ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଚିତ୍ରକୋଣ୍ଡା (୨୭/୦୪) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ଆହ୍ୱାନ କ୍ରମେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି ଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ତଥା…

୫ଟି ନାମରେ ସ୍ଵଛତା କମ୍, ହରିଲୁଟ ବେଶୀ, ନିର୍ମାଣ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାର

୨ ମଇରେ ଗଞ୍ଜାମ ଜିଲ୍ଲାର ସମସ୍ତ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବ୍ରହ୍ମପୁର (ତା ୨୭/୦୪) : ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମ।ଣ ଶ୍ରମିକ କଲ୍ୟାଣ ବୋର୍ଡର ସ୍ଵଛତା ପ୍ରତି ପ୍ରଶ୍ନ କରି ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ସହ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ…

ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ବିଜେପିର ସମୀକ୍ଷା ବୈଠକ

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମହାନଗର ପକ୍ଷରୁ ୨୦୨୨ ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ଏକ "ସମୀକ୍ଷା ବୈଠକ" ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ତାନୀୟ ହୋଟେଲ ମୟୁରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ତାଲିମ୍ କାର୍ଯ୍ୟକ୍ରମ

ଛତ୍ରପୁର (୨୭.୪) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ମୁକାବିଲା ନିମନ୍ତେ ବୁଧବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରାକ୍ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…

ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ନିର୍ଵାଚିତ ଜନ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ବୈଠକ, ପାନୀୟ ଜଳ, ଶିକ୍ଷା ଓ…

ହିଞ୍ଜିଳିକାଟୁ (୨୭/୪) : ହିଞ୍ଜିଳିକାଟୁ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଵୁଧବାର ହିଞ୍ଜିଳିକାଟୁ ମୁନିସିପାଲଟି ଅଧ୍ୟକ୍ଷ ସୁବାସ ପଲେଈ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ, ଉପାଧ୍ୟକ୍ଷ ଓ କାଉନସିଲରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ…

ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ଆୟୋଜିତ

ମାଲକାନଗିରି : ଆଜି ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ମହାକୁମ୍ଭ ମହା ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥ୍‌ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ…

ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୨୪ ସହର, ସୋନପୁର ସବୁଠୁୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ବୁଧବାର ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ବା ତା' ଉପରେ ରହିଛି। ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ସେଲ୍‌ସିୟସ…

୮ଗୋଟି ଗ୍ରାମପଞ୍ଚାୟତର ନିର୍ମାଣ ଶ୍ରମିକ ଓ ରଥ ଏଜେନ୍ସିର ବନ୍ଧୁ ମିଳନ ବୈଠକ

ଦାରିଙ୍ଗବାଡି, ତା୨୭/୦୪ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ, ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତର ନିର୍ମାଣ ଶ୍ରମିକ ମାନଙ୍କୁ ନେଇଁ ବ୍ରାହ୍ମଣୀଗାଁ ସ୍ଥିତ ଆର ଏମ ପି ପରିସରରେ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ପାଇଁ ଦୁଇବର୍ଷଧରି ନିର୍ମାଣ ଶ୍ରମିକ…

ଭୁବନେଶ୍ୱରରେ ପିଲା ଚୋରି ଅଭିଯୋଗ, ସ୍ୱାମୀ ସ୍ତ୍ରୀ ଥାନାରେ ଅଟକ

ଭୁବନେଶ୍ବର: ୨୦ ହଜାର ଟଙ୍କାରେ ୧୧ ବର୍ଷର ପିଲାକୁ ବିକ୍ରି ଉଦ୍ୟମ। ପିଲା ଚୋରି ଅଭିଯୋଗରେ ସ୍ୱାମୀ ସ୍ତ୍ରୀ ଥାନାରେ ଅଟକ। ନୟାଗଡ଼ର ଏକ ଦମ୍ପତିଙ୍କୁ ଖଣ୍ଡଗିରି ଥାନା ପୋଲିସ୍‌ ଅଟକ ରଖି ପଚରା ଉଚରା କରୁଛି । ଗତକାଲି ଜାଗମରା ଗାଁରୁ ଜଣେ ୧୧ ବର୍ଷର ପିଲାକୁ ସେମାନେ ନେଇ ଯାଇଥିଲେ। ଆଉ ୩…

ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ

ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ…