ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ର ଅବହେଳା ଯୋଗୁଁ ପିଲାଙ୍କ ଜୀବନ ସହ ଖେଳ ଚାଲିଛି…….!

ନାଁ ଅଛି ଫିଟନେସ ନାଁ ଅଛି ଇନ୍ସୁରାନ୍ସ ମାଳ ମାଳ ସ୍କୁଲ ବସ୍ ସହର ରେ ଚାଲିଛି……!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ପିଲାଙ୍କ ଜୀବନକୁ ବାଜି ଲଗାଇ ବିଭିନ୍ନ ସ୍କୁଲ କଲେଜ କୁ ଯାନବାହାନ ଯାତାୟାତ ହେଉଛି। ଜିଲ୍ଲାର ପରିବହନ କାର୍ଯ୍ୟାଳୟ ବର୍ତ୍ତମାନ କୋମାରେ ରହିଥିବା ଦେଖିବାକୁ ମିଳିଛି।

ଏକାମ୍ର ପ୍ରତିଭା ସମ୍ମାନ ସମାରୋହରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଟ ସାମ୍ୱାଦିକ ସୁଦୀପ ସାହୁ…

ବ୍ରହ୍ମପୁର ୩/୧୨ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଏକାମ୍ର ପ୍ରତିଭା ସମ୍ମାନ ସମାରୋହ ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ର ବରିଷ୍ସ ସାମ୍ବାଦିକ

ଆସିକା ରେ କିଶୋରୀ ବାଳିକା ଅଣ୍ଡା ପାଇବାରୁ ବଞ୍ଚିତ…..!

ଦୀର୍ଘ ୯ ମାସ ହେଲା ଅଙ୍ଗନବାଡି କେନ୍ଦ୍ର ଦିଦି ମାନଙ୍କ ନିକଟକୁ ଟଙ୍କା ଆସିନାହିଁ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକରେ ଚଳିତ ମାସ ରେ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ପାଇବାରୁ ହିତାଧିକାରୀ ବଞ୍ଚିତ ହେଲେ। ଆସିକା ଅଞ୍ଚଳ ର ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଚଳିତ ମାସ ଅଣ୍ଡା

କୃଷି – ପ୍ରକଳ୍ପର ଉଦ୍ଘାଟନ କର୍ମଶାଳା :କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ…

କୋରାପୁଟ : 02/12/25 : କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ 'ପ୍ରଗତି' କୋରାପୁଟ ଦ୍ୱାରା ଜିଲ୍ଲା ପ୍ରଶାସନ ସହଯୋଗରେ PWC India Foundation ସହାୟତାରେ ଆରମ୍ଭ କରାଯାଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ କୃଷି ପ୍ରକଳ୍ପର ଉଦଘାଟନ କର୍ମଶାଳା ଆୟୋଜିତ

ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତା ଉଦଘାଟିତ…

କୋରାପୁଟ --02/12/25--ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ 2025 ପାଳନ ଉପଲକ୍ଷେ ସ୍ଥାନୀୟ ପୌରପାଳିକା ଜିମ ଠାରେ ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l

ଇମ୍ରାନ ସୁସ୍ଥ ଓ ସୁରକ୍ଷିତ ଥିବା କହିଲେ ଭଉଣୀ ଉଜମା

ନୂଆଦିଲ୍ଲୀ : ଆଜି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି ଇମ୍ରାନଙ୍କ ଭଉଣୀ ଉଜମା । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଜେଲ ଭିତରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ

ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ। ଅପରେସନ ସିନ୍ଦୂର ସମୟରେ ଭାରତ ଆକାଶମାର୍ଗକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଥିଲା। ହେଲେ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ଆକାଶମାର୍ଗ ଅନୁମତି ପ୍ରଦାନ ପାଇଁ ପାକିସ୍ତାନ ଅନୁରୋଧ

ଭାରତ ଆସିବେ ପୁଟିନ୍, ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଟିନଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତ ଏବଂ ରୁଷ ଉଭୟର ଏଜେନ୍ସି ଏହି ସ୍ତରକୁ ବଜାୟ ରଖିବା ପାଇଁ ଏକାଠି

ଖୋଲିଲା ଭାରତର ସବୁଠାରୁ ଲମ୍ବା ଗ୍ଲାସ୍ ସ୍କାଇୱାକ୍

ବିଶାଖାପଟନମ୍ : ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ନିର୍ମାଣ ହୋଇଛି ବହୁ ପ୍ରତିକ୍ଷୀତ ଗ୍ଲାସ୍ ବ୍ରିଜ । ଡିସେମ୍ବର ୧ ତାରିଖରେ ଟିଡିପି ସାଂସଦ ଭରତ କୈଳାଶଗିରିରେ ନିର୍ମାଣ ହୋଇଥିବା ସ୍କାଇ ୱାକ୍ ବ୍ରିଜକୁ ଉଦ୍ଘାଟନ କରିଛନ୍ତି । ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ ଉପରେ ଚାଲିବାର ମଜା ଉଠାଇପାରିବେ

ଯାନ୍ତ୍ରିକ ତ୍ରୁଟି ପାଇଁ ସବୱେରେ ଫସିଲା ଚେନ୍ନାଇ ମେଟ୍ରୋ ଟ୍ରେନ୍

ଚେନ୍ନାଇ : ଆଜି ସକାଳେ ଚେନ୍ନାଇ ମେଟ୍ରୋ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଯାହା ୱିମକୋ ନଗର ଡିପୋ ଏବଂ ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚାଲେ । ସେଣ୍ଟ୍ରାଲ ମେଟ୍ରୋ ଏବଂ ହାଇକୋର୍ଟ ଷ୍ଟେସନ ମଧ୍ୟରେ ମେଟ୍ରୋଟି ଫସିଯାଇଥିଲା । ଯାହାଫଳରେ ଇଲେକ୍ଟ୍ରି