ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାକିତ…

ଭିନ୍ନକ୍ଷମମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ: ସମାଜସେବୀ ସୁଶାନ୍ତ ସାବତ ବ୍ରହ୍ମପୁର : ଅଦ୍ୟ ତା ୦୩.୧୨. ୨୦୨୫ ରିଖ ବୁଧବାର ଦିନ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫

ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ, ସର୍ଚ୍ଚ ଅପରେସନ୍ ଆରମ୍ଭ

ନୂଆଦିଲ୍ଲୀ : ପୁଣି ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ ମିଳିଛି । ଦିଲ୍ଲୀର ଏହି ୨ଟି ରାମଜସ କଲେଜ ଏବଂ ଦେଶ ବନ୍ଧୁ କଲେଜକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଯାହା ଇ-ମେଲ୍ ଦ୍ବାରା ମିଳିଥିବା ସୂଚନା ରହିଛି । ସୂଚନା ପାଇ ବମ୍ ସ୍କ୍ବାର୍ଡ ଏବଂ ଦିଲ୍ଲୀର ପୋଲିସ ଘଟଣାସ୍ଥଳରେ

ମାଥିଲି ଲ୍ୟାମ୍ପସରେ ତଦନ୍ତ ସମୟରେ ଏମଡିଙ୍କ ଉଗ୍ରରୂପ : ସାମ୍ବାଦିକ ଓ ପରିଚାଳନା ସଦସ୍ୟଙ୍କୁ ଅଭଦ୍ର ଭାଷା ସହ ଧମକ

ମାଥିଲି/ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ବହୁଚର୍ଚ୍ଚିତ ଲ୍ୟାମ୍ପସ (LAMPS) କାର୍ଯ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଅଧିକାରୀ ପହଞ୍ଚିଥିବା ବେଳେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଉଗ୍ର ରୂପ

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ‘ମୋ ଖତ’ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନଏସି) ପକ୍ଷରୁ ଗଣେଶ ବଜାର ବସଷ୍ଟାଣ୍ଡ ନିକଟରେ ' ମୋ ଖତ ବିକ୍ରୟ କେନ୍ଦ୍ର ' ର ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତିରେ ସର୍ବସାଧାରଣଙ୍କ ନିମନ୍ତେ ଜୈବିକ

ରାୟଗଡ଼ା ପୂର୍ବତନ ଜ଼ିଲ୍ଲାପାଳ ପାରୁଲ ପଟାୱାରୀଙ୍କୁ ଶକ୍ତ ଝଟକା : ପୁନର୍ବାର ଚୌକିରେ ଅବସ୍ଥାପିତ ହେଲେ ସିଡ଼ବ୍ଲୁସି…

ସତ୍ୟର ବିଜୟୀ ହୋଇଛି : ବିଦ୍ୟୁଲତା ହୁଇକା ! ରାୟଗଡ଼ା : ରାୟଗଡା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ପାରୁଲ ପଟାୱାରୀ ତାଙ୍କ ୧୧ ମାସର ଶାସନକାଳରେ ନିଜର ଭୂଲ ଲୁଚାଇବା ପାଇଁ ଶ୍ରୀମତୀ ବିଦୁଲତା ହୁଇକାଙ୍କୁ ତାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ସିଡବ୍ଲୁସି

ଦିଲ୍ଲୀ MCD ନିର୍ବାଚନ: ୨ଟି ଆସନରେ ହାରିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ(MCD)ର ୧୨ ଟି ୱାର୍ଡର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଯେଉଁଥିରେ ଭାରତୀୟ ଜନତା ପାର୍ଟି(BJP) ୭ଟି ଏବଂ ଆମ୍ ଆଦାନୀ ପାର୍ଟି(AAP) ୩ଟି ସିଟ୍ ହାସଲ କରିବାରେ ସଫଳ ହୋଇଛି । କଂଗ୍ରେସ ମଧ୍ୟ ସଙ୍ଗମ ବିହାର-A ଆସନରେ ବିଜୟୀ ହୋଇଛି । ନଭେମ୍ବର

ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଖସୁଛି ଟଙ୍କାର ମୂଲ୍ୟ । ଶକ୍ତିଶାଳୀ ହେଉଛି ଡଲାର । ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ରେକର୍ଡ଼ ସ୍ତରରେ ହ୍ରାସ । ୯୦ ଟଙ୍କା ପାର କଲା ଗୋଟିଏ ଡଲାର । ଅକ୍ଟୋବରରେ ଟ୍ରେଡ୍ ଡେଫିସିଟ୍ ହେବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି । ଡଲାର ତୁଳନାରେ ଟଙ୍କାର

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୫ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି- ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାରେ ଜଣେ ଯବାନ ସହିଦ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବା

ଯୁବକଙ୍କୁ ମାରି ଫିଙ୍ଗିଦେଲେ ମାଓବାଦୀ !

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ୨୦୦ମିଟର ଦୂରରେ କ୍ଷତାକ୍ତ ଅବସ୍ଥାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ହ୍ୟାଣ୍ଡ ବ୍ୟାଗ୍ , ହେଲମେଟ ଓ ବାଇକ୍ ଥିବାବେଳେ ମୃତ

ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬- ୨୭ ଶିକ୍ଷାବର୍ଷ ନିମନ୍ତେ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଦେବା ପାଇଁ ଚଳିତ ବର୍ଷ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ। ରାଜ୍ୟର ସମସ୍ତ