Sign in
Sign in
Recover your password.
A password will be e-mailed to you.
ଛତିଶଗଡ଼ ଓଡିଶା ସୀମାନ୍ତରେ ବାଘ ବୁଲୁଥିବା ନେଇ ଆତଙ୍କ :ଜଙ୍ଗଲ ମଧ୍ୟରେ ପାଦ ଚିହ୍ନକୁ ନେଇ ଚର୍ଚ୍ଚା…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ବାଟେନବାଡା, ତେଗଡାପଲ୍ଲୀ ଓ ଆଖପାଖ ଅଞ୍ଚଳରେ ବାଘ ବୁଲୁଥିବା ନେଇ ଗୁଜବ ପ୍ରଚାରିତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତ ସପ୍ତାହରେ ଛତିଶଗଡ଼!-->!-->!-->…
କାର୍ଯ୍ୟରତ ସାମ୍ବାଦିକଙ୍କୁ ଗିରଫ ସହ ଗୋଡରେ ବେଡି ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସାମ୍ବାଦିକ ଫୋର୍ମ ତରଫରୁ…
ମାଲକାନଗିରି : ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଆଇ.ଆଇ.ସିଙ୍କ ବର୍ବରଚିତ କାଣ୍ଡକୁ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ଫୋର୍ମ ତରଫରୁ ଆଜି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଏସ.ପିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲା ନିଳଗିରି!-->!-->!-->…
ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଏବଂ କୋଇଡା ବ୍ଲକ ରେ ୧୬ଟି ସଂଯୋଗୀକରଣ ରାସ୍ତା ଲୋକାର୍ପିତ…
ସୁନ୍ଦରଗଡ଼/ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସୁଗମ କରାଯାଉଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆକରି ନିର୍ମାଣ କରାଯାଇଥିବା ୧୬ଟି ରାସ୍ତାର ଲୋକାର୍ପଣ କରାଯାଇଛି।ଗୁରୁବାର ଦିନ ଲହୁଣୀପଡ଼ା!-->!-->!-->…
ସୁନ୍ଦରଗଡ଼ ପୌରାଞ୍ଚଳର ବିକାଶକୁ ଆଗେଇ ନେବେ କି ତନୟା – ଲଲାଟେନ୍ଦୁ
ବିଶ୍ୱରଂଜନ ହୋତା, ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ସୁନ୍ଦରଗଡ଼ : ସଦ୍ୟ ସମାପିତ ପୌର ପରିଷଦ ନିର୍ବାଚନରେ ସାରା ରାଜ୍ୟରେ ବାଜିମାତ କରିଥିଲା ବିଜୁ ଜନତା ଦଳ। ମାତ୍ର ସୁନ୍ଦରଗଡ଼ ଭୋଟରଙ୍କ ଭାବନା ଥିଲା ଏକ ବ୍ୟତିକ୍ରମ।ଏହି ଭାବଧାରାରେ ବିଜେଡିର ରଞ୍ଜନା ପଣ୍ଡା ଓ ସ୍ଵାଧୀନ ପ୍ରାର୍ଥୀନୀ!-->…
ଗିରଫ ହେଲେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ
ଭୁବନେଶ୍ୱର: ୪୮ ଘଣ୍ଟାର ରେଡ ପରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ। କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଅକଳନ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ଅବାକ ହୋଇ ଯାଇଛି। ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭଞ୍ଜନଗର!-->…
ଆଜି ନେତ୍ର ଉତ୍ସବ, କାଲି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ତେବେ ଆଜି ଶ୍ରୀ ଲିଙ୍ଗରାଜଙ୍କ ନେତ୍ର ଉତ୍ସବ ସହ ରଥ ପ୍ରତିଷ୍ଠା କରାଯିବ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ଅପରାହ୍ନ ସାଢେ ୩ଟାରେ ରଥ ଟଣା ଆରମ୍ଭ ହେବ। ଦୀର୍ଘ ଦୁଇ!-->…
ରାଜଧାନୀରେ ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା
ଭୁବନେଶ୍ୱର: ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତାରୋକ ଯୋଗୁଁ କଳ୍ପନା – ରସୁଲଗଡ ରାସ୍ତାରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ରବିଟକିଜ୍ ଠାରୁ ରସୁଲଗଡ ଯାଏଁ ରାସ୍ତା ଜାମ ଅବସ୍ଥା । ଝାରପଡାରେ ଥିବା ଗଣେଶ ମଣ୍ଡପ ହାଟକୁ ସକାଳୁ!-->…
ରାଜ୍ୟରେ ୯ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ଗତକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳ!-->…
ରାଜ୍ୟରେ ଆଉ ୨୨ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୨୩ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ଚିହ୍ନଟ ହୋଇଥିବା!-->!-->!-->…
୨୫ କେଜି ଗଞ୍ଜେଇ ସହ ନାଏବ ସରପଞ୍ଚଙ୍କ ସ୍ବାମୀ ଗିରଫ
ଗୁଡଭେଲା: ତୁଷୁରା ଥାନ ଅନ୍ତର୍ଗତ ଭୋଏଗୁରା ଗାଁରୁ ବଲାଙ୍ଗୀର ମୋବାଇଲ ୟୁନିଟ ଓ ସଦର ରେଞ୍ଜ ଟିମର ମିଳିତ ଚଢ଼ାଉ କରି ୨୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତର ନେବ ସରପଞ୍ଚ ରେଣୁକା!-->…