Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ଷ୍ଟେଟବ୍ୟାଙ୍କରେ କୃଷିଋଣ ଆବେଦନ ମେଳା
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖାରେ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଆବେଦନ କାରୀ ଅଂଶଗ୍ରହଣ କରି ଋଣ ନେବା , ଋଣ ଶୁଝିବା ପ୍ରକ୍ରିୟା ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ସମସ୍ତ ତଥ୍ୟ ବୁଝିଥିଲେ ।
!-->!-->…
ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ଏକତା ପଦଯାତ୍ରା
ନୟାଗଡ଼: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର!-->…
ଧରାକୋଟ ବ୍ଲକ ର ଜାହାଡା ବେଆଇନ ବାଲି ଘାଟରୁ ଚାଲିଛି ଚୋରା ବାଲି ଚାଲାଣ…..!
ଆସିକା ରେ ବନ୍ଦ ଧରାକୋଟ ରେ: ମେଲା : ପ୍ରଦୀପ କରୁଛନ୍ତି ଧରାକୋଟ ରେ ରାଜ …..
ଲଘୁ ଖଣିଜ ଦ୍ରବ୍ୟ ଖୁଲାମ ଖୁଲା ଲୁଟ ପ୍ରଶାସନ ନୀରବ ଦ୍ରଷ୍ଟା …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବେଆଇନ ଚୋରା ବାଲି କାରଵାର ଏବେ ଟିକିଏ ରୋକ ଲାଗିଛି। କାରଣ ଏହାର ବିରୋଧ ରେ ଉଭୟ!-->!-->!-->!-->!-->…
ଗହଙ୍ଗୁ ବାଲି ଘାଟ ଗଣ୍ଡଗୋଳ ମାମଲା ରେ ପୋଲିସ ହାତ ଜାଣିଶୁଣି ଖାଲି……!
ଆଗୁଆ ଜାମିନ ପାଇଁ ଅପରାଧ ତତ୍ତ୍ୱ ମାନଙ୍କୁ ସୁଯୋଗ ଦେଉଛି ପୋଲିସ …..!ବୁଗୁଡ଼ା: ଚଳିତ ମାସ ୮ ତାରିଖ ଦିନ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଗହଙ୍ଗୁ ବାଲି ଘାଟରେ ଆସିକା ଏମ.ଏଲ.ଏ ଲେଖା ଥିବା ଏକ ବୋଲର ଓ କେତେକ ବାଇକ ରେ ୧୫ ରୁ ଉର୍ଦ୍ଧ ଯୁବକ ମାନେ ରାତ୍ର ୧୦ ଘଣ୍ଟା ସମୟରେ ଯାଇ!-->!-->!-->…
ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ: ମୁକ୍ତିଲାଭ କଲା ଓଡ଼ିଶାର ପ୍ରଥମ AI କ୍ଷୁଦ୍ର ଚଳଚ୍ଚିତ୍ର…
ରାଉରକେଲା: ଓଡ଼ିଆ ମନୋରଞ୍ଜନ ଦୁନିଆରେ ଏକ ନୂତନ କ୍ରାନ୍ତିର ଆରମ୍ଭ ହୋଇଛି। ଆଧୁନିକ ଜ୍ଞାନକୌଶଳ ଏବଂ ମାନବୀୟ ସୃଜନଶୀଳତାର ଅପୂର୍ବ ମିଶ୍ରଣରେ ପ୍ରସ୍ତୁତ ହୋଇଛି ଓଡ଼ିଶାର ସର୍ବପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର "ନିଃସର୍ତ୍ତ" ।'ଓଲି ପ୍ଲସ୍!-->…
ଇରାନ ଅଭିମୁଖେ ଯାତ୍ରା କରିବ ଦ୍ୱିତୀୟ ଆମେରିକୀୟ ଯୁଦ୍ଧ ବିମାନ ଜାହାଜ
ନୂଆଦିଲ୍ଲୀ: ଇରାନ ଆମେରିକା ୟୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକାର ଏକ ବଡ଼ କାର୍ଯ୍ୟକଳାପ ସାମନାକୁ ଆସିଛି। ବିଶ୍ୱର ସର୍ବବୃହତ ବିମାନ ବାହକ ଜାହାଜକୁ ପଶ୍ଚିମ ଏସିଆକୁ ପଠାଇବ ଆମେରିକା। ପୂର୍ବରୁ ଥିବା ଅନ୍ୟ ଏକ ବିମାନକୁ ସମର୍ଥନ କରିବ ଏହି ଜାହାଜ।
ମିଳିଥିବା ସୂଚନା ଅନୁସାରେ ଆମେରିକା!-->!-->!-->…
ହଟ୍ଟଗୋଳ ପରେ ଗୃହ ମୁଲତବୀ: ହରଦୀପ ପୁରୀଙ୍କ ନାଁରେ ସ୍ଲୋଗାନ
ନୂଆଦିଲ୍ଲୀ: ଶୁକ୍ରବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଆଜି ବି ଗୃହରେ ହଟ୍ଟଗୋଳ ଯୋଗୁଁ ଲୋକସଭାରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଥିଲା। ପାଞ୍ଚ ମିନିଟ୍ ଅଧିବେଶନ ସମୟରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିବା ସହ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି!-->…
ସେବା ତୀର୍ଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଗୁରୁତ୍ବପୂର୍ଣ୍ଣ ଫାଇଲରେ କଲେ ଦସ୍ତଖତ
ନୂଆଦିଲ୍ଲୀ : PMOର ନୂଆ ଠିକଣା ସେବା ତୀର୍ଥ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ନୂଆ ଠିକଣା ପାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆନୁଷ୍ଠାନିକ ଭାବେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ ୧ ଓ ୨ ଉଦଘାଟନ କଲେ ମୋଦି । ଏହି!-->…
ଗୋଟିଏ ପରିବାରର ୪ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ଦଳିମାରିଲା ଦନ୍ତା
ଝାଡ଼ଖଣ୍ଡ : ଜଙ୍ଗଲୀ ହାତୀ ପଲଙ୍କ ହାବୁଡରେ ପଡ଼ିଗଲେ ପୂରା ପରିବାର । ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସମେତ ଅତି କମରେ ୬ ଜଣଙ୍କୁ ଦଳି ମାରିଦେଇଛି ହାତୀ । ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି ।
ବନ ଅଧିକାରୀଙ୍କ ସୂଚନା ଅନୁସାରେ ଗତ କିଛି ଦିନ ଧରି!-->!-->!-->…
ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ. ଭି. – ୫୫ରେ ମଧ୍ୟାହ୍ନ ଭୋଜନ ଅନିୟମିତତା ଅଭିଯୋଗ
ମାଲକାନଗିରି : ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ. ଭି. - ୫୫ ରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ଅନିୟମିତତା ର ଅଭିଯୋଗ ଆସି ଅଛି । ଅଭିଯୋଗ ସଂକ୍ରାନ୍ତରେ ଅବଗତ ହେବା ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ତୁରନ୍ତ ଏହାର ତଦନ୍ତ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ!-->…