ଆଗାମୀ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୨୧।୦୪: ବର୍ତ୍ତମାନ ଓଡ଼ିଶାରେ ଉଦବେଗ ଜନକ ସ୍ଥିତି ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପୂର୍ବ ଲହର ଗୁଡିକରେ ଦେଖାଯାଇଛି…

୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ବାରା ଏହି…

ଚଳିତ ମାସ ୨୪ରୁ ଗଡ଼ିବ ଭୁବନେଶ୍ୱର-ମହୀପୁର ପାସେଞ୍ଜର ଟ୍ରେନ

ନୟାଗଡ଼,୨୧/୦୪: ଚଳିତ ମାସ ୨୪ରୁ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ମହୀପୁର ଗଡ଼ିବ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ସମୟ ସାରଣୀକୁ ନେଇ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ରେନ ନଂ-୦୮୪୨୯ ଭୁବନେଶ୍ୱର-ମହୀପୁର ସ୍ୱତନ୍ତ୍ର ପାସେଞ୍ଜର…

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ସମୟ ନେଲା ASI

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ପୁନଃ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିସ୍ତୃତ ତଥ୍ୟ ରଖିବା ପାଇଁ ASI ହାଇକୋର୍ଟରେ ସମୟ ନେଇଛନ୍ତି। ମାମଲାରେ ଏକ ଇଣ୍ଟରଭେନିଂ…

ଛତ୍ରପୁରରେ ଏନଫୋର୍ସମେଣ୍ଟ ଟିମର ତଦାରଖ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଏନଏସିି ପ୍ରଶାସନ ପକ୍ଷରୁ ବହୁ କାର୍ଯ୍ୟକ୍ରମ କରାଯାଉଛି । ଛତ୍ରପୁର ଏନଏସିରେ ଥିବା ସମସ୍ତ ଦୋକାନୀ ମାନେ ନିଜ ଦୋକାନର ୫ ମିଟର ବ୍ୟବଧାନକୁ ନିଜେ…

ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ

ଭୁବନେଶ୍ୱର: ନିଖୋଜର ୫ ଦିନ ପରେ ଉଦ୍ଧାର ହେଲା ନାବାଳିକା । ଶିଖରଚଣ୍ଡି ବସ୍ତିର ଜଣେ ନାବାଳିକା ୫ ଦିନ ତଳେ ନିଖୋଜ ଥିବା ବେଳେ ତାଙ୍କୁ ଇମ୍ଫୋସିଟି ପୁଲିସ ଓ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ ଅଭିଯୁକ୍ତ ଜଣକ ନାବାଳିକାକୁ ଚନ୍ଦ୍ରଶେଖରପୁରରେ ଧରି ବୁଲୁଥିଲା । ବୁଲୁଥିବା…

ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା ଓ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କନ୍ଧମାଳ ତରଫରୁ ଆଜି ଗୁରୁବାର ଦିନ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭାଗୃହ ଠାରେ  ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା, ଚକାପାଦ, ଟିକାବାଲି ଓ ଜି ଉଦୟଗିରି ୬ଟି ପଞ୍ଚାୟତସମିତର ଅଧ୍ୟକ୍ଷ,ସମିତି ସଭ୍ୟ ସଭ୍ୟା,ଜିିଲ୍ଲାପରିଷଦ ସଭ୍ୟ ସଭ୍ୟା ଓ ସରପଞ୍ଚ…

ମିଶନ ଶକ୍ତିର ମା’ଙ୍କ ପାଇଁ ନୂଆ ଜୀବିକା : ‘ଉତ୍କଳ କିଚେନ୍’

ସୁନ୍ଦରଗଡ଼ରେ ବ୍ଲକସ୍ତରରେ ‘ଉତ୍କଳ କିଚେନ୍’ – ସ୍ୱାସ୍ଥ୍ୟକର ପରିବେଶ ଏବଂ ଉଚିତ ଦରରେ ଲୋକଙ୍କୁ ମିଳୁଛି ସ୍ୱାଦିଷ୍ଟ ଆହାର ରାଉରକେଲା: ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ ଖୋଲାଯାଉଛି। ପାଇଲଟ୍ କାର୍ଯ୍ୟକ୍ରମ ଭାବେ…

ମାକୁ କୁରାଢୀରେ ହାଣି ହତ୍ୟାକଲା ପୁଅ

ମୋରଡ଼ା, ୨୧/୦୪ : ମାର ସ୍ନେହ ମମତା ଭୁଲିଗଲା ଜନ୍ମକଲା ପୁଅ। ନିଶାସକ୍ତ ଅବସ୍ଥାରେ ମାକୁ କୁରାଢୀରେ ହାଣି ହତ୍ୟା କଲା ମାତୃହନ୍ତା ପୁଅ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଚାକୁଳିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ…

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ

କଟକ: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାଷ ସିଂ । ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ସୁବାସ । ଏନେଇ ଆଜି ବିଦ୍ଧିବଦ୍ଧ ଘୋଷଣା କରିଛନ୍ତି ସୁବାସ…