ନୟାଗଡ଼ :ସପ୍ତାହେ ନପୁରୁଣୁ ପୁଣି ଜଣେ ୧୦ ବର୍ଷର ନାବାଳିକା ଦୁଷ୍କର୍ମ ଉଦ୍ୟମର ଶିକାର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅଂଚଳର ଜଣେ ନାବାଳିକା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ବେଳେ ଉପସ୍ଥିତ ବୁଦ୍ଧି ଏବଂ ସାହସ ଯୋଗୁଁ ଦୁଷ୍କର୍ମ ଉଦ୍ୟମକାରି ଯୁବକର ପଞ୍ଝା ରୁ ନାବାଳିକା ଜଣକ ଖସି ଆସିବାରେ ସଫଳ ହୋଇଛି ।ଅଭିଯୁକ୍ତ ଜଣକ ଜଣେ ଟ୍ୟୁସନ ଦିଦିଙ୍କ ୨୩

ରାଜ୍ୟ ସରକାରଙ୍କ ଗୁଟଖା କୁ ନେଇ ଦୋମୁହାଁ ନୀତି ବାଉଳା ହେଉଛି ସରକାର …

ଗୁଟଖା ଚଳାଇବାକୁ ହେଉଛି ଗଳାବାଟ……! ବ୍ରହ୍ମପୁର: ଚଳିତ ମାସ ୨୧ ତାରିଖ ରେ ଗୁଟଖା, ବିଡି, ସିଗାରେଟ ଓ ଖଇନି ବିକ୍ରି ବଟା ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ପୁଣି ୨୯ ଦିନ ଏକ ଚିଠି କରି ଫର୍ମାନ ଜାରି କରିଛନ୍ତି, ନିକୋଟିନ ଯୁକ୍ତ ଗୁଟଖା ଚାଲିବ ବୋଲି। ରାଜ୍ୟ ସରକାରଙ୍କ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ପୁଅ ମୃତ ଜଣେ ଗୁରୁତର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ପୂର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ବାପପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକର ଜଣେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ

ଇସ୍ରାଏଲ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ ମୋଦି ପ୍ରଥମଥର ପାଇଁ ଇସ୍ରାଏଲ

ସ୍ଥଗିତ ହେଲା ୟୁଜିସିର ନୂତନ ନିୟମାବଳୀ

ନୂଆଦିଲ୍ଲୀ: ସର୍ବୋଚ୍ଚ ଅଦାଲତ ୟୁଜିସିର ନୂତନ ନିୟମାବଳୀ-୨୦୨୬ କାର୍ଯ୍ୟକାରୀ କରିବାକୁ ସ୍ଥଗିତ ରଖିଛନ୍ତି । ଏହା କେବଳ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ସମ୍ପ୍ରଦାୟ ସଦସ୍ୟମାନଙ୍କୁ ସଂରକ୍ଷଣର ଲାଭ ପ୍ରଦାନ କରୁଥିବା ବେଳେ ସାଧାରଣ କିମ୍ବା ଉଚ୍ଚ ଜାତିକୁ ସମାନ

ବାରାମତିରେ ସମ୍ପନ୍ନ ହେଲା ପୱାରଙ୍କ ଶେଷକୃତ୍ୟ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପୱାରଙ୍କ ଶେଷକୃତ୍ୟ ବାରାମତିରେ ସମ୍ପର୍ଣ୍ଣ ହୋଇଛି । ରାଜ୍ୟର ସର୍ବୋଚ୍ଚ ସମ୍ମାନ ସହିତ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ବିଭିନ୍ନ ରାଜନୈତିକ ନେତା, ପରିବାର ସଦସ୍ୟ ଏବଂ ହଜାର ହଜାର ସମର୍ଥକ

ଭାରତ ବିଶ୍ୱରେ ଦୃଷ୍ଟିକେନ୍ଦ୍ର ଭାବରେ ଉଭା : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ ବିଶ୍ୱରେ ଦୃଷ୍ଟିକେନ୍ଦ୍ର ଭାବରେ ଉଭା ହୋଇଛି । ସେ କହିଛନ୍ତି ଯେ ଏହି ତ୍ରୈମାସିକର ଆରମ୍ଭରେ, ଭାରତ ଏବଂ ୟୁରୋପୀୟ ସଂଘ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA)

ମିନି ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ଚାଲିଗଲା ୧୧ ଜୀବନ

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ମିନି ବସ୍ ଏବଂ ଟ୍ରକ ଧକ୍କା ହେବାରୁ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା କାଜୁଲୁ-ନେଟାଲ ପ୍ରାନ୍ତରେ ଡରବନ ସହର ନିକଟରେ ହୋଇଛି । ଦକ୍ଷିଣ ଆଫ୍ରିକା ସରକାରୀ ଅଧିକାରୀ ଏବଂ ଆପତ୍ତକାଳୀନ ସେବା

ମହିଳା କମାଣ୍ଡୋଙ୍କୁ ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସରେ କର୍ତ୍ତବ୍ୟରତ ୨୭ ବର୍ଷୀୟ ଜଣେ ମହିଳା କନଷ୍ଟେବଳଙ୍କୁ ହତ୍ୟା । ମହିଳା କମାଣ୍ଡୋଙ୍କୁ ତାଙ୍କ ସ୍ବାମୀ ଯୌତୁକ ପାଇଁ ହତ୍ୟା କରିଥିବା ଜଣାପଡିଛି । ସେ ସ୍ପେଶାଲ ଓ୍ୱିପନ୍ ଆଣ୍ଡ୍ ଟାକ୍ଟିଟିକ୍ସ ବା ସ୍ୱାଟରେ ନିୟୋଜିତ ହୋଇଥିଲେ । ମଙ୍ଗଳବାର ଏକ ଘରୋଇ

କଲମ୍ବିଆରେ ବିମାନ ଦୁର୍ଘଟଣା, ୧୫ ମୃତ

ଭେନେଜୁଏଲା : କଲମ୍ବିଆରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ସରକାରୀ ଏୟାରଲାଇନ୍ସ Satena ର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି କୁକୁଟା ରୁ ଓକାନା ଅଭିମୁଖେ ଯାଉଥିବା ବେଳେ ‘ଲା ପ୍ଲାୟା ଡେ