ଓଡ଼ିଶାର ୪ ଜିଲ୍ଲାରେ ମୃଦ୍ୟୁ ଭୂକମ୍ପ; ତୀବ୍ରତା ୩.୫ ରେକର୍ଡ

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲାରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ଦିନ ୧୧ଟା ୧୯ରେ ଭୂକମ୍ପ ଝଟକା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶାର ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଝଟକା…

ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଆଜି ହେଉଛି ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ । ଏହି ଅବସରରେ ମା ଙ୍କ ଦର୍ଶନ କରିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ମା'ଙ୍କ ଉଭାସ୍ଥଳୀ ସମେତ ମୁଖ୍ୟ ମନ୍ଦିରକୁ ଯାଇ…

ମାହାଙ୍ଗା ଗଣହତ୍ୟା ମାମଲା: ଡେମୋ ଦେଖାଇଲା ହତ୍ୟାକାରୀ ଶିବ

କଟକ: ମାହଙ୍ଗା କୁସୁପୁରରେ ଘଟିଥିବା ବୀଭତ୍ସ ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦ ଘଟଣାସ୍ଥଳରେ ଆଜି ଡେମୋ ଦେଖାଇଛି ।  ବଡ଼ଭାଇର ପରିବାରକୁ ଏକା ସଫା କରିଦେଇଥିଲା ଶିବ । କୁସୁପୁର ଗଣହତ୍ୟା ନେଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ୫ ଜଣଙ୍କୁ ହତ୍ୟା କରିବାରେ ଏକା ଶିବ…

୨୦୨୩ ହକି ବିଶ୍ୱକପ ପୂର୍ବରୁ ଚାଲିଥିଲା ମାର୍କେଟ, ବିଦେଶୀ ଦର୍ଶକଙ୍କୁ ବିକ୍ରି ହୋଇଥାନ୍ତା କୋକେନ

ଭୁବନେଶ୍ୱର: ରାଜଧାନୀରୁ ୨୦୨ ଗ୍ରାମ୍ କୋକେନ ଜବତ ମାମଲା । କୋକେନ ମିଳିବା ଘଟଣାରେ ହାତରେ ଲାଗିଛି ଚାଂଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପ ପୂର୍ବରୁ ଚାଲିଥିଲା ମାର୍କେଟ ପ୍ରସ୍ତୁତ । ବିଦେଶୀ ଦର୍ଶକଙ୍କୁ ବିକ୍ରି ପାଇଁ ଚାଲିଥିଲା ମସୁଧା । ବିଦେଶୀ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ…

ଚିଲିକା ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି

ଚିଲିକା: ଚିଲିକାରେ ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି । ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଧାନସଭାର ୧୨୪ଜଣ ବିଧାୟକ ବଡକୁଳ ପାନ୍ଥ ନିବାସରେ ୪ଟି ବସ୍ ଯୋଗେ ପହଞ୍ଚିଛନ୍ତି । ଖୋର୍ଦ୍ଧ ଜିଲ୍ଲାପାଳ, ପୋଲିସ୍ କର୍ମଚାରୀ ଓ ନାଭାଲର କମାଣ୍ଡିଂ ଅଫିସର୍…

ଯୋଡ଼ାରେ ୧୪୪ ଧାରା କୋହଳ

ଯୋଡା: କେନ୍ଦୁଝର ଜିଲା ଯୋଡ଼ା ସହରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ସହରରେ ଲାଗିଥିବା ୧୪୪ ଧାରା ଶୁକ୍ରବାର କୋହଳ କରାଯାଇଛି। ତେବେ ଅତ୍ୟାବଶ୍ୟୟ ସାମଗ୍ରୀ କିଣାକିଣି ପାଇଁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋହଳ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସନ୍ଧ୍ୟା ୫ଟା ପରେ ପୂର୍ବଭଳି କଟକଣା…

ରାଜଧାନୀରେ ଏକ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଥିବା ଏକ ଗଛରେ ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ସେ ତଳେ ବସିରହିଥିବା ଦେଖିବାକୁ ମିଳିଛି । ତେଣୁ ସମ୍ପୃକ୍ତ ଯୁବକ ଜଣଙ୍କୁ କେହି ହତ୍ୟା ପରେ ଏଠାରେ ଏପରି ଅବସ୍ଥାରେ ଝୁଲାଇ ଦେଇଥିବା…

ମୋ ପୁଅକୁ ଫେରାଇ ଦିଅ, ଶବକୁ ଧରି ଅଧିଆ ପଡ଼ିଥିଲେ ବାପାମା’ 

ଝାରସୁଗୁଡ଼ା: 'ତୁମକୁ ପୂଜାପାଠ କରି ପୁଅକୁ ପାଇଥିଲି, ହେଲେ ମୋ ପୁଅ ଆଖି ବୁଜିଲା । ତୁମେ ଏବେ ମୋ ପୁଅକୁ ଫେରାଇ ଦିଅ ।' ଏପରି ହୃଦୟ ବିଦାରକ ଦୃଶ୍ୟ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୋଇଲି ଘୁଘର ପୀଠରେ ଦେଖିବାକୁ ମିଳିଥିଲା। ଯେଉଁ ଠାକୁରଙ୍କୁ ଡାକି ଡାକି ପୁଅକୁ ପାଇଥିଲୁ, ସିଏ…

ସୀମାନ୍ତ ରେ ଦୁଇ ଗ୍ରାମବାସୀଙ୍କୁ ନକ୍ସଲଙ୍କ ହତ୍ୟା…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଠାଇଲେ ବ୍ରିଜ... ମାଲକାନଗିରି : ସୀମାନ୍ତ ଛତିଶଗଡରେ ପୁଣି ବିଭିନ୍ନ ସ୍ଥାନରେ ଲାଲତାଣ୍ଡବ ଦେଖିବାକୁ ମିଳିଛି । ସୁକୁମା ଜିଲ୍ଲାର କ୍ରିଷ୍ଟାରାମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ବେଳେ ଏଥିରେ ଜଣେ ମାଓବାଦୀର…

ବାରାହ ଆକ୍ରମଣର ଶିକାର ହେଲେ ଯୁବକ…

ଫୁଲବାଣୀ/ବାଲିଗୁଡ଼ା: ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ନ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରଢ଼ା ଗ୍ରାମରେ । ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ…