ପୁଣି କରୋନା ପ୍ରାଦୁର୍ଭାବ:ସରକାର କହିଲେ ସ୍କୁଲ ବନ୍ଦ ଶେଷ ବିକଳ୍ପ

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ସଂକ୍ରମଣ ବୃଦ୍ଧି ପାଇବାରୁ ଦୈନିକ ମାମଲା ବୃଦ୍ଧି ପାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି। ଯଦି…

ସୋମବାର ଠାରୁ ସବୁ ସରକାରୀ କାର୍ଯ୍ୟାଳୟରେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଦୁଇ ବର୍ଷ ପରେ ପୁଣି ଥରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତା ୧୮ ତାରିଖରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି । ପୂର୍ବ ପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣି କରାଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସବୁ…

ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ

ନବରଙ୍ଗପୁର: ରାଜ୍ୟର ଅନ୍ୟ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ ମଧ୍ୟ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା(Air Health Services) । ଆଧୁନିକ ଚିକିତ୍ସା କ୍ଷେତ୍ରରେ ପଛୁଆ ଜିଲ୍ଲାର ସାଧାରଣ ଲୋକଙ୍କ ପାଇଁ ଉନ୍ନତ ସେବା ଯୋଗାଇବା ସରକାରଙ୍କ ଏହି ଯୋଜନାର…

ଦଙ୍ଗାକୁ ସାମ୍ନା କରି ୧୫ ଜଣଙ୍କ ଜୀବନ ବଞ୍ଚାଇଲେ ମହିଳା

ନୂଆଦିଲ୍ଲୀ : ରାଜସ୍ଥାନର କରୌଲିରେ ଦଙ୍ଗା ବେଳେ ଜଣେ ବିଧବା ମହିଳା ବିପଦକୁ ସାମ୍ନା କରି ପ୍ରାୟ ୧୫ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ମୁସଲିମ୍ ବ୍ୟକ୍ତି। ସେମାନଙ୍କୁ ଦଙ୍ଗାକାରୀ ଆକ୍ରମଣ କରିବାକୁ ଆସୁଥିଲେ। ଏହି ମହିଳା ଜଣକ ୪୮ ବର୍ଷିୟ ମଧୁଲିକା ସିଂ। ଏହି…

ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍‌

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ । ଏନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ ଅନୁମତି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ ୧୩ରେ ଆବେଦନ କରାଯାଇଥିଲା ।…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଓ ଘଡ଼ଘଡ଼ି ଆଶଙ୍କା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜିଠୁ ଆସନ୍ତା ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଓ ଘଡ଼ଘଡ଼ି, ବଜ୍ରପାତ ଆଶଙ୍କା । ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଘଡ଼ଘଡ଼ି ଓ ବଜ୍ରପାତ ଆଶଙ୍କା ଥିବା କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି,…

ଖୁବଶୀଘ୍ର ନୂଆ ପିସିସି ସଭାପତି ଚୟନ: ଚେଲ୍ଲା କୁମାର

ଭୁବନେଶ୍ବର: କିଏ ଧରିବେ ପ୍ରଦେଶ କଂଗ୍ରେସ କମିଟି ମଙ୍ଗ? ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ତଳକୁ ଯାଉଥିବା ବେଳେ ମୁହଁ ଖୋଲିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଚେଲ୍ଲା କୁମାର କହିଛନ୍ତି, 'ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା…

ଇସଲାମ ଅନୁସାରେ କିଛି ହେଉନି : ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନ ହେଉଛି ଗୋଟିଏ ଇସଲାମିକ ରିପବ୍ଲିକ। କିନ୍ତୁ ଇସଲାମର ନିୟମ ଅନୁସାରେ ଏଠାରେ କିଛି ବି ହେଉନି। ଏପରି ବୟାନ ଦେଇ ସରକାର ଓ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ କାଜି ଫୈଜ ଇସା।ପାକିସ୍ତାନ ସଂଘୀୟ ସରକାରୀ…

ମୋବାଇଲ ଦେଲାନି ବୋଲି ସାଙ୍ଗକୁ ହତ୍ୟା କରି କୋଲାବ ଡ୍ୟାମରେ ଫୋଫାଡିଦେଲେ ଦୁଇ ସାଙ୍ଗ

କୋରାପୁଟ: କୋରାପୁଟ ଟାଉନ ଥାନା ଅଞ୍ଚଳରେ ଦୁଇ ସାବାଳକ ଜଘନ୍ୟ କାଣ୍ଡ ଘଟାଇଥିବାର ଖବର ମିଳିଛି। ଏଠାରେ ମୋବାଇଲ ଗେମ୍ ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଦୁଇ ସାବାଳକ ଛାତ୍ରଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ମୋବାଇଲ ଗେମ୍‌ ଖେଳିବା ବେଳେ ଜଣେ ସାଙ୍ଗ ଅନ୍ୟ…

ସ୍ୱାଭିମାନ ଅଞ୍ଚଳ ବୁଲିଲେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଚିତ୍ରକୋଣ୍ଡା: ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ବିରସେନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀ, ପ୍ରକଳ୍ପ ନିର୍ଦ୍ଦଶକ, ଶ୍ରୀ ବାଲ…