Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆଉ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୨ ଜଣ!-->…
ବରିଷ୍ଠ ଆଇନଜୀବୀଙ୍କ ଟ୍ରକ ଧକ୍କାରେ ମୃତ୍ୟୁ
ସମ୍ବଲପୁର : ସମ୍ବଲପୁର ସହରର ବରିଷ୍ଠ ଆଇନଜୀବୀ ଉମେଶ ପଧାନଙ୍କ ସର୍ଲ। ଛକରେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି। ପ୍ରତିଦିନ ପରି ଉମେଶ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୄତ୍ୟୁ ହୋଇଥିଲା । ଏହି ଛକରେ ଷ୍ପିଡ ବ୍ରେକର ନଥିବାରୁ!-->…
କେନ୍ଦ୍ରୀୟ ଏଜେନ୍ସିର ଭୟ ଯୋଗୁଁ ନିରବ ରହିଲେ ମାୟାବତୀ, ତେଣୁ ବିଜେପି ଜିତିଲା: ଶିବସେନା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶରେ ବିଜେପିର ବିଜୟକୁ ନେଇ ଶିବସେନା କଡା ଆକ୍ରମଣ କରିଛି। ଶିବସେନା ମୁଖପତ୍ର ‘ସାମନା’ରେ ବିଜେପି, ବିଏସପି ମୁଖ୍ୟ ମାୟାବତୀଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଥିବା ଅଭିଯୋଗ କରିଛି।!-->…
ଇମ୍ରାନଙ୍କ ଭୂଗୋଳ ଜ୍ଞାନ : କାଠମାଣ୍ଡୁର ନେପାଳରେ ମୋଦିଙ୍କୁ ଭେଟିଥିଲେ ନଓ୍ବାଜ ସରିଫ
କରାଚୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଏପରି ଏକ କଥା କହିଦେଇଛନ୍ତି ଯେ ଲୋକମାନେ ହସି ହସି ବେଦମ ହୋଇଗଲେଣି । ସେ କହିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ କାଠମାଣ୍ଡୁର ନେପାଳରେ ଗୋପନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ!-->…
ଜେଲେନସ୍କି ରୁଷୀୟ ଯବାନଙ୍କ ମାଆମାନଙ୍କୁ ନିବେଦନ କଲେ ନିଜ ନିଜ ପିଲାମାନଙ୍କୁ ଯୁଦ୍ଧକୁ ନପଠାଇବା ପାଇଁ
ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଲେ ଆକୁଳ ନିବେଦନ। ଶାନ୍ତି ଆଲୋଚନା ବିଫଳ ପରେ ରୁଷ ସେନା ଆକ୍ରମଣ ତୀବ୍ର କରିଥିବା ବେଳେ ଏବେ ଜେଲେନସ୍କି ରୁଷୀୟ ଯବାନଙ୍କ ପରିବାରକୁ ଏକ ନିବେଦନ କରିଛନ୍ତି। ଜେଲେନସ୍କି ସୈନିକମାନଙ୍କ ମା’ମାନଙ୍କୁ ନିବେଦନ କରିଛନ୍ତି ଯେ,!-->…
ୟୁକ୍ରେନର ମେୟର ଇଭାନଙ୍କୁ ଅପହରଣ କଲେ ରୁଷ ସୈନ୍ୟ
କିଭ୍: ଦକ୍ଷିଣପୂର୍ବ ୟୁକ୍ରେନରେ ଥିବା ମେଲିଟୋପୋଲର ମେୟରଙ୍କୁ ରୁଷ ସେନା ଅପହରଣ କରି ନେଇଛନ୍ତି। ରୁଷ ପକ୍ଷରୁ ଏହି ସହର ଉପରେ ଘନଘନ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ରୁଷ ଏହାକୁ କବଜା କରିଛି। ଏହାପରେ ମେଲିଟୋପୋଲର ମେୟରଙ୍କୁ ଅପହରଣ କରାଯାଇଛି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର!-->…
ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି – ବାଇଡ଼େନ
ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୭ତମ ଦିନରେ ପହଞ୍ଚିଛି। ୧୬ ଦିନ ହେଲା ରୁଷର ହମଲାରେ ଘାଇଲା ହୋଇଥିଲେ ହେଁ ୟୁକ୍ରେନ ଏଯାଏ ହାର ମାନିନି। ଆଗକୁ ଯୁଦ୍ଧର ତୀବ୍ରତା ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ!-->…
ନେଦରଲ୍ୟାଣ୍ଡରେ ଆମେରିକା ରାଷ୍ଟ୍ରଦୂତ ହେବେ ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ
ନ୍ୟୁୟର୍କ: ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ ନେଦରଲାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଭାବେ କାମ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଫାଳୀଙ୍କୁ ଏଥି ନିମନ୍ତେ ମନୋନୀତ କରିଥିବା ବେଳେ ଏନେଇ ହ୍ୱାଇଟ ହାଉସ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।୫୦!-->…
ପୂରା ପଞ୍ଜାବକୁ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କଲେ ଭଗୱନ୍ତ ମାନ
ନୁଆଦିଲ୍ଲୀ: ପଞ୍ଜାବରେ ଐତିହାସିକ ବିଜୟ ଲାଭ କରିଥିବା ଆମ ଆଦମୀ ପାର୍ଟି(ଆପ୍) ଆଜି ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ପତ୍ର ଦେଇଛି। ଆପ୍ର ବିଧାୟକ ଦଳ ନେତା ଭଗୱନ୍ତ ମାନ ଆଜି ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ସରକାର ଗଠନ ପାଇଁ ଅନୁମତି ଲୋଡ଼ିଛନ୍ତି।ଏବେ!-->…
ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଲେ
ନୂଆଦିଲ୍ଲୀ: ଆସୁ ଆସୁ କ୍ଷମତାର ଦମ ଦେଖାଇଲେ ଆପ୍ ନେତା ଭଗୱନ୍ତ ମାନ୍। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବର ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ!-->…