Sign in
Sign in
Recover your password.
A password will be e-mailed to you.
ଆଗାମୀ ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବ
ଭୁବନେଶ୍ବର: ରାଜ୍ୟରେ ବଢୁଛି ତାତି । ଆଗାମୀ ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବ । ଏନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ଆଗାମୀ ୩ରୁ ୪ ଦିନ ଯାଏ!-->…
ଚିଲିକା ବିଧାୟକଙ୍କ ଗାଡି ଚଢାଇବା ଘଟଣାକୁ ନିନ୍ଦା କଲା ବିଜେଡି
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢାଇବା ଘଟଣାକୁ ବିଜେଡି ଦୃଢ଼ ଭାଷାରେ ନିନ୍ଦା କରିଛି । ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ!-->…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରୁ ଶନିବାର ଆଉ ୧୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୬,୫୬୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି!-->!-->!-->…
ଶ୍ରୀମନ୍ଦିର ଐତିହ୍ୟ କରିଡର୍: ୧୫ ଦିନ ଭିତରେ ରିପୋର୍ଟ ସାର୍ବଜନୀନ କରାଯାଉ
ପୁରୀ: ପୁରୀ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱକୁ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ମନ୍ଦିର ଚାରିପଟେ ଗାତ ସୃଷ୍ଟି କରିବାକୁ ନେଇ ବିବାଦ ଦେଖାଦେଇଛି । ବିସ୍ତୃତ ଅଂଚଳରେ ଗର୍ତ ଖୋଳାଯିବା ଯୋଗୁଁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଓକିଲ ସଂଘ ଐତିହ୍ୟ କରିଡରରେ!-->…
ଚିଲିକା ବିଧାୟକଙ୍କ ସ୍ଥାନ ଜେଲରେ: ପୃଥ୍ୱୀରାଜ
ଭୁବନେଶ୍ୱର: ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେବା ଘଟଣାରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ପୃଥ୍ୱୀରାଜ କହିଛନ୍ତି ।
ସେ କହିଛନ୍ତି ଯେ ଲୋକଙ୍କ ଉପରେ ରାଗ ରଖି,!-->!-->!-->…
ଚିଲିକା ବିଧାୟକ ଗାଡି ଚଢାଇବା ଘଟଣା: ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା
ଭୁବନେଶ୍ବର: ବାଣପୁର ବ୍ଲକରେ ଲୋକଙ୍କ ଉପରକୁ ଚିଲିକା ବିଧାୟକ ଗାଡି ଚଢାଇବା ଘଟଣା ଉପରେ ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର ଏହି ଘଟଣାକୁ କଡା ନିନ୍ଦା କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଗଣତନ୍ତ୍ରରେ ଏଭଳି ହିଂସାତ୍ମକ କାର୍ଯ୍ୟ!-->…
ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ନିର୍ବାଚନ ଶେଷ, ଅଧକ୍ଷ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ
ଟିକାବାଲି : ଭାରତୀୟ ସମ୍ବିଧାନ ତଥା ଓଡିଶା ସରକାର ଙ୍କ ଦ୍ଵାରା ଵିଧି ବ୍ୟବସ୍ଥା ଅନୁଯାୟୀ 2022ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଆଜି ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ନିର୍ଵାଚନ ଶେଷ ହୋଇ ଯାଇଛି |ଏହି ଟିକାବାଲି ପଞ୍ଚାୟତ ସମିତି ରେ 11ଟି ପଞ୍ଚାୟତ ରହିଛି!-->!-->!-->…
ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଥାନାରେ ୪ଟି ମାମଲା ରୁଜୁ: ଡିସିପି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଲକ୍ଷ୍ମୀନଗର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଆକ୍ରମଣରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି ।!-->…
ଲୋକଙ୍କ ଉପରକୁ ଗାଡ଼ି ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ, ଦୋଷୀଙ୍କୁ ତୁରନ୍ତ ଗିରଫ କର- କଂଗ୍ରେସ
ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଅନିୟନ୍ତ୍ରିତ ବେଗର ଗାଡ଼ି ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ , ତେବେ ତାହା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ ବୋଲି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି!-->…
ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ
ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ମଡ଼ାଇବା ଘଟଣା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଲୋକଙ୍କ ଆକ୍ରମଣରେ ବିଧାୟକ ଆହତ ମଧ୍ୟ ହୋଇଛନ୍ତି । ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆଜି ବାଣପୁର ବ୍ଲକ!-->…