । ସେପଟେ ଅବକାରୀ କର୍ମଚାରୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ହିଞ୍ଜିଳି : ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତୀ କାର୍ଯ୍ୟାଳୟ ସଭାଗୃହରେ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସହ ଶିଶୁ ସୁରକ୍ଷା କମିଟି ତଥା ବ୍ଲକସ୍ତରୀୟ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପିଡି ଡିଆରଡିଏ ସିନ୍ଧେ ଦତ୍ତତ୍ରୟ ଭାଉ…

ଆଇପିଏଲ୍‌: ବାଙ୍ଗାଲୋରକୁ ହରାଇ ଶୀର୍ଷରେ ରାଜସ୍ଥାନ

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୩୦ ରନ୍‌ରେ ହରାଇ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି। ମଙ୍ଗଳବାର ରାଜସ୍ଥାନ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମାତ୍ର ୧୧୫ ରନ୍ କରିବା ସହ…

ସଜାଡ଼ି ହେଉଛି କଂଗ୍ରେସ: ଭୂପିନ୍ଦର ହୁଡ୍ଡାଙ୍କ ବିଶ୍ୱସ୍ତଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ନିଜର ଅସଜଡ଼ା ଘରକୁ ସଜାଡ଼ିବା ଆରମ୍ଭ କରିଛି କଂଗ୍ରେସ। ପ୍ରଥମ ପଦକ୍ଷେପ ସ୍ୱରୂପ ଦଳ ହରିଆଣାରେ ସାଂଗଠନିକ ପରିବର୍ତ୍ତନ କରିଛି। କଂଗ୍ରେସ ପକ୍ଷରୁ ଉଦୟ ଭାନଙ୍କୁ ହରିଆଣାର ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ କୁମାର ସୈଲଜା ଏହି ପଦବୀରେ ଥିଲେ। ହେଲେ ତାଙ୍କୁ ନିୟମିତ…

ରଥ ଟଣା ବେଳେ ଅଘଟଣ; ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ

ଚେନ୍ନାଇ: ତାମିଲନାଡ଼ୁର ତଞ୍ଜାବୁର ଜିଲ୍ଲାର କାଲିମେଡ୍ଡସ୍ଥିତ ଏକ ମନ୍ଦିରରେ ଆଜି ସକାଳୁ ଘଟିଯାଇଛି ହୃଦୟ ବିଦାରକ ଘଟଣା। ମନ୍ଦିରର ରଥ ଟଣା କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୧୦ ଜଣଙ୍କ ଜୀବନହାନୀ ହୋଇଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା…

ଅଙ୍ଗ୍‌ ସାନ୍‌ ସୁ କି’ଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କଲେ ମିଆଁମାର୍‌ର ସାମରିକ ଅଦାଲତ

ନୂଆଦିଲ୍ଲୀ: ଆଜି ସାମରିକ ଶାସନାଧୀନ ମିଆଁମାରର ରାଜଧାନୀ ନେପିୟିଦରେ ଏକ ଅଦାଲତ ଦେଶର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ କି’ଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ଫେବ୍ରୁଆରି ମାସରେ ସେନାଦ୍ବାରା ବିତାଡ଼ିତ ୭୬ ବର୍ଷୀୟ ସୁ…