Sign in
Sign in
Recover your password.
A password will be e-mailed to you.
ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଧନା…
ନୟାଗଡ଼,୨/୧୨,(ନିସର୍ତ୍ତ) ବୃତ୍ତିରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ମାନବିକତାର ଧର୍ମ ସେମାନଙ୍କ ପାଖରେ ବେଶ୍ ମହଜୁଦ ଥିଲା । ଏହା ସାଧାରଣ ଫୋଟୋଟିଏ ନୁହେଁ,ଏଇତ ନିଛକ ମଣିଷ ପଣିଆ ,ଏମାନେ ଗତ କାଲି ଚାକିରିରୁ ଅବସର ଗ୍ରହଣ କଲେ ଏବଂ ନୟାଗଡ଼ ପୌର କର୍ତୃପକ୍ଷ ତଥା ପୌରାଧକ୍ଷା!-->!-->!-->…
ଓଡ଼ଗାଁ ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ନୂତନ ଭାବରେ ଯୋଗଦାନ କଲେ ବିଡ଼ିଓ ପ୍ରୀତିବାଳା ରଣା ।ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଦାୟିତ୍ୱରେ ଥିବା ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ନୂତନ ବିଡ଼ିଓଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ।ଏହି ଅବସରରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,!-->…
ଦୁର୍ନୀତି ର ପାଠ ଶାଳା ବ୍ରହ୍ମପୁର ମହାନଗର ନିଗମ : ସ୍ୱତନ୍ତ୍ର ଅଡିଟ ପାଇଁ ହେଉଛି ଦାବୀ…
ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଯେଉଁଠି ହାତ ମାରିବ ସେଠାରୁ ପାଇବା ଦୁର୍ନୀତି ର ଗନ୍ଧ..
ବ୍ରହ୍ମପୁର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ବି ଏମ ସି ଟଙ୍କା ଦିଅ ପସରା ମେଲ ନୀତି..ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ରେ ପାଦ ପାଦ ରେ ଦୁର୍ନୀତି ଦେଖିବାକୁ ମିଳୁଛି। ବିନା ମାଷ୍ଟର!-->!-->!-->!-->!-->…
ବେଆଇନ ଗଂଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ : କାଠ ବୋଝେଇ ଟ୍ରକ ସହ ୧0୫ କିଲୋ ଗଂଜେଇ ଜବତ, ଚାରି ଗିରଫ…
ବ୍ରହ୍ମପୁର: ବେଆଇନ ଗଂଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗ କରିଲା ଚଢ଼ାଉ. କାଠ ବୋଝଇ ଟ୍ରକରେ ଗଂଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ. କାଠ ବୋଝେଇ ଟ୍ରକ ସହ 105 କିଲୋ ଗଂଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ. ଟ୍ରକକୁ ଏସ୍କର୍ଟ କରୁଥିବା ଓମିନି କାରକୁ ବି!-->…
ପାକିସ୍ତାନ ଏଫସି ମୁଖ୍ୟାଳୟରେ ବିସ୍ଫୋରଣ, ୬ ସୈନିକ ନିହତ
ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ନୋକୁଣ୍ଡି ଅଞ୍ଚଳରେ ଥିବା ଫ୍ରଣ୍ଟିଅର କର୍ପସ(ଏଫସି) ମୁଖ୍ୟାଳୟରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୬ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟର ସାଦଓ ଅପରେସନାଲ ବାଟାଲିଅନ ଦ୍ବାରା କରାଯାଇଥିବା ଏହି ଆକ୍ରମଣ!-->…
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଇଡି ନୋଟିସ
ନୂଆଦିଲ୍ଲୀ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିଛି ଇଡି । ପିନାରାଇଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍ ଏବଂ କେଆଇଆଇଏଫବି ସିଇଓ କେଏମ୍ ଆବ୍ରାହାମଙ୍କୁ ମଧ୍ୟ ନୋଟିସ ମିଳିଛି ।କେରଳ ଭିତ୍ତିଭୂମି ନିବେଶ ପାଣ୍ଠି ବୋର୍ଡ!-->…
କାଶ୍ମୀରର ୮ ସ୍ଥାନରେ ଏନଆଇଏ ଚଢାଉ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ଘଟଣାରେ, ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଆଜି କାଶ୍ମୀରର ପୁଲୱାମା, ଶୋପିଆନ ଏବଂ କୁଲଗାମ ଜିଲ୍ଲାର ଆଠଟି ସ୍ଥାନରେ ଚଢାଉ କରିଛି । ତଦନ୍ତ ଅଧିକାରୀମାନେ କହିଛନ୍ତି ଯେ ଏନଆଇଏ ରେ ସାମିଲ ତଦନ୍ତ ଦଳଗୁଡ଼ିକ ଶୋପିଆନ ସ୍ଥିତ ମୌଲବୀ!-->…
ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୬ ଜୀବନ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ପଛରୁ ଏକ ଟେମ୍ପୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ୍ୟୁ ହୋଇଥିବା ୬ ଜଣ ଗୋଟିଏ!-->…
ଦକ୍ଷିଣ-ପୂର୍ବ ଏସିଆରେ ତାଣ୍ଡବ ରଚିଛି ବାତ୍ୟା ସେନ୍ୟାର, ନେଲାଣି ୬ଶହ ଜୀବନ
ନୂଆଦିଲ୍ଲୀ: ୬ଶହ ଜୀବନ ନେଲାଣି ଭୟଙ୍କର ବାତ୍ୟା ସେନ୍ୟାର । ଓଡ଼ିଶା ଆସିଲାନି ସିନା ଦକ୍ଷିଣ-ପୂର୍ବ ଏସିଆରେ ଭୟଙ୍କର ବିଭୀଷିକା ରଚିଛି ସେନ୍ୟାର । ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମାଲେସିଆରେ ବାତ୍ୟା ପ୍ରଭାବରେ ହୋଇଥିବା ଭୟଙ୍କର ବନ୍ୟା ଓଭୂସ୍ଖଳନରେ ପ୍ରାୟ ୬ଶହ ଲୋକଙ୍କ ଜୀବନ!-->…
ଆଦିବାସୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଶାଖା ଆନୁକୂଲ୍ଯରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ଡାକ୍ତର ଲିପୁନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଅଧ୍ଯକ୍ଷ ଲକ୍ଷ୍ମଣ ପାଳ, ଶ୍ରମତୀ ଗୀତାଞ୍ଜଳି ପଣ୍ଡା,!-->…