Sign in
Sign in
Recover your password.
A password will be e-mailed to you.
‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନାରେ ପୁରୀ ବୁଲିବେ ବରିଷ୍ଠ ନାଗରିକ
ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ସେମାନଙ୍କୁ ପୁରୀ ବୁଲାଇବେ ସରକାର । ୬୦ରୁ ୭୫ବର୍ଷ ବୟସ୍କଙ୍କୁ ଶ୍ରୀକ୍ଷେତ୍ରକୁ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବେ ମୋହନ ମାଝୀଙ୍କ ସରକାର ।!-->…
ଓଡିଶାରେ ବ୍ୟାନ ହେବନି ପାନ ମସଲା
ଭୁବନେଶ୍ଵର: ଓଡିଶାରେ ବ୍ୟାନ ହେବନି ପାନ ମସଲା । ସିଟି ଆଣ୍ଡ ଜିଏସଟି ଓ ଅର୍ଥ ବିଭାଗକୁ ଚିଠି ଲେଖି ଏନେଇ ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ । ପାନ ମସଲାରେ ଟବାକୋ, ନିକୋଟିନ୍ ନଥିବାରୁ ବ୍ୟାନ ହେବନି ।
ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ ଓଡିଶାରେ ତମ୍ବାଖୁ ସେବନ କରୁଛନ୍ତି ।!-->!-->!-->…
କୋଟିଆରେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି
ଭୁବନେଶ୍ୱର: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। କୋଟିଆ ସେମ୍ବୀ ଗାଁର ଆନ୍ଧ୍ର ପ୍ରଶାସନର ଏକ ଟିମ୍ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛି। ଆନ୍ଧ୍ର ଅଧିକାରୀ-କୋଟିଆ ପୋଲିସ ମୁହାଁମୁହିଁ!-->…
ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ରୁ ବନ୍ଧୁକ ଜବତ, ସ୍କୁଲ ଆଗରେ ହୋହଲ୍ଲା
ବାଲେଶ୍ବର: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ରୁ ମିଳିଲା ବନ୍ଧୁକ। ଜବତ ପାଇଁ ଆସି ପୋଲିସ ହଟହଟା। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ତଥା ଖନ୍ତାପଡ଼ା ଥାନା ଅଧୀନ ଶ୍ରୀଜଙ୍ଗ ହାଇସ୍କୁଲର ଜଣେ ଅଷ୍ଟମ ଛାତ୍ରଙ୍କ ବ୍ୟାଗରୁ ମିଳିଛି ବନ୍ଧୁକ। ଛାତ୍ରଛାତ୍ରୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ!-->…
ବିଲରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ପାଣ୍ଡରା ନିକଟରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ସେ ନିଖୋଜ ଥିଲେ । ୨ ଦିନ ତଳୁ ଡେଲିଭରି ବୟ ନିଖୋଜ ନେଇ ଏତଲା କରିଥିଲେ ପରିବାର । ଏବେ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିଛି । ବେକରେ ଏକ କପଡ଼ା ଗୁଡା ଯାଇଥିବା ବେଳେ ପାଖରେ ଏକ ପାଣି!-->…
ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଓ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ
ଭୁବନେଶ୍ବର: ଲୋକସେବା ଭବନରେ ବିଶ୍ୱ ବ୍ୟାଙ୍କର ସଭାପତି ଅଜୟ ବାଙ୍ଗା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଛି । ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା, ଭାରତର!-->…
ଦେଶୀ ମଦ ଜବତ, ମହିଳା ଗିରଫ
ନୟାଗଡ଼, ୨୯/୦୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ଦେଶୀ ମଦ କାରବାର। ଦେଶୀ ମଦ ଅବକାରୀ ବିଭାଗର ଚିନ୍ତା ବଢ଼ାଇ ଥିଲେ ମଧ୍ୟ ଅବକାରୀ ବିଭାଗ ଶୋଇ ରହି ଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ!-->…
ସୁନ୍ଦରଗଡ଼ “ସେବକ” ଅନୁଷ୍ଠାନରେ ଦର୍ଶନ ଏକାଡେମୀର ୧୫୦ ଛାତ୍ରଛାତ୍ରୀଙ୍କ କ୍ଷେତ୍ର ପରିଦର୍ଶନ: ପରିବେଶ…
ସୁନ୍ଦରଗଡ଼ : ପରିବେଶ ସୁରକ୍ଷା, ସ୍ଥାୟୀ ବିକାଶ ଏବଂ ପୁଷ୍ଟିକର ଜୀବନଶୈଳୀ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ଆହରଣ ନିମନ୍ତେ ସୁନ୍ଦରଗଡ଼ ସହରସ୍ଥିତ ଦର୍ଶନ ଏକାଡେମୀର ୧୫୦ ଜଣ ଛାତ୍ରଛାତ୍ରୀ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”, ରଙ୍ଗିଆମୁଣ୍ଡାକୁ ଏକ ଶିକ୍ଷାଗତ କ୍ଷେତ୍ର!-->!-->!-->…
ଆସିକା ସହର ଗ୍ରାମକଣ୍ଠରେ ରହିଥିବା ଯୋଗୁଁ ସାଧାରଣ ଲୋକେ ବନ୍ଦୋବସ୍ତ ରୁ ବଞ୍ଚିତ ଅଛନ୍ତି…!
ଆସିକା ଅଞ୍ଚଳ ରେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ନାଁ ରେ ପଟ୍ଟା…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି।ଆସିକା ସହର ଗ୍ରାମକଣ୍ଠରେ ରହିଥିବା ଫଳରେ ୯୦ ପ୍ରତିଶତ ଲୋକଙ୍କ ପଟ୍ଟା ନାହିଁ। ଆସିକା ଅଞ୍ଚଳର ବଡ଼ ବଡ଼ିଆ ମାନେ ସରକାରୀ ଜମି ସହିତ!-->…
ଆସିକା ଅଞ୍ଚଳରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଆଇନ୍ ଉଲଙ୍ଘନ..!
ପ୍ରଦୂଷିତ କରୁଛି ପୋଡ଼ା ଇଟା ଭାଟି ରାଜସ୍ବ ବିଭାଗ ଚୁପ……!ବ୍ରହ୍ମପୁର : ଆସିକା ରାଜସ୍ୱ ବିଭାଗ ଅଧିନରେ ଆଇନ ବାଟରେ ବେଆଇନ କାମ। ପରିବେଶ ସୁରକ୍ଷା ଆଇନ ଓ ବାୟୁ ପ୍ରଦୂଷଣ ନିବାରଣ ଆଇନକୁ ଗଞ୍ଜାମ ଜିଲ୍ଲାରେ ଖୋଲାଖୋଲି ଭାବେ ଉଲଂଘନ। ସବୁ ଦେଖି ଆଖି ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ।ଉଲଂଘନ!-->…